‘ଡ୍ରାଇଭରକୁ ଧମକେଇ ଡେଇଁ ପଡିଲା’ ପୁଣି ମହାନଦୀରେ ଅଘଟଣ, ମହାନଦୀକୁ ଡେଇଁ ପଡିଲେ ଲ୍ୟାବ ଆସିଷ୍ଟାଣ୍ଟ, କଣ କହୁଛନ୍ତି ତାଙ୍କ ଭାଇ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ଦିନ ହେବ ରାଜ୍ୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଆଜି ପୁଣି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ମହାନଦୀରେ ଘଟିଛି । ଜଣେ ଲ୍ୟାବ ଆସିଷ୍ଟାଣ୍ଟ ଆଜି ମହାନଦୀରେ ଡେ-ଇଁ ପଡିଛନ୍ତି । ବର୍ତ୍ତମାନ ସେ ନି-ଖୋ-ଜ ଅଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ବ୍ୟକ୍ତିଙ୍କ ନାମ ଦେବାଶିଷ ଦାସ ବୋଲି ଜଣା ପଡିଛି ।

ଦେବାଶିଷ କଟକ ଚାଉଳିଆଗଞ୍ଜର ବାସିନ୍ଧା ଅଟନ୍ତି ।ଏହି ଘଟଣାଟି ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । କାରଣ ଗତ ଦୁଇ ଦିନ ହେବ ମହାନଦୀରେ ଏକ ବଡ ଦୁ-ର୍ଘ-ଟ-ଣା ଘ-ଟି ଦୁଇଜଣ ମୃ-ତ୍ୟୁ ବରଣ କରିଛନ୍ତି ଓ ପୁଣି ଆଜି ଆଉ ଜଣେ ମହାନଦୀରେ ଡେ-ଇଁ-ଛ-ନ୍ତି । ଦେବାଶିଷଙ୍କ ଭାଇ ଗଣମାଧ୍ୟମ ସାମ୍ନାକୁ ଆସି ଏହି ଘଟଣା ସମ୍ପର୍କରେ କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଦେବାଶିଷଙ୍କ ଭାଇଙ୍କ ମତରେ-‘ଡ୍ରାଇଭର ମତେ କହିଲା, ସାର କହିଲେ ବ୍ରିଜ ମଝିରେ ଗାଡି ଅଟକାଇବା ପାଇଁ ସେ ପ-ରି-ସ୍ରା କରିବାକୁ ଚାହୁଁ ଥିଲେ । ହେଲେ ସେତେବେଳେ ଡ୍ରାଇଭର କହିଲା ସାର ବ୍ରିଜ ଉପରେ କାହିଁକି ଗାଡି ରଖିବା ମୁ ଆଗରେ ରଖିଦେବି । ହେଲେ ଦେବାଶିଷ ବାଧ୍ୟ କରିବା ହେତୁ ଡ୍ରାଇଭର ବ୍ରିଜ ମଝିରେ ଗାଡି ରଖିଥିଲା । ସେହି ସମୟରେ ସେ ମାହାନଦୀକୁ ଡେ-ଇଁ ପଡିଥିଲେ’ ।

ଏହା ପରେ ଆଗକୁ ତାଙ୍କ ଭାଇ କହିଛନ୍ତି-‘ ନଦୀକୁ ଡେ-ଇଁ-ବା ପରେ ଡ୍ରାଇଭର ସେହି ସ୍ଥାନରେ ଲକ୍ଷ କରିବା ବେଳକୁ ସେ ପାଣିରେ ଭାସୁ ଥିଲେ, ଯାହା ଡ୍ରାଇଭର ଆମକୁ କହିଛି । ଏହା ପରେ ଡ୍ରାଇଭର ଅନ୍ୟ ପଟରେ ଗାଡି ନେଇ ଦେଖିଥିଲା ୨ ରୁ ୩ ମିନିଟ ପର୍ଯ୍ୟନ୍ତ ସେ ଭା-ସୁ ଥିବାର ଡ୍ରାଇଭର ଦେଖିଛି’ ।

ଆଗକୁ ତାଙ୍କ ଭାଇ କହିଛନ୍ତି-‘ ଯେତେବେଳେ ମୁ ଖବର ପାଇଲି ସେତେବେଳେ ମୁ ଚାଉଳିଆଗଞ୍ଜ ଥାନାରେ ଘଟଣାର ସୂଚନା ଦେଇଥିଲି । ତାଙ୍କ ପରିବାରକୁ ମଧ୍ୟ ଏହାର ସୂଚନା ଦିଆଯାଇଛି । ବର୍ତ୍ତମାନ ତାଙ୍କୁ ଖୋ-ଜା ଚାଲିଛି’ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *