TV ଇଣ୍ଡଷ୍ଟ୍ରି ରେ ପୁଣି ଥରେ ଶୋକର ଛାୟା, Sidharth ଙ୍କ ପରେ ଏବେ ମାତ୍ର ୨୯ ବର୍ଷ ବୟସରେ ଏହି ଷ୍ଟାରଙ୍କ ପରଲୋକ

ବନ୍ଧୁଗଣ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ପାଇଁ ଆଉ ଗୋଟେ ଦୁଃଖ ଖବର ଆସିଲା । ସିଦ୍ଧାର୍ଥଙ୍କ ଦେ-ହା-ନ୍ତ-କୁ ଗତ କିଛି ଦିନ ହୋଇଛି ଓ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରି ପାଇଁ ଆଉ ଗୋଟେ ବଡ ଝ-ଟ-କା ଲାଗିଛି । ଗତ କିଛି ଦିନ ତଳେ ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ନି-ଧ-ନ ହୋଇଥିଲା । ସିଦ୍ଧାର୍ଥଙ୍କ ନି-ଧ-ନ ହାର୍ଟ ଆ-ଟା-କ ପାଇଁ ହୋଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ସିଦ୍ଧାର୍ଥଙ୍କ ନି-ଧ-ନ ଖବରକୁ ସ୍ଵୀକାର କରିପାରୁ ନାହାନ୍ତି କାରଣ ସିଦ୍ଧାର୍ଥ ବହୁତ କମ ବର୍ଷ ବୟସରେ ସମସ୍ତଙ୍କୁ ଛାଡି ଚାଲିଗଲେ ।

ସିଦ୍ଧାର୍ଥଙ୍କ ଦେହାନ୍ତକୁ ମାତ୍ର କିଛି ଦିନ ହୋଇଛି ଟିଭି ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ବଡ ଦୁଃଖର ଖବର ଆସିଛି । ଟିଭି ଇଣ୍ଡଷ୍ଟ୍ରିର ଆଉ ଗୋଟେ ସେଲିବ୍ରେଟିଙ୍କ ନି-ଧ-ନ ହୋଇଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରିପୋର୍ଟସ ଅନୁସାରେ ଗତ କିଛି ସମୟ ତଳେ ଜଗନୁର ଅନେଜାଙ୍କ ଦେ-ହା-ନ୍ତ ହୋଇଛି ।

ଜଗନୁରଙ୍କ ଦେ-ହା-ନ୍ତ ହାର୍ଟ ଆ-ଟା-କ ପାଇଁ ହୋଇଥିବାର ସୂଚନା ମିଳିଛି । ତାଙ୍କର ନି-ଧ-ନ ମିସରରେ ହୋଇଥିବାର ଜଣା ପଡିଛି । ଜଗନୁରଙ୍କ ହଠାତ ଦେ-ହା-ନ୍ତ ଖବରକୁ କେହି ବି ସ୍ଵୀକାର କରିପାରୁ ନାହାନ୍ତି । ଜଗନୁର ଥିଲେ ଟିଭି ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ସେଲିବ୍ରେଟି । ଆପଣ ମାନେ ତାଙ୍କୁ ଏମଟିଭିର ରିଆଲିଟି ସୋ ‘ଲଭ ସ୍କୁଲ’ରେ ନିଶ୍ଚୟ ଦେଖିଥିବେ । ଜଗନୁରଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ।

ମିଡିଆ ରିପୋର୍ଟସ ଅନୁସାରେ ଜଗନୁର ଏକ ଟ୍ରିପରେ ଯାଇଥିଲେ ଓ ସେହି ଟ୍ରିପରେ ସେ ବହୁତ ଅଧିକ ଏଞ୍ଜୋଏ କରୁଥିଲେ । ଗତ ବୁଧବାର ଦିନ ସେ ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ମିସର ଟ୍ରିପର କିଛି ଭିଡିଓ ଓ ଫଟୋ ଅପଲୋଡ କରିଥିଲେ । ସେହି ସବୁ ଫଟୋସ ଓ ଭିଡିଓ ଦେଖି ଜଣା ପଡିଯାଉଛି ଯେ ଜଗନୁର ମିସରରେ କେତେ ଅଧିକ ଏଞ୍ଜୋଏ କରୁଥିଲେ ।

ହେଲେ ଜଗନୁରଙ୍କ ହଠାତ ନି-ଧ-ନ ଖବର ଶୁଣି ତାଙ୍କ ଫ୍ୟାନ୍ସ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଘର ଲୋକ ଭାଙ୍ଗି ପଡିଛନ୍ତି । କେହି ବିଶ୍ଵାସ କରିପାରୁ ନାହାନ୍ତି ଯେ ଜଗନୁର ଅନେଜା ବର୍ତ୍ତମାନ ଆମ ମାନଙ୍କ ମଧ୍ୟରେ ଆଉ ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜଗନୁର ଅନେଜା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *