Arindam ଙ୍କ ବଡ଼ ଭାଇ (Otv reporter Satyajit) ଙ୍କ ହୃଦୟ ବିଦାରକ କଥା, ଦେଖନ୍ତୁ Video

ବନ୍ଧୁଗଣ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅ-କା-ଳ ବି-ୟୋ-ଗ ପରେ ତାଙ୍କ ପରିବାର ଲୋକଙ୍କ ଉପରେ ବହୁତ ବଡ ଦୁଃଖର ପା-ହା-ଡ ପ-ଡି-ଯାଇଛି । ଅରିନ୍ଦମଙ୍କ ଅ-କା-ଳ ବି-ୟୋ-ଗକୁ ତାଙ୍କ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଅରିନ୍ଦମଙ୍କ ସହ ଜଡିତ ଅନେକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ଅଛି ଓ ଆପଣ ମାନେ ଏହି ଭିଡିଓ ବିଷୟରେ ଜାଣିଲେ ନିଜ ଲୁହକୁ ରୋକି ପାରିବେ ନାହିଁ ।

ଏହି ଭିଡିଓରେ ଅରିନ୍ଦମଙ୍କ ଭାଇ ଭଳି ସହକର୍ମୀ ତାଙ୍କ ହୃଦୟ ବି-ଦା-ର-କ କଥା କହୁଥିବାର ନଜର ଆସୁଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ଅରିନ୍ଦମଙ୍କ ଭାଇ କହୁଛନ୍ତି-‘ଅରିନ୍ଦମ ପେପରରେ ବାହାରିଛି ତୋ କଥା । ସୋମ୍ୟ ବାବୁ ବାହାର କରିଛନ୍ତି ତୋ କଥା ପେପରରେ । ଅରିନ୍ଦମ ମୋ କଥା ଟିକେ ଶୁଣୁ, କଣ ଭାଇ କଥା ଶୁଣିବୁ ନି । କଥା ନଶୁଣିଲେ ମୁ ତୋ ଉପରେ ରାଗିପାରେ’ ।

ଆଗକୁ ତାଙ୍କ ଭାଇ କହୁଛନ୍ତି-‘ପେପରରେ ବାହାରିଛି ତୋ କଥା । ୪୦୦ ପେପର କିଣିବୁ ନା ମୁ କହିଦେବି । ପାଟଣାରେ ଦେବା, ଘଷିପୁରିଆରେ ଦେବା କେନ୍ଦୁଝରରେ ଦେବା ଜୟ କେନ୍ଦୁଝର କହିବା କଣ କହୁଛୁ ଶୁଣିବୁ ନି ଆରେ ମନ ଖରାପ କରୁଛୁ । ହଉ ଛାଡ ଶୁଣୁ ନାନି ଫୋନ କରିଥିଲା ସେ ଭାଣିଜୀବି ଆସୁଛି ସେମାନେ ନନ୍ଦନ କାନନ ଯିବେ । କାଳିଆକୁ କହିଦେବୁ ସେ ନେଇକି ଟିକେ ଗାଡିରେ ବୁଲେଇ ଆଣିବ’ ।

https://www.youtube.com/watch?v=xXd_nQjPDo4

ଭା-ଇ-ରା-ଲ ଭିଡିଓରେ ତାଙ୍କ ଭାଇ ଏହି ସବୁ ହୃଦୟ ବି-ଦା-ର-କ କଥା କହୁଛନ୍ତି ଯାହାକୁ ଦେଖି ସମସ୍ତଙ୍କ ଆଖି ଭରି ଯାଉଛି । ବନ୍ଧୁଗଣ ଗତ କାଲି ଅରିନ୍ଦମଙ୍କ ଶ-ବ ସ-ତ୍କା-ର ତାଙ୍କ ପୈତୃକ ଗାଁରେ କରଯାଇଥିଲା। ବର୍ତ୍ତମାନ ତାଙ୍କ ଗାଁରେ ଶୋ-କ-ର ଛା-ୟା ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଭାଇରାଲ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *