Ruchika ଙ୍କ ମୃତ୍ୟୁ ମାମଲାରେ BJB ଛାତ୍ରୀଙ୍କ ଭୟଙ୍କର ଖୁଲାସ ! କହିଲେ ‘ୱାର୍ଡେନ ସବୁକଥା ଲୁଚେଇ ଦିଅନ୍ତି , ଆମକୁ କହିଛନ୍ତି ଯାହା ଜାଣିଛ କିଛି କହିବନି, ଆମକୁ ସେ…’ ଦେଖନ୍ତୁ Video

ବନ୍ଧୁଗଣ ଏବେ ଓଡିଶାରେ ଭୁବନେଶର ପିଜେପି କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର । ବନ୍ଧୁଗଣ ମୃତ ଛାତ୍ରୀଙ୍କ ନାମ ହେଉଛି ରୁଚିକା ମହାନ୍ତି । ରୁଚିକା ବିଜେପି କଲେଜରେ ଯୁକ୍ତ 3 ପ୍ରଥମ ବର୍ଷ ପାଠ ପଢୁଥିଲେ । ରୁଚିକା ବିଜେପି କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ । ତାଙ୍କ ନିଜ ଘର ହେଉଛି କଟକରେ । ହେଲେ ବନ୍ଧୁଗଣ ଗତ କାଲି ରୁଚିକାଙ୍କ ରୁମ କବାଟ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ହୋଇ ରହିଥିଲା ।

କିଛି ଛାତ୍ରୀ ସନ୍ଦେହ କରି ରୁଚିକାଙ୍କ କବାଟ ବାଡେଇ ଥିଲେ ସେ କବାଟ ନ ଖୋଲିବାରୁ ଛାତ୍ରୀ ମାନେ କଲେଜ କର୍ତ୍ତୁପକ୍ଷଙ୍କୁ ସୂଚନା ଦେଇଥିଲେ । କଲେଜ କର୍ତ୍ତୁପକ୍ଷ ପୋଲିସକୁ ସୂଚନା ଦେଇ ହଷ୍ଟେଲକୁ ଆସିଥିଲେ ଓ ଏକ ଶାବଳ ଦ୍ଵାରା ରୁମ କବାଟ ଭାଙ୍ଗି ଥିଲେ । ତେବେ ବନ୍ଧୁଗଣ ଏହା ପରେ ରୁଚିକାଙ୍କ ମୃତ ଶବ ଉଦ୍ଧାର କରଯାଇଥିଲା । ଏବେ ରୁଚିକାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ।

ବନ୍ଧୁଗଣ କିଛି ଛାତ୍ରୀ ଏହି ଘଟଣାକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଛାତ୍ରୀଙ୍କ କହିବା ଅନୁଯାଇ, ପ୍ରିନ୍ସପାଲ ଆମ ସହ ଡାଇରେକ୍ଟ ଯୋଗାଯୋଗ କରି ନାହାନ୍ତି । ୱାର୍ଡେନ କହୁଛନ୍ତି କାହାକୁ କିଛି କୁହନି ଚୁପ ଚାପ ରହି ଯାଅ । ଏମିତି ଆଗରୁ ଗଣ୍ଡୋଗଳ ହେଇଥିଲା । ହେଲେ ୱାର୍ଡେନ ମ୍ୟାଡମ କିଛି ବି ସ୍ଟେପ ନିଅନ୍ତି ନାହିଁ । ଫେରୱେଲରେ ଗଣ୍ଡୋଗଳ ହୋଇଥିଲା ଆଉ ୱାର୍ଡେନ ଏ ସବୁ କଥା ବିଷୟରେ ସବୁ ଜାଣିଥିଲେ ।

ଜାଣିବା ପରେ ସେ ତାଙ୍କୁ ସପୋର୍ଟ କରି ସବୁ ବନ୍ଦ କରିଦେଲେ । ୱାର୍ଡେନଙ୍କ ପାଖକୁ ବହୁତ କମ୍ପ୍ଲେନ ଯାଏ ହେଲେ ୱାର୍ଡେନ ସବୁ କଥା ଲୁଚେଇ ଦିଅନ୍ତୁ ଏମିତି କି ସେ କୁହନ୍ତି ପାରେଣ୍ଟ୍ସଙ୍କୁ ବି କିଛି କହିବା ଦରକାର ନାହିଁ  । ସବୁବେଳେ ତମେ ମାନେ ଚୁପ ହେଇକି ରୁହ ବୋଲି ସେ କୁହନ୍ତି । ୱାର୍ଡେନଙ୍କ ନାମ ହେଉଛି ପ୍ରତିମା ମ୍ୟାମ, ଆରତୀ ମ୍ୟାମ ଓ ସ୍ନିଗଧା ମ୍ୟାମ’ ।

ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଛାତ୍ରୀ ଜଣକ ନିଜର ବୟାନ ଦେଇଛନ୍ତି । ରୁଚିକାଙ୍କ ମୃତ୍ୟୁ ପଛରେ ତିନି ଜଣ ସିନିୟରଙ୍କ ହାତ ରହିଥିବାର ମଧ୍ୟ ଜଣା ପଡିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *