ଗୌତମ ସିନେମା ହଲର ମ୍ୟାନେଜର୍ ଖୋଲିଦେଲେ ସବୁ ଗୁମର, Babushan ଙ୍କୁ ବଦନାମ କରିବା ପାଇଁ ଏହି ମାନେ ଅଡିଓ ଏଡିଟ କରି କରିଛନ୍ତି ଷଡଯନ୍ତ୍ର, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଅଭିନେତା ବାବୁସାନ ମହାନ୍ତିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ବାବୁସନ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।  ତେବେ ବନ୍ଧୁଗଣ ନିଜ ଫିଲ୍ମ ଓ ନିଜ ପର୍ଶନାଲ ଲାଇଫ ପାଇଁ ବାବୁସାନ ସବୁବେଳେ ଚର୍ଚ୍ଚା ରୁହନ୍ତି । ହେଲେ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ବାବୁସାନ ଚର୍ଚ୍ଚାକୁ ଆସିଛନ୍ତି ।

ବନ୍ଧୁଗଣ ଗତ କିଛି ଦିନ ହେବ ବାବୁସାନଙ୍କର ଏକ ଅଡିଓ କଲ୍ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଅଡିଓ କଲ୍ ରେ ବାବୁସନ କହୁଛନ୍ତି ଯଦି ମୋ ଫିଲ୍ମ ପକେଇବେ ନାହିଁ ତା ହେଲେ ହଲ ଭାଙ୍ଗିଦେବା । ବାବୁସାନଙ୍କ ସିନେମା ହଲ୍ ଭାଙ୍ଗିଦେବା ଅଡ଼ିଓ ଭାଇରାଲ୍ ହେବା ପରେ ପ୍ରତିକ୍ରିୟା ରଖିଲେ ଗୌତମ ସିନେମା ହଲର ମ୍ୟାନେଜର । ମ୍ୟାନେଜରଙ୍କ କହିବା ମୁତାବକ-‘ବାବୁସାନଙ୍କ ଫ୍ୟାନ୍ସ ଗୋଟେ ଭାଇରାଲ କରିଛନ୍ତି ପ୍ରେମମ ରିଲିଜ ପୂର୍ବରୁ ।

ସେ ଫ୍ୟାନ୍ସ ଆସିଥିଲେ ଆଉ ପଚାରିଥିଲେ ଆଜ୍ଞା ଆପଣଙ୍କ ସିନେମା ହଲରେ ଫିଲ୍ମ ରିଲିଜ ହେଉଛି କି ନାହିଁ । ଆମେ କହିଲୁ ନାହିଁ ଭାଇ ଆମର ରିଲିଜ ହେଉନି ଆମେ ଭୁଲ ଭୁଲେୟା ପକେଇଛୁ ବୋଲି ଆମେ କହିଲୁ । କହିବାରୁ ସେମାନେ ଗୋଟେ ଅଲଗା ଟାଇପର କଥା ହେଲେ । ଆମେ କହିଲୁ ଆମର ଏଠି କିଛି ନାହିଁ କଟକରେ ସିନେମା ହଲ ସହିତ ଯାହା ସମ୍ପର୍କ ରହୁଛି ସେମାନେ ଯାହା କହିବେ ଆମେ ତାହା ପକେଇବୁ ।

ସେଇଟା ଆମେ କହିଲୁ ହେଲେ ସେମାନେ ଗୋଟେ ଏଡିଟିଂ କରି ବାବୁସାନଙ୍କୁ ଓପନୀୟନ ଦେବା ପରିକା ଗୋଟେ ଭାଇରାଲ କରିଛନ୍ତି । ତମେ ବାବୁସାନର ଫିଲ୍ମ ନ ପକେଇଲେ ଆମେ ସିନେମା ହଲ ଭାଙ୍ଗି ଦେବୁ । ଗୌତମ ହଲ ଭାଙ୍ଗି ଦେବେ ବୋଲି ବହୁତ କଥା କହିଛନ୍ତି । ତା ପରେ ସେଇଟା ବାବୁସାନଙ୍କର ଭଏସ କି ଆଉ କାହାର ଭଏସ ଆମେ ଜାଣିନୁ ।

ସେ ଅଡିଓ କଲ୍ ହିସାବରେ କେତେ ପିଲା ତମେ ଯୋଗାଡ କରିପାରିବ ଫ୍ୟାନ୍ସ କହୁଛନ୍ତି ଆମେ 50 ପିଲା ଯୋଗାଡ କରିବୁ । ଏମିତି ସବୁ କରି ସେ ଆମ ମାଲିକଙ୍କୁ ଅପମାନିତ କରିଛନ୍ତି । ଏଇଟା ଠିକ ନାହିଁ ଏ ମ୍ୟାଟରଟି ସଂପୂର୍ଣ୍ଣ ମିଛ । ଏ ଭାଇରାଲ ଅଡିଓ ବାବୁସାନ ପାଖକୁ ପହଞ୍ଚିବାର ଅଛି ସେ ବି ଜାଣିବେ ଯେ ତାଙ୍କ ନାମର ଅପବ୍ଯବହାର ହେଉଛି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *