ମାଙ୍କଡ ବେଳା ଖରାପ, ମାଙ୍କଡକୁ ଧରିବାକୁ ବାଘ ଦେଲା ଲମ୍ବା ଲମ୍ଫ, ଦେଖନ୍ତୁ କିପରି ବଞ୍ଚିଲା ମାଙ୍କଡ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମାଙ୍କଡକୁ ଧରିବାକୁ ବାଘର ଲମ୍ବାଲମ୍ଫ । ମାଙ୍କଡର ବେଳା ଖରାପ ଅଳ୍ପକେ ଖସିଗଲା ଶିକାର, ତେବେ ଜଙ୍ଗଲରେ ରହୁଥିବା ପ୍ରତି ପଶୁପକ୍ଷୀ ବାଘକୁ ଭୟ କରନ୍ତି । ଶକ୍ତିଶାଳୀ ବାଘର ଶିକାରରୁ ବଞ୍ଚିବାକୁ ସମସ୍ତେ ଉଦ୍ୟମ କରନ୍ତି । କିନ୍ତୁ ଅତି ଚାଳକ ବାଘ । କାହାକୁ କେତେବେଳେ ଆକ୍ରମଣ କରିବ, ତାହା କେହି କହିପାରିବେ ନାହିଁ । ତେବେ ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଜଙ୍ଗଲି ଜନ୍ତୁଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ବେଳେ ବେଳେ ଭାଇରାଲ ହୋଇଥାଏ । ତେବେ ଏଥିରୁ କିଛି ଭିଡିଓ ମଜାଦାର ଥିବାବେଳେ ଆଉ କିଛି ଭିଡିଓ ଥାଏ ରୋମାଞ୍ଚକର । ଏକ କଲରା ପତରିଆ ଗୋଟିଏ ମାନନ୍କଦ ଛୁଆକୁ ଶିକାର କରୁଛି ଏହା କଲରା ପତରିଆପାଇଁ କିଛି ବଡ କଥା ନୁହେଁ । ମାତ୍ର ସେ ଯେଉଁ ପ୍ରକ୍ରିୟାରେ ଶିକାର କରୁଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟକର ।

ଭିଡିଓ ରେ ଦେଖିବାକୁ ମିଳିଛି ଗଛ ଉପରେ ଗଛ ଉପରକୁ ଡେଇଁ ମାଙ୍କଡକୁ ଖାଇବାକୁ ଉଦ୍ୟମ କରୁଛି ବାଘ । ଏହି ଭିଡିଓ ଟି ମଧ୍ୟପ୍ରଦେଶ ଟାଇଗରରିଜର୍ଭର । ଏହି ଭିଡିଓରେ କଲରା ପତରିଆ ମାଙ୍କଡ ଛୁଆକୁ ଶିକାର କରିବା ପାଇଁ ବଡ ଗଛରୁ ଅନ୍ୟଏକ ଗଛକୁ କୁଦା ମରୁଅଛି । କଲରାପତରିଆ ବାଘ ନିଜେ ବହୁତ ଉପରୁ ଗଛତଳକୁ ଖସି ପଡୁଛି, ମାତ୍ର ସେଥିରେ ତାହାର କିଛି ମଧ୍ୟ କ୍ଷତି ହେଉନାହିଁ ।

ସେ ତଳେ ପଡିଯାଇ ପୁଣି ଆରାମରେ ଚାଲୁଅଛି । ଏତେ ଉପରୁ ତଳକୁ ଖସିବା ପରେ ମଧ୍ୟ ସେ ନିଜ ଶିକାରକୁ ପାଟିରୁ ଛାଡିନି । ତେବେ ଏହି ଭିଡିଓକୁ ଦେଖି ନାନା ଲୋକେ ନାନା ପ୍ରକାରର ମତ ଦେଇଛନ୍ତି । କିଛି ଲୋକ ବାଘର ଏଭଳି ଶକ୍ତିପାଇଁ ତାକୁ ଜଙ୍ଗଲର ରାଜା କୁହାଯାଏ ବୋଲି କହିଥିବା ବେଳେ ଆଉ କିଛି ଲୋକ ମାଙ୍କଡର ବେଳା ଖରାପ ବୋଲି କହିଛନ୍ତି ।

ବାଘକୁ ମାନିବାକୁ ପଡିବ ଯେ ସେ ନିଜ ଶିକାରକୁ ଖାଇବା ପାଇଁ କେତେ ସଂଘର୍ଷ କରିଛି । ମାଙ୍କଡ ମଧ୍ୟ ଚକାପଞ୍ଜାର ଖେଳ ଖେଳୁଥିଲା । ତେବେ ଶେଷରେ ବାଘର ହିଁ ଜିତ ହେଲା ଏବଂ ସେ ମାଙ୍କଡ ଛୁଆକୁ ଖାଇବା ନିମନ୍ତେ କଠିନ ପ୍ରୟାସର ଫଳ ମିଳିଲା । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *