ରଶିରେ ଝୁଲୁଛି ମା’ ଆଉ ତା’ ହାତକୁ ଜାବୁଡି ଧରି ତଳେ ଖେଳୁଛି କୁନି ପୁଅ, ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଚାଲି ଆସିବ, ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ହୃଦୟ ବି-ଦା-ର-କ ଦୃଶ୍ୟ ସାମ୍ନାକୁ ଆସୁଛି । ସୋ-ସି-ଆ-ଲ ମି-ଡି-ଆ-ରେ ତ ଆଜି କାଲି ଏମିତି ସବୁ ଘ-ଟ-ଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । କିନ୍ତୁ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଏପରି ଘ-ଟ-ଣା ସାମ୍ନାକୁ ଆସୁଛି ଯାହା ଆପଣ ମାନଙ୍କ ଆଖିରେ ଲୁହ ଭରି ଦେବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଘଟଣା ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଭବାନିପାଟଣା ଟାଉନ ଥାନା ଅନ୍ତର୍ଗତ ଦର୍ପଣ ସାଗର ପଡାରେ ଦେଖିବାକୁ ମିଳିଛି ଏକ ହୃଦୟ ବି-ଦା-ର-କ ଦୃଶ୍ୟ । କୁନି ପୁଅ ଜାବୁଡି ଧରିଛି ମା ହାତକୁ । ପୁଅଟି ଜାଣି ନାହିଁ ଆଉ ଜୀବନରେ କେବେ ତା ମା ହାତରୁ ସେ ଖାଇ ପାରିବ ନାହିଁ ।

ସେ ଜାଣି ନାହିଁ ଆଉ ଜୀବନରେ କେବେ ସେ ମା କୋଳରେ ସୋଇ ପାରିବ ନାହିଁ । ସେ ଜାଣି ନାହିଁ ଆଉ ଜୀବନରେ କେବେ ମା ତାକୁ ଗେଲ କରିବ ନାହିଁ । ର-ସି-ରେ ଝୁ-ଲୁ-ଛି ମା ଆଉ ତା ହାତକୁ ଧରି ତଳେ ଖେଳୁଛି କୁନି ପୁଅ । ଜୀବନକୁ ପାଦରେ ଠେ-ଲି ଦେଇ ଆ-ତ୍ମ-ହ-ତ୍ୟା-ର ବାଟ ବାଛି ନେଲା ପରେ ପରିବାର କି ପିଲା ଛୁଆ କେହି ଆଖି ସାମ୍ନାକୁ ଆସନ୍ତି ନାହିଁ ।

ଏହି ଦୃଶ୍ୟଟି ଯେତିକି ହୃଦୟ ବି-ଦା-ର-କ ତା ଠାରୁ ଅଧିକ ସ-ମ୍ବେ-ଦ-ନ-ଶୀ-ଳ ମଧ୍ୟ । ପ୍ରଭା ନାମକ ଜଣେ ମହିଳା ୬ ମାସ ଧରି ଭବାନିପାଟଣାରେ ଏକ ଭଡା ଘର ନେଇ ନିଜ କୁନି ପୁଅ ସହ ରହୁଥିଲେ । ଅଚାନକ ଏମିତି କଣ ହେଲା ଯେ, ଆଜି ସେହି ଭଡା ଘରେ ପ୍ରଭାଙ୍କ ମୃ-ତ ଦେ-ହ ଦେଖିବାକୁ ମିଳିଥିଲା । ତେବେ ଏହି ଦୃଶ୍ୟ ଥିଲା ଅତ୍ୟନ୍ତ ଦୁଃ-ଖ-ମୟ କାରଣ ମା ର-ସି-ରେ ଝୁ-ଳୁ-ଥି-ବା ବେଳେ ପୁଅ ମା ହାତ ଧ-ରି ଖେଳୁଥିଲା ।

ଏହି ଦୃଶ୍ୟ ସ୍ଥାନୀୟ ଲୋକଙ୍କୁ ଅତ୍ୟନ୍ତ ବି-ଚ-ଳି-ତ କରୁଥିଲା । ତେବେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇବା ପରେ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତ-ଦ-ନ୍ତ ଆରମ୍ଭ କରିଛି । ପରିବାର ଲୋକ ଆସିଲେ ହିଁ ସମସ୍ତ ତଥ୍ୟ ଜଣା ପଡିବ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *