ଓଡିଆ ଅଫିସର Sanjay Kumar Singh କରିବେ ଆରୟନ୍ କ୍ରୁଜ୍ ଡ୍ରଗ୍ସ ମାମଲା ସମେତ 6 ଟି ବଡ଼ ମାମଲାର ତଦନ୍ତ, ଜାଣନ୍ତୁ କିଏ ଏହି Sanjay Kumar Singh

ବନ୍ଧୁଗଣ ବଲିଉଡର କିଂ ଖାନଙ୍କ ପୁଅ ଅରିୟାନ ଖାନଙ୍କୁ ଗି-ର-ଫ କରିବା ପରେ ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେ ଦେଶ ବିଦେଶରେ ଚର୍ଚାରେ ରହୁଛନ୍ତି । ସମୀର ନିଜ ସଚଟ ପଣିଆ ଓ ନିଜ କର୍ତ୍ତବ୍ୟ ପାଇଁ ଅନେକ ବି-ବା-ଦ-ରେ ଘେରି ରହୁଛନ୍ତି । ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ସମୀରଙ୍କ ବି-ରୋ-ଧ-ରେ ଅନେକ ଅ-ଭି-ଯୋ-ଗ ରଖିବା ପରେ ସମୀର ବି-ବା-ଦ-ରେ ଘେରି ରହିଥିଲେ ଓ ବର୍ତ୍ତମାନ ସମୀର ବାଙ୍ଖଡେଙ୍କୁ ଏକ ବଡ ଝ-ଟ-କା ଲାଗିଛି ।

ସମୀରଙ୍କ ସହ ଜଡିତ ଏକ ବଡ ଖବର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବାରେ ଲାଗିଛି ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଏନସିବି ଜୋନାଲ ଡାଇରେକ୍ଟର ସମୀର ବାଙ୍ଖଡେଙ୍କୁ ବର୍ତ୍ତମାନ ଏକ ବଡ ଝ-ଟ-କା ମିଳିଛି ।

ଡ୍ର-ଗ କେ-ସ ମା-ମ-ଲା-ରେ ହାତରୁ ଗଲା ପାୱାର ଓ ଓଡିଶାର ଏକ ଅଫିସରଙ୍କ ହାତରେ ଦିଆଗଲା ପାୱାର । ଡ୍ର-ଗ ମା-ମ-ଲା-ରେ ବର୍ତ୍ତମାନ ସମୀରଙ୍କୁ ହ-ଟା-ଇ ଓଡିଶାର ଜଣେ ଅଫିସରଙ୍କୁ ଦିଆଯାଇଛି ।  କେବଳ ଏତିକି ନୁହେଁ ଆରିୟାନଙ୍କ ମାମଲା ସହ ଅନ୍ୟ କିଛି ମାମଲାକୁ ମଧ୍ୟ ଫେ-ରା-ଇ ଦିଆଯାଇଛି । ଏ ପର୍ଯ୍ୟନ୍ତ ଯେଉଁ ୬ଟି ବଡ ମାମଲା ରହିଛି ତାର ତଦନ୍ତ କରିବେ ଏନସିବିର ନୂଆ ଅଫିସର ସଞ୍ଜୟ କୁମାର ସିଂହ ।

ସଞ୍ଜୟ ଏନସିବିକୁ ଆସିବା ପୂର୍ବରୁ ସିବିଆଇର ଡେପ୍ୟୁଟି ଅଫିସର ଭାବରେ କାମ କରି ସାରିଛନ୍ତି । ୧୯୬୯ ଓଡିଶା ବ୍ୟାଚର ଆଇପିଏସ ଅଫିସର ସଞ୍ଜୟ କୁମାର ଏବେ ମୁମ୍ବାଇ କ୍ରୁଜ ଡ୍ର-ଗ ମା-ମ-ଲା ସହ ଅନ୍ୟ ୬ଟି ବଡ ମା-ମା-ଲାର ତ-ଦ-ନ୍ତ କରିବେ । ସେ ଏବେ ଏନସିବିର ଡେପ୍ୟୁଟି ଡାଇରେକ୍ଟର ଜେନେରାଲର ପଦବୀରେ ରହିଛନ୍ତି । ସଞ୍ଜୟ ସିଂହ ଓଡିଶାର ଆନ୍ଟି ଡ୍ର-ଗ୍ସ ଟା-ସ୍କର ନେତୃତ୍ୱ ନେଇ ସାରିଛନ୍ତି ।

ତେବେ ବର୍ତ୍ତମାନ ସେ ଯେଉଁ ୬ଟି କେ-ସ ହାତକୁ ନେଇଛନ୍ତି ସେଥି ମଧ୍ୟରୁ ଅଧିକାଂଶ କେ-ସ ବଲିଉଡ ସହ ଜଡିତ ରହିଛି । ସମୀର ବାଙ୍ଖଡେ ଅରିୟାନ ଖାନଙ୍କ ମା-ମ-ଲା-ର ତ-ଦ-ନ୍ତ କରିବା ବେଳେ ତାଙ୍କ ପାଇଁ ବି-ବା-ଦ ବଢି ଯାଇଛି । ସେ ବର୍ତ୍ତମାନ ଚର୍ଚାର କେନ୍ଦ୍ରରେ ରହିଛନ୍ତି ଓ ତାଙ୍କ ହାତରୁ ପାୱାର ମଧ୍ୟ ନିଆ ଯାଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *