ବାପା 700 କୋଟି ଟଙ୍କାର ମାଲିକ ହେବା ସତ୍ଵେ ବି ନିଜେ ପରିଶ୍ରମ କରି ଟଙ୍କା କମାନ୍ତି ଏହି ସୁନ୍ଦରୀ Actress

ନମସ୍କାର ବନ୍ଧୁଗଣ ତେବେ ବଲିଉଡ ସିନେମା ଅପେକ୍ଷା ଲୋକମାନେ ଛୋଟ ପରଦା ର ଧାରାବାହିକ ଏବଂ ସେଥିରେ ଅଭିନୟ କରିଥିବା କଳାକାର ମାନଂକୁ ଅଧିକ ପସନ୍ଦ କରୁଛନ୍ତି । ତେବେ ଖାସ କରି ଛୋଟ ପରଦାର ଅଭିନେତ୍ରୀ ମାନଂକୁ । ତେବେ ଏହି ଛୋଟ ପରଦାର ଅଭିନେତ୍ରୀ ମାନେ ନିଜ ନିଜ ଅଭିନୟ ଏବଂ ସୌନ୍ଦର୍ଯ୍ୟ ରେ ଲୋକ ମାନଙ୍କ ହୃଦୟ ରେ ବାସ କରିଛନ୍ତି । ତେବେ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଲେ ସୁରଭି ଜ୍ୟୋତି ।

ତେବେ ସୁରଭି ଜ୍ୟୋତି ବର୍ତ୍ତମାନ କୌଣସି ବି ଶୋ କିମ୍ବା ଧାରାବାହିକରେ କାମ କରୁ ନାହାନ୍ତି କିନ୍ତୁ ତଥାପି ସେ ସୋ-ସି-ଆ-ଲ ମି-ଡ଼ି-ଆ ରେ ନିଜର ଫୋଟୋ ପୋ-ଷ୍ଟ କରି ଚର୍ଚ୍ଚା ରେ ରହିଥାନ୍ତି । ତେବେ ସୁରଭି ଜଣେ କୋଟିପତି ପରିବାର ରୁ ଆସିଛନ୍ତି କିନ୍ତୁ ସେ ନିଜ ବାପାଙ୍କ ଠାରୁ ପଇସା ନ ମାଗି ନିଜ ପରିଶ୍ରମ ରେ ହିଁ ପଇସା କମେଇ ନିଜ ଇଚ୍ଛା ଅନୁସାରେ ଖର୍ଚ୍ଚ କରୁଛନ୍ତି । ତେବେ ଏଥିପାଇଁ ସେ ନିଜ ବାପାଙ୍କ ଗେଲ୍ଲୀ ମଧ୍ୟ ।

ତେବେ ତାଙ୍କ ବାପା ହେଉଛନ୍ତି ଜଣେ ୭୦୦ କୋଟି ର ବ୍ୟବସାୟୀ । ସେଥିରେ କାର ଶୋ ରୁମ, ଗାର୍ଡନ୍ସ, ରେଷ୍ଟୁରାଣ୍ଟ ସାମିଲ ଅଛି । ତେବେ ତାଙ୍କ ମାଆ ଜଣେ ଗୃହିଣୀ ତେବେ କୋଟି କୋଟି ଟଙ୍କାର ମାଳିକାଣି ହୋଇ ମଧ୍ୟ ସୁରଭି ନିଜେ କାମ କରି ଟଙ୍କା କମେଇବା ଅଧିକ ପସନ୍ଦ କରନ୍ତି । ତେବେ ତାଙ୍କ ର ଗୋଟିଏ ଭାଇ ମଧ୍ୟ ଅଛି ଯିଏ କି ଆମେରିକାରେ ଚାକିରୀ କରୁଛନ୍ତି ।

ତେବେ ସୁରଭି କୁବୁଲ ହେ ଧାରାବାହିକ ରୁ ଚର୍ଚ୍ଚା ରେ ଆସି ଥିଲେ ଏବଂ ତା ପରେ ନାଗିନ ରେ ବେଲା ଚରିତ୍ର ରେ ଅଭିନୟ କରି ଲୋକପ୍ରିୟ ହୋଇପାରି ଥିଲେ ତେବେ ସେ ଅନେକ ପଞ୍ଜାବୀ ସିନେମା ରେ ମଧ୍ୟ ନଜର ଆସିଛନ୍ତି । ତେବେ ଆପଣ ଙ୍କୁ ଏହି ବିଷୟ ଟି କିପରି ଲାଗିଲା ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *