Gym ରେ ବାପା ସହିତ ଝିଅ ଚକ୍କର ଚଲାଉଥିବା ବେଳେ ରଙ୍ଗେହାତ୍ ଧରିଲା ମା’, ଆଉ ପ୍ରତିଶୋଧ ନେବା ପାଇଁ ଝିଅ ଯାହା କଲା ଜାଣି ଆପଣ ବି ଡରିଯିବେ, ଦେଖନ୍ତୁ ପୁରା ଘଟଣା

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଖବର ଭାଇରାଲ ହେଉଛି ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ସମସ୍ତ ସ୍ଥାନରେ ଏହି ଖବରର ଚର୍ଚା ଜୋର ସୋର ଧରିଛି ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ବେଙ୍ଗାଲୁରୁ ସହରରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ୟୁବିକା ରେଡି ନାମକ ଜଣେ ମହିଳାଙ୍କ ବିରୋଧରେ କେତେକ ସଙ୍ଘିନ ଅଭିଯୋଗ ଆସିଛି । ୟୁବିକାଙ୍କ ଉପରେ ଆରୋପ ଅଛି ଯେ ସେ ତାଙ୍କ ମାଙ୍କ ମୃତ୍ୟୁ କାହାଣୀ ଲେଖିଛନ୍ତି ଏହା ସହିତ ସେ ନିଜ ସାବତ ବାପା ସହ ଶାରୀରିକ ସମ୍ବନ୍ଧ ରଖି ବେଙ୍ଗାଲୁରୁ ସହରରେ ଏକ ବଡ କ୍ରାଇମ କରିଛନ୍ତି ।

ବନ୍ଧୁଗଣ ୟୁବିକାଙ୍କ ମାଙ୍କ ନାମ ହେଉଛି ଅର୍ଚ୍ଚନା ରେଡି ଓ ତାଙ୍କ ବୟସ ହେଉଛି 42 ବର୍ଷ । ଅର୍ଚ୍ଚନାଙ୍କ ଦ୍ଵିତୀୟ ସ୍ଵାମୀଙ୍କ ନାମ ହେଉଛି ନବୀନ କୁମାର ଓ ତାଙ୍କ ବୟସ ହେଉଛି 33 ବର୍ଷ । ଅର୍ଚ୍ଚନାଙ୍କର ଗୋଟେ ଝିଅ ୟୁବିକା ଓ ଗୋଟେ ପୁଅ ଅଛନ୍ତି । ବନ୍ଧୁଗଣ ଏହି ପରିବାରଟି ବହୁତ ଖୁସିରେ ଜୀବନ ବିତାଉ ଥିଲା ହେଲେ 27 ଡିସେମ୍ବର ଏହି ପରିବାର ପାଇଁ କଳା ରାତି ପାଲଟି ଗଲା ।

27 ଡିସେମ୍ବର ରାତିରେ ହଠାତ କିଛି ଅଜଣା ଲୋକ ଅର୍ଚ୍ଚନାଙ୍କୁ ତାଙ୍କ ଗାଡି ଭିତରୁ ଜବରଦସ୍ତି ବାହାର କରିଥିଲେ ଓ କିଛି ଆପତ୍ତିଜନକ ଅସ୍ତ୍ରର ବ୍ୟବହାର କରି ଅର୍ଚ୍ଚନାଙ୍କର ହତ୍ୟା କରିଥିଲେ । ସେହି କାରରେ ଅର୍ଚ୍ଚନାଙ୍କ ପୁଅ ଥିଲେ ଓ ଘଟଣା ସମୟରେ ସେ ପୋଲିସ ପାଖକୁ ଯାଇ ସମସ୍ତ ସୂଚନା ଦେଇଥିଲେ । ତେବେ ଏହି ଘଟଣା ପଛରେ ବହୁତ ବଡ କାହାଣୀ ରହିଛି ।

ଅର୍ଚ୍ଚନା ତିନୋଟି ପୁରୁଷଙ୍କ ସହ ବିବାହ କରିଥିଲେ । ପ୍ରଥମ ସ୍ଵାମୀଙ୍କ ଠାରୁ ତାଙ୍କର ଦୁଇଟି ଛୁଆ ଜନ୍ମ ହୋଇଥିଲେ । ବିବାହର କିଛି ବର୍ଷ ପରେ ସେ ପ୍ରଥମ ପତ୍ନୀଙ୍କ ଠାରୁ ଅଲଗା ହୋଇଯାଇଥିଲେ ଓ ଏହା ପରେ ସେ ଦ୍ଵିତୀୟ ଥର ବିବାହ କଲେ କିନ୍ତୁ କିଛି ମାସ ପରେ ସେ ନିଜ ଦ୍ଵିତୀୟ ସ୍ଵାମୀଙ୍କ ଠାରୁ ବି ଅଲଗା ହୋଇଗଲେ । ଶେଷରେ ସେ ନବୀନଙ୍କ ସହ ସମ୍ବନ୍ଧ ରଖିଲେ ।

ଅର୍ଚ୍ଚନାଙ୍କ ଝିଅ ୟୁବିକା ନବୀନଙ୍କୁ ଦେଖିବା ପରେ ଉଭୟ ପ୍ରେମ ସମ୍ବନ୍ଧରେ ରହିଲେ । ନବୀନ ଓ ୟୁବିକା ଅଧିକାଂଶ ସମୟ ଜିମରେ ବିତାଉ ଥିଲେ ହେଲେ ଥରେ ଅର୍ଚ୍ଚନା ସେହି ଦୁଇଜଣଙ୍କ କଳା କାର୍ଣ୍ଣମାକୁ ଦେଖି ଉଭୟଙ୍କୁ ଘରୁ ବାହାର କରିଦେଲେ ।  ଏହା ପରେ ଘରର ସମ୍ପତ୍ତିକୁ ହଡପ କରିବା ପାଇଁ ନବୀନ ଓ ୟୁବିକା ଅର୍ଚ୍ଚନାଙ୍କ ହତ୍ୟା ଯୋଜନା କରିଥିଲେ ଏବଂ ଶେଷରେ ତାଙ୍କର ହତ୍ୟା ମଧ୍ୟ କରିଦେଲେ । ପୋଲିସ ସମସ୍ତ ଦୋଷୀ ମାନଙ୍କୁ ଗିରଫ କରି ସାରିଛି ।

Leave a Reply

Your email address will not be published. Required fields are marked *