ମା ପୁଅକୁ କହିଲା- ‘ପ୍ରାର୍ଥନା କର କି 15 ତାରିଖ କୁ ସ୍କୁଲ ଖୋଲିଯାଉ…’, ଶୁଣିବା ମାତ୍ରେ ପିଲାଟି କଲା କିଛି ଏମିତି…. ଭାଇରାଲ ହେଉଛି ଏହି Video

କରୋନା ର ପ୍ରକୋପ କାରଣରୁ ସବୁ ଲୋକ ନିଜ ଘରେ ବନ୍ଦ ହୋଇ ଅଛନ୍ତି | ଏମତିରେ ସ୍କୁଲ ,ଅଫିସ ଏବଂ ପ୍ରାୟ ସବୁ ଜିନିଷ ଅନଲାଇନ କରି ଦିଆଯାଇଛି | ଆମେ ସମସ୍ତେ ଚାହୁଁଞ୍ଚୁ ଯେ ଏହି ଚିନ୍ତା ଶୀଘ୍ର ରୁ ଶୀଘ୍ର ସମାପ୍ତ ହୋଇଯାଉ । ସବୁ କିଛି ଆଗ ଭଳି ସାମାନ୍ୟ ହୋଇଯାଉ କିନ୍ତୁ ପିଲା ମାନଙ୍କୁ ଦେଖିକି ଲାଗୁଛି କି ଏମାନଙ୍କୁ ଏ ଦିନ ଗୁଡିକ ପସନ୍ଦ ଆସିଯାଇଛି | ଏହି ପରିପ୍ରେକ୍ଷୀ ରେ ଏହି ଦିନମାନଙ୍କରେ ପିଲାମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଶୀଘ୍ର ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ବି ହସି ହସି ଗଡିଯିବେ ।

ଭିଡିଓରେ ଆପଣମାନେ ଦେଖିପାରିବେ କି ମା ପିଲାକୁ କହୁଛନ୍ତି, “ ଚାଲ ଏବେ ହାତ ଉଠାଇ ଭଗବାନଙ୍କୁ ପ୍ରାର୍ଥନା କର”, ମା କଥାଶୁଣି ପିଲା ଯେମିତି ହାତ ଉଠେଇଛି, ପ୍ରାର୍ଥନା ପାଇଁ ମା କହୁଛନ୍ତି କି, “ଏବେ କୁହ ଭଗବାନ ମୁଁ ପ୍ରାର୍ଥନା କରୁଛି କି ୧୫ ତାରିଖ ରୁ ସ୍କୁଲ ଖୋଲିଯାଉ ,” ମା’ ର ଏହି କଥା ଶୁଣି ପିଲା ଜୋରେ ଜୋରେ କାନ୍ଦିବାକୁ ଲାଗିଲା । ସେଠାରେ ପିଲାର ଆଖପାଖରେ ବସିଥିବା ଲୋକ ତାକୁ ଦେଖି କି ହସିବାରେ ଲାଗିଲେ ।

ଏଠାରେ ଦେଖନ୍ତୁ ଭିଡିଓ

https://twitter.com/MayaramArvind/status/1292784895362609153?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1292784895362609153%7Ctwgr%5Eshare_3&ref_url=http%3A%2F%2Fwww.firkee.in%2Fomg%2Fviral-video-of-kid-horrified-on-idea-of-reopening-school-people-give-hilarious-reaction

ଏଇ ମଜାଦାର ଭିଡିଓ କୁ ଆରୋବିନ୍ଦ ମାୟାରମ ନାମକ ଜଣେ ୟୁଜର ଶେୟାର କରିଛନ୍ତି, ଯାହା ସହ ସେ କ୍ୟାପସନ ଲେଖିଛନ୍ତି କି, ଏବେ କଣ କରିବା…” ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଭିଡିଓ କୁ ଏ ପର୍ଯ୍ୟନ୍ତ ୬୦ ହଜାର ରୁ ଅଧିକ ଲୋକ ଦେଖିସାରିଛନ୍ତି, ଏହା ସହିତ ୩୦୦୦ ରୁ ଅଧିକ ଲାଇକ ଏବଂ ୮୦୦ ରୁ ଅଧିକ କମେଣ୍ଟ ଏବଂ ରି-ଟ୍ଵିଟ ହୋଇସାରିଛି, ସେଠିକାର ଲୋକ କମେଣ୍ଟ ମାଧ୍ୟମରେ ମଜାଳିଆ ରିଆକ୍ସନ ଦେଉଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଦୈନଦିନ ଘଟୁଥିବା ଘବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *