EXCLUSIVE: ସୋବିକ କୁ ଉଠାଇନେଲେ, ରିୟାକୁ ଦେଲେ 24 ଘଣ୍ଟାର ସମୟ, ଡିଜିଟାଲ ଡିଭାଇସ, କ୍ୟାମେରା, ଲ୍ୟାପଟପ ବି ହେଲା ଜବତ

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ସିବିଆଇ ତଦନ୍ତ କରିବା ଦିନରୁ ସବୁଦିନ କିଛି ନା କିଛି ନୂଆ ଖୁଲାସା ବା ନୂଆ ସତ ସାମ୍ନାକୁ ଆସୁଛି । ବର୍ତ୍ତମାନ ସିବିଆଇର ଟାର୍ଗେଟରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ରିୟାଙ୍କ ସହ ସିବିଆଇ ବହୁତ ସମୟ ପର୍ଯ୍ୟନ୍ତ ପଚରା ଉଚରା କରିସାରିଛି ଓ ରିୟାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ସିବିଆଇ ପଚରା ଉଚରା କରିସାରିଛି, ଯାହାଦ୍ୱାରା ବହୁତ କିଛି ରହସ୍ୟ ସାମ୍ନାକୁ ଆସିଛି । ବନ୍ଧୁଗଣ ଏହିପରି ଏକ ବଡ ଖୁଲାସା ବର୍ତ୍ତମାନ ସାମ୍ନାକୁ ଆସିଛି ।

ଆଜିଆମେ ଆପଣଙ୍କୁ ଏହି ବଡ ଖୁଲାସା ବିଷୟରେ କହିବାକୁ ଯାଉଛୁ । ତାହା ହେଉଛି ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କ ଘରକୁ ଶୁକ୍ରବାର ସଖାଳ ୬.୩୦ରେ ପହଞ୍ଚିଥିଲା । ପାଖା ପାଖି ୪ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ଓ ଅନୁସନ୍ଧାନ କରିଥିଲା ଏନସିବି ଟିମ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ତେବେ ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଶୁକ୍ରବାର ସଖାଳ ୬.୩୦ରେ ଏନସିବି ଟିମ ପହଞ୍ଚିଥିଲା । ଏନସିବି ଟିମ ରିୟାଙ୍କ ଘର ଓ ଗାଡି ଆଦିର ଅନୁଅନ୍ଧାନ କରିବା ଆରମ୍ଭ କରିଥିଲେ । ସେହି ସମୟରେ ଏନସିବିର ଅନ୍ୟ ଏକ ଟିମ ରିୟାଙ୍କ ଭାଇ ଶୋବିକକୁ ଏକ ଅନ୍ୟଘରେ ନେଇ ପଚରା ଉଚରା ଆରମ୍ଭ କରିଥିଲା । ହେଲେ ରିୟାଙ୍କ ସହ କୌଣସି ପଚରା ଉଚରା କରିନଥିଲା ଏନସିବି ଟିମ ।

ରିୟାଙ୍କ ଘରେ ଏମିତି କିଛି ଜିନିଷ ମିଳିଛି ଯାହା ସୁଶାନ୍ତଙ୍କ କେସରେ ପ୍ରମାଣ ରୂପକ କାମ ଆସିବ । ଏନସିବି ଟିମ ରିୟା ଓ ଶୋବିକଙ୍କ ଲ୍ୟାପଟପ୍କୁ ଜବତ କରିଛି । ଏହା ସହିତ କିଛି ଡିଜିଟାଲ ଡିଭାଇସ ଓ ଇଲେକ୍ଟ୍ରିକାଲ ଡିଭାଇସ ମଧ୍ୟ ରିୟାଙ୍କ ଘରେ ଜବତ ହୋଇଛି । ଖବର ମିଳିଛି ଯେ, ସେହି ଡିଜିଟାଲ ଡିଭାଇସ ମାଧ୍ୟମରେ ରିୟା ନିଜର ଫୋନ କଲ୍ କରୁଥିଲେ । ଯାହାଫଳରେ ରିୟାଙ୍କ ଫୋନ କଲ୍କୁ କେହି ଟ୍ରେସ କରିପାରୁ ନଥିଲେ ।

ବର୍ତ୍ତମାନ ଏହି ଡିଭାଇସ ମାଧ୍ୟମରେ ବହୁତ ବଡ ବଡ ଖୁଲାସା ହେବାକୁ ଯାଉଛି । ଏହା ସହିତ ଘରର ଶିଶି ଟିଭି ହାର୍ଟଡିସ୍କକୁ ମଧ୍ୟ ଏନସିବି ନେଇ ସାରିଛି । ଏହା ଛଡା କେତେକ ପ୍ରମାଣ ଶୋବିକଙ୍କ ବିରୋଧରେ ମଧ୍ୟ ଥିଲା ଯାହାଫଳରେ ଏନସିବି ଟିମ ଶୋବିକକୁ ଉଠାଇ ନେଇ ଯାଇଛନ୍ତି ।

ବର୍ତ୍ତମାନ ଶୋବିକ ଓ ମିରଣ୍ଡାଙ୍କୁ ସାମ୍ନାରେ ବସାଇ ପଚରା ଉଚରା କରାଯିବ । ଏହାପରେ ରିୟାଙ୍କର ସମସ୍ତ ରହସ୍ୟ ସାମ୍ନାକୁ ଆସିଯିବ । ବର୍ତ୍ତମାନ ରିୟାଙ୍କ ପାଖରେ କେବଳ ୨୪ ଘଣ୍ଟା ରହିଛି । ବର୍ତ୍ତମାନ ପ୍ରମାଣ ସହ ସାକ୍ଷୀ ମଧ୍ୟ ମିଳି ସାରିଛନ୍ତି, ଯାହା ରିୟାଙ୍କ ବିରୋଧରେ ଅଛି । ତେଣୁ ରିୟାଙ୍କ ସମୟ ବହୁତ ଶୀଘ୍ର ସାରିବାକୁ ଯାଉଛି ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *