ବଲିଉଡ ଷ୍ଟାରଙ୍କର 4 ଟି ବିବାଦିତ ଫଟୋ ଯାହା ସୋସିଆଲ ମିଡିଆରେ ହେଇଥିଲା ଖୁବ ଭାଇରାଲ

ବଲିଉଡ ରେ ପପୁଲାର ହେବା ମାତ୍ରେ କଳାକାରମାନେ ମିଡିଆ ର ଲାଇମ ଲାଇଟ ରେ ଆସି ଯାଆନ୍ତି । ତାଙ୍କ ବିଷୟରେ ଜାଣିବା ପାଇଁ ସବୁ ଲୋକ ଇଣ୍ଟରେଷ୍ଟ ରଖନ୍ତି । ତାଙ୍କ ସମ୍ବନ୍ଧୀୟ ସବୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଇଥାଏ । କିଛି ଫଟୋ ଏମିତି ଥାଏ ଯାହା ବିବାଦରେ ଘେରି ହୋଇଯାଏ । ଆଜି ଆମେ ଆପଣଙ୍କୁ କଳାକାରମାନଙ୍କ କିଛି ଏମିତି ଫଟୋ ଦେଖାଇବୁ ଯାହା ବହୁତ ବିବାଦିତ ଅଟେ ଓ ଏହି ଫଟୋ ଗୁଡିକ ବହୁତ ଆଶ୍ଚର୍ଯ୍ୟ ଜନକ ଅଟେ । ଦେଖନ୍ତୁ ଏହି ଫଟୋ ଗୁଡିକୁ ଯାହା ବହୁତ ଟ୍ରୋଲ ମଧ୍ୟ ହୋଇଛି ।

କ୍ୟାଟ୍ରିନା କୈଫ

ବଲିଉଡ ର ସବୁଠୁ ସୁନ୍ଦର ଅଭିନେତ୍ରୀ କ୍ୟାଟ୍ରିନା କୈଫ ଅଟନ୍ତି । ଏହିକାରଣରୁ ସେ ମିଡିଆର ଲାଇମ ଲାଇଟ ରେ ରୁହନ୍ତି । ଏମିତି ରେ ଏକ ପାର୍ଟି ସମୟରେ କ୍ୟାଟ୍ରିନା କୈଫ ବହୁତ ମଦ ପିଇ ନେଇଥିଲେ । ଏହି ସମୟରେ ସେ ଏତେ ହୋସ ହରାଇ ବସିଥିଲେ କି ତାଙ୍କୁ ପଛରୁ ଗୋଟିଏ ସାଙ୍ଗକୁ ଧରିବାକୁ ପଡିଥିଲା ।


କିନ୍ତୁ ଏମିତି କରିବା ସମୟରେ ତାଙ୍କ ହାତ ଭୁଲରେ କ୍ୟାଟ୍ରିନା କୈଫ ଙ୍କ ଡ୍ରେସ ଭିତରକୁ ଚାଲିଯାଇଥିଲା । ବାସ ପୁଣି କଣ ଥିଲା । ଏହି ଫଟୋ ସୋସିଆଲ ମିଡିଆରେ ବହୁତ ପପୁଲାର ହେଇଗଲା । ଏହାର ବହୁତ ମଜାକ ବି ବନାଗଲା ।

ଐଶ୍ଵର୍ୟ୍ୟା ରାୟ-ଅମିତାଭ ବଚ୍ଚନ

ଐଶ୍ଵର୍ୟ୍ୟା ରାୟ ବଲିଉଡ ର ମହାନାୟକ ଅମିତାଭ ବଚ୍ଚନ ଙ୍କ ବୋହୁ ଅଟନ୍ତି । ଏହି ଫଟୋ ରେ ସେ ନିଜ ଶଶୁରଙ୍କୁ ଆଲିଙ୍ଗନ କରୁଥିଲେ । କିନ୍ତୁ ଯେତେବେଳେ ଦୂରରୁ ଏହି ଫଟୋ ନିଆଗଲା ତ ଏମିତି ଲାଗିଲା କି ଯେମିତି ସେ ତାଙ୍କ ଓଠ କୁ କିସ କରୁଛନ୍ତି । ଏହି ଫଟୋରେ କାହାର ବି ଭୁଲ ନାହିଁ, କିନ୍ତୁ ଏହି ଫଟୋ ବି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଇଥିଲା ।

ଅକ୍ଷୟ କୁମାର

ବଲିଉଡ ଅଭିନେତା ଅକ୍ଷୟ କୁମାର ଙ୍କ ଏହି ଫଟୋ ଏକ ଇଭେଣ୍ଟ ର ଅଟେ । ଏଠାରେ ଅକ୍ଷୟ ଏକ ଜିନ୍ସ ର ବ୍ରାଣ୍ଡ କୁ ପ୍ରୋମୋଟ କରୁଥିଲେ । ସେହି ସମୟରେ ସେ ତାଙ୍କର ପ୍ଯାଣ୍ଟ ର ଏକ ବଟନ ପତ୍ନୀ ଟ୍ଵିଙ୍କଲ ଙ୍କ ଦ୍ଵାରା ଖୋଲିଥିଲେ । ସ୍କ୍ରିପ୍ଟ ରେ ମଧ୍ୟ ଏହା ଲେଖା ଥିଲା କି ସେ ତାଙ୍କର ବଟନ ଜଣେ ମଡେଲ ଙ୍କ ଦ୍ଵାରା ଖୋଲାଇବେ । କିନ୍ତୁ ଅକ୍ଷୟ ଙ୍କୁ ଏହି କାମ କରିବା ବହୁତ ମହଙ୍ଗା ପଡି ଯାଇଥିଲା । କାରଣ ଗୋଟିଏ ଲୋକ ଅକ୍ଷୟଙ୍କ ଅଭିଯୋଗ ପୋଲିସ ରେ କରି ଦେଇଥିଲା । ଏହି କାରଣରୁ ତାଙ୍କୁ ଥାନାର ଚକ୍କର ବି ଲଗାଇବାକୁ ପଡିଥିଲା ।

କ୍ୟାଟ୍ରିନା କୈଫ-ରାଣୀ ମୁଖାର୍ଜୀ

କ୍ୟାଟ୍ରିନା କୈଫ ଓ ରାଣୀ ମୁଖାର୍ଜୀ ଙ୍କ ଏହା ଏକ ଏମିତି ଫଟୋ ଅଟେ, ଯେଉଁଥିରେ ସେମାନେ ପରସ୍ପରଙ୍କୁ କିସ କରୁଥିବାର ନଜର ଆସୁଛନ୍ତି । କିନ୍ତୁ ଏହି ଫଟୋ ର ସତ୍ୟତା କିଛି ଅଲଗା ଅଟେ । ଏମାନେ ଦୁହେଁ

ଦୁହିଁଙ୍କୁ ଦେଖା ହେବା ସମୟରେ ଆଲିଙ୍ଗନ କରୁଥିଲେ । କିନ୍ତୁ କ୍ୟାମେରାର ଆଙ୍ଗେଲ କିଛି ଏମିତି ବନିଗଲା କି ଦୁଇ ଜଣ ‘kiss’ କରୁଥିବାର ନଜର ଆସିଲେ । ଏଥିରେ କାହାର ଅବା ଭୁଲ କିନ୍ତୁ ସୋସିଆଲ ମିଡିଆ ଏହି କଥା କଣ ବୁଝିବ, ସେ ତ ଏହି ଫଟୋର ଖୁବ ମଜା ନେଇଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *