ମା’ଙ୍କୁ ଘାସ କାଟୁ ଥିବାର ଦେଖି ରାଗିଗଲେ DSP ସାହାବ ତ ମା’ ଦେଲେ ଶିକ୍ଷା କି ସାରା ଜୀବନ ମନେ ଭୁଲିବେନି ଡ଼ିଏସପି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୋଲିସ ବର୍ଦିରେ ପ୍ରଥମ ଥର ମା’ ଙ୍କୁ ସାକ୍ଷାତ କରିଲେ DSP ପୋଲିସ ଅଫିସର ! ମା’ ଙ୍କୁ କ୍ଷେତରେ ଘାସ କଟୁଥିବାର ଦେଖି ମା’ ଙ୍କ ସହ ସେହିଠାରେ ହିଁ ବାର୍ତ୍ତାଳାପ କରିଥିଲେ । ତେବେ ମଧ୍ୟପ୍ରଦେଶର DSP ପୋଲିସ ଅଫିସର ହେଉଛନ୍ତି ସନ୍ତୋଷ ପଟେଲ । ତେବେ DSP ଅଫିସର ସନ୍ତୋଷ ପଟେଲଙ୍କ କହିବା ଅନୁଯାଇ ମୋର ବାପା ଓ ମାଆ ଆମକୁ ବହୁତ କଷ୍ଟ କରି ପାଠ ପଢାଇଛନ୍ତି ।

ଆଜି ମୁଁ ଯେଉଁ ପଦବୀରେ ମଧ୍ୟ ଅଛି । ସେ ହେଉଛି ମୋ ବାପା ଓ ମାଆଙ୍କର ମୋ ପ୍ରତି ଥିବା ଆଶ୍ରୀବାଦ । କାରଣ ସନ୍ତାନଙ୍କର ମାନଙ୍କର ସଫଳତା ପଛରେ ପ୍ରତ୍ଯେକଟି ବାପା ଓ ମାଆଙ୍କ ହାତ ରହିଥାଏ । ତେବେ ମୁଁ DSP ଅଫିସର ଭାବରେ ଗତ ୫ ବର୍ଷ ପୂର୍ବେ ୨୦୧୮ ମସିହା ଫେବୃଆରି ମାସରେ ଯଏନ କରିଲିଣି । ଏଥିପାଇଁ ମୋ ବାପା ଓ ମାଆ ଓ ପୁରା ପରିବାର ବହୁତ ହିଁ ଗର୍ବ ଓ ଗୌରବ ଅନୁଭବ କରନ୍ତି ।

ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ମୋ ମା ତାଙ୍କ ପୁଅ ଜଣେ DSP ଅଫିସର ହୋଇ ସୁଦ୍ଧା ସେ କ୍ଷେତରେ କମ କରିବାକୁ କେବେବି ପଛଘୁଞ୍ଚା ଦେଇନାହାନ୍ତି । କାରଣ ମା’ ସବୁବେଳେ କର୍ମ ଉପରେ ବିଶ୍ବାସ କରନ୍ତି । ତାଙ୍କ ପାଇଁ କୌଣସି କାମ ମଧ୍ୟ ଛୋଟ ବୋଲି ସେ ଭାବନ୍ତି ନାହିଁ । ତେଣୁ DSP ଅଫିସର ସନ୍ତୋଷ ପଟେଲଙ୍କ କହିବା ଅନୁସାରେ ମୁଁ ମୋର ଚାକିରି କରିବା ପରେ ପ୍ରଥମ ଥର ମୋ ପୋଲିସ ବର୍ଦିରେ ଆସି ମା’ ଙ୍କୁ କ୍ଷେତରେ ଦେଖା କରିଛି ।

ମା’ ତାଙ୍କ ପୁଅ ସହ କଥାବାର୍ତ୍ତା ହେଉଛନ୍ତି ସତ । କିନ୍ତୁ ତାଙ୍କ ଘାସକଟା କାମ ମଧ୍ୟ ଜାରୀ ରଖିଛନ୍ତି । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହୁଁ କି ! କର୍ମ ହିଁ ଭଗବାନ ଅଟେ । ଯେତେ ବଡ ପଦବୀରେ ରହିଥିଲେ ମଧ୍ୟ କୌଣସି କର୍ମକୁ କେବେବି ଛୋଟ ନଭାବି ସମସ୍ତ କର୍ମ ପ୍ରତି ସମ୍ମାନ ଭାବ ରଖିବା ଉଚିତ । ବୋଲି ଏହି ଦୃଶ୍ୟ ଦେଖିଲା ପରେ ସ୍ପଷ୍ଠ ଭାବରେ ଜଣା ପଡିଯାଉଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଟି ବହୁ ମାତ୍ରାରେ ଭାଇରାଲ ମଧ୍ୟ ହୋଇଛି । ମା’ ଓ ନିଜ ପୁଅଙ୍କ ପ୍ରତି ମମତା ଭାବ ସହ ନିଜ କର୍ମ ଉପରେ ମଧ୍ୟ ପ୍ରାଧ୍ୟାନ ଦେଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *