ସବୁକିଛି ହେଲା ଶେଷ,ବଡ଼ଘରେ ବଡ଼ ଉତ୍ସବ ,ସେପଟେ ହୃଦୟକୁ ପ୍ରଶ୍ନ… ପୁଣି ବଦଳି ଗଲା ସମୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଣି ବଦଳିଲାଗଲା ସେହି ପୁରୁଣା ସମୟ ! ପତି, ପତ୍ନୀ ଓ ପ୍ରକୃତି ! ତେବେ ଆମେ କହୁଥିବା ସେହି ବହୁ ଚର୍ଚିତ ଷ୍ଟାରକଳିର ଏବେ ଘଟିଛି ଅନ୍ତ ! ଯେ ଯାହା ବାଟ ଦେଇ ପୁଣି ଥରେ ନିଜ ଜୀବନକୁ ହସଖୁସି ମାହୋଲରେ ଆଗକୁ ବଢିବା ପାଇଁ ପ୍ରୟାସ କରୁଛନ୍ତି । ତେବେ ଗତ କିଛି ମାସ ତଳେ ବାବୁଶାନ ଓ ପ୍ରକୃତି ଓ ବାବୁଶାନଙ୍କ ସ୍ତ୍ରୀ ତୃପ୍ତଙ୍କୁ ନେଇ ଅନେକ କିଛି ଝଡ ଆସିଯାଇଥିଲା । ବଡ ଘରର ବଡ କଳି ରାସ୍ତାଘାଟରେ ଏକ ଚର୍ଚାର ବିଷୟ ପାଲଟିଯାଇଥିଲା ।

ତାପରେ ସମୟ ସହ ସବୁକିଛି ପରିବର୍ତ୍ତନ ହୋଇଗଲା । ଝଡ ଆସିଥିଲା ସତ କିନ୍ତୁ ସାମାନ୍ୟ ମୁଣ୍ଡ ନୂଆଁଇ ଦେଲା ପରେ ଝଡ ତା’ ବାଟରେ ଚାଲିଯାଇଥିଲା । ଏହାପରେ ବାବୁଶାନ ନିଜ ପରିବାର ଓ ଫିଲ୍ମ କ୍ଯାରିଅର ଉପରେ ଅଧିକ ପ୍ରାଧାନ୍ଯ ଦେବା ଆରମ୍ଭ କରିଦେଇଥିଲେ। ଅପର ପକ୍ଷରେ ଅଭିନେତ୍ରୀ ପ୍ରକୃତି ମଧ୍ୟ ନିଜ କ୍ଯାରିଅର ଗୋଲ୍ ଉପରେ ଫୋକୋଷ କରିଦେବା ଆରମ୍ଭ କରିଦେଇଛନ୍ତି ।

ଏହାରି ମଧ୍ୟରେ ଅଭିନେତ୍ରୀ ପ୍ରକୃତିଙ୍କୁ ଯେତେବେଳେ ସେହି ଘଟି ଯାଇଥିବା ପୁରୁଣା କଥା ଉପରେ ପଚରା ଯାଇଥିଲା । ପ୍ରକୃତି ନିଜର ସିଧା ସିଧା ମତ ରଖିଥିଲେ । ଯେ ଯାହା ଘଟିଯାଇଛି । ସେହି ପୁରୁଣା କଥାକୁ ମୁଁ ପୁନର୍ବାର ଆଲୋଚନା କରିବା ପାଇଁ ଚାହୁଁନାହିଁ । ମୁଁ କାମ ଉପରେ ଅଧିକ ଫୋକୋଷ କରିବା ପାଇଁ ଚାହୁଁଅଛି । ତେବେ ବାବୁଶାନ ମଧ୍ୟ ନିଜ ପରିବାର ଓ ଧର୍ମପତ୍ନୀ ତୃପ୍ତିଙ୍କୁ ନେଇ ବହୁତ ଖୁସିରେ ଅଛନ୍ତି ।

ଏହାରି ମଧ୍ୟରେ ବାବୁଶାନଙ୍କର ପୁଅ ଗ୍ବାନର ଜନ୍ମଦିନ ବଡ ଧୂମଧାମ ସହକାରେ ପାଳନ ମଧ୍ୟ କରାଯାଇଅଛି । ଯେଉଁଥିରେ ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବାବୁଶାନ, ତୃପ୍ତି ଓ ଓ ତାଙ୍କ କୁନି ପୁଅ ଗ୍ବାନ ଏକାଠି ମିଶି ବହୁତ ମଜା ମସ୍ତି କରୁଛନ୍ତି । ଏହା ସହିତ ବନ୍ଧୁପରିବାର ସହିତ ସୁପରଷ୍ଟାର ବାବୁଶାନ ମଧ୍ୟ ନିଜର ବହୁ ମୂଲ୍ୟ ସମୟ ବିତାଇଛନ୍ତି । ଯାହାର ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଏହା ସହିତ ଲୋକଙ୍କର ମଧ୍ୟ ଏଥିପ୍ରତି ବହୁ ଲୋକପ୍ରିୟତା ରହୁଅଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଓ ଶେୟାର କରନ୍ତୁ । ଏହା ସହିତ ସୁପରଷ୍ଟାର ବାବୁଶାନ ଆପଣଙ୍କୁ କିପାୟ ଲାଗନ୍ତି, ତାହା ଆମକୁ କମେଣ୍ଟ କରିକି ନିହାତି ଭାବରେ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *