ମା’ ବୋଲି ଆଜି Aprajita ତତେ କ୍ଷମା କରିଦେଲା, ହେଲେ ତୃପ୍ତିକୁ ଭୁଲ୍ ମାଗ୍ Babushan…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅପରାଜିତା ବାବୁସାନ ଙ୍କୁ କହିଛନ୍ତି ଯେ ମତେ ନୁହେଁ ତୋ ସ୍ତ୍ରୀ କୁ ଭୁଲ ମାଗେ । ମୁଁ ସିନା ତୋ ମା’ ତୁ ଭଲ କରିଲେ ମଧ୍ୟ ମୋର ଖରାପ କରିଲେ ମଧ୍ୟ ମୋର । କିନ୍ତୁ ସେ ପରା ପର ଝିଅ । ସେ ମୋର ବୋହୂ । ମୋ ନାତିକୁ ତୁ ବହୁତ କଷ୍ଟ ଦେଇଛୁ । ଏଣୁ ତୁ ଯାଇ ପ୍ରଥମେ ତୃପ୍ତି କୁ ଭୁଲ ମାଗେ । ଏହିଭଳି କିଛି କହିଛନ୍ତି ବାବୁସାନ ଙ୍କୁ ଅପରାଜିତା । ଆଉ ଏହା ସହିତ କୋଳେଇ ନେଇଛନ୍ତି ବାବୁସାନଙ୍କୁ । ତେବେ ବାପା ଉତ୍ତମ ମହାନ୍ତି ମଧ୍ୟ କହିଛନ୍ତି ଯେ ତାଙ୍କ ପୁଅ ନିଶ୍ଚିତ ସଠିକ ନିଷ୍ପତ୍ତି ନେବେ ।

ଆଉ ଏବେ ବାବୁସାନ ଙ୍କ ପାଖରେ ସବୁ ବିକଳ୍ପ ରହିଅଛି । ବାବୁସାନ ଙ୍କ ହାତରେ ରହିଅଛି ସବୁ ନିଷ୍ପତ୍ତି ନେବାର ଅଧିକାର । ବାବୁସାନ ଏବେ କ’ଣ କରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଯଦି ଅନ୍ୟପଟେ ଆମ୍ଭେ ତୃପ୍ତିଙ୍କ କଥା ଦେଖିବାକୁ ଯିବା ତେବେ ତୃପ୍ତି ଅଭିମାନ କରିଛନ୍ତି ବାବୁସାନଙ୍କ ଉପରେ । ପୋଲିସଙ୍କୁ ସବୁ ଉତ୍ତର ଦେବା ପରେ ତୃପ୍ତିଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।

ଏବଂ ତୃପ୍ତିଙ୍କର ମନ କିଭଳି ଜିତିବେ ବାବୁସାନ ତାହା ମଧ୍ୟ ବଡ ପ୍ରଶ୍ନ ରହିଅଛି । ପତ୍ନୀ ତୃପ୍ତି ଅନେକ ଦିନ ଧରି ଚାହିଁ ରହିଥିଲେ ଯେ ବାବୁସାନ କେବେ ଫେରିବେ ? ବାବୁସାନ ବର୍ତ୍ତମାନ ଫେରିଛନ୍ତି ସତ କିନ୍ତୁ ବାବୁସାନଙ୍କୁ ବର୍ତ୍ତମାନ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।

ଏହା ସହିତ ଏକ ନିର୍ଣ୍ଣାୟକ ଭୂମିକା ନେବାକୁ ପଡିବ । ସେ ଭୂମିକା ରହିବ ତାଙ୍କ ପୁଅ ପାଇଁ ତଥା ତାଙ୍କ ସ୍ତ୍ରୀ ପାଇଁ । ଯଦି ବର୍ତ୍ତମାନ ଠାରୁ ସେ ଆଗକୁ ଗୋଟିଏ ସୁନ୍ଦର ଭବିଷ୍ୟତ ଚାହୁଁଛନ୍ତି ତେବେ ସେଥିପାଇଁ ତାଙ୍କୁ ଠିକ ନିଷ୍ପତ୍ତି ହିଁ ବାଟ କଢାଇ ନେବ । ନଚେତ ଆପଣ ସୁନା ଭେଣ୍ଡି ଭଳି ପୁଣିଠାରେ ଏହି ସୁଯୋଗ ହାତ ଛଡା ହୋଇଯିବ ।

ବାବୁସାନ ବର୍ତ୍ତମାନ କଣ କରୁଛନ୍ତି ତାହା ଦେଖିବା ଅପେକ୍ଷାର ବିଷୟ ପାଲଟିଛି । ପ୍ରକୃତି ଙ୍କ ସହିତ ଆଗକୁ ଯିବେ ନା ନିଜ ପରିବାର କୁ ଆପଣାଇ ତୃପ୍ତି ଙ୍କ ପାଖକୁ ଫେରିଯିବେ ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *