Prakruti ଙ୍କ ଉପରେ ବର୍ଷିଲେ Trupti ଙ୍କ ମା’, ଆଉ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମୀରା ଭୂଷଣ ମହାନ୍ତି କହିଛନ୍ତି ଯେ ଘଟଣା କିଛି ଘଟିନାହିଁ ଯାହା ଘଟିଛି ଏହିଭଳି ପ୍ରତ୍ୟକ ଘରେ ଘଟେ । ମାତ୍ର ଏହି ବିଷୟରେ ବାବୁସାନ ଙ୍କୁ କିଛି ବୁଝାଇବା ଦରକାର ନାହିଁ । ସେ ବହୁତ ଭଲ ପିଲା । ତାଙ୍କୁ କିଛି ବୁଝାଇବା ଦରକାର ନାହିଁ । ନିଶ୍ଚିତ ଭାବରେ ସମାଧାନ ହୋଇଯିବ । ପ୍ରକୃତି କଥା ଯାହା ଉଠିଛି ତାହା କଥା ଛାଡି ଦିଅନ୍ତୁ । ମୀରା କହିଛନ୍ତି ଯେ ତୃପ୍ତି ଯାହା ଅଭିଯୋଗ କରିଛନ୍ତି ଯେ ପ୍ରକୃତି ବାବୁସାନ ଙ୍କୁ ମାନସିକ ଚାପରେ ରଖିଛନ୍ତି ତଥା ଅନେକ କିଛି କଥା ମାତ୍ର ସେ ତୃପ୍ତି ବୋଲି ଚାଦେଲା ମୁଁ ହୋଇଥିଲେ ପ୍ରକୃତିକୁ ମର୍ଡର କରିଦେଇଥାନ୍ତି ।

ମାତ୍ର ବାବୁସାନ ଘର ଛାଡିନାହାନ୍ତି କି ପରିବାର ଛାଡି ନାହାଁନ୍ତି । ବାବୁସାନ ତାଙ୍କ ଫ୍ୟାମିଲି ଏବଂ ଉତ୍ତମ ମହାନ୍ତି ତଥା ଅପରାଜିତା ଙ୍କ ଫ୍ୟାମିଲି ବହୁତ ଭଲ ଫ୍ୟାମିଲି । ଏମିତି ପରିବାର କେଉଁଠାରେ ମଧ୍ୟ ନାହିଁ । ଏହିଭଳି କିଛି କହିଛନ୍ତି ବାବୁସାନ ଙ୍କ ସମ୍ପର୍କୀୟ । ଆଜି ବାବୁସାନ ଙ୍କ ଉତ୍ତର ନିଶ୍ଚିତ ଭାବରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଯେହେତୁ ସେ ଆଜି ଫେରିଆସିଛନ୍ତି ସେଥିପାଇଁ ତାଙ୍କ ବାପା ମା’ ଙ୍କ ମନକୁ ସାନ୍ତ୍ଵନା ମିଳିଛି । ତେବେ ଯଦି ବାବୁସାନ ସମସ୍ତ ପ୍ରଶ୍ନର ଉତ୍ତର ସଠିକ ଭାବରେ ଦେବେ ତେବେ ଉଚିତ ହେବ । ଓଡିଶା ବାସୀ ବର୍ତ୍ତମାନ ଷ୍ଟାର ପରିବାରର ଏହି ଡ୍ରାମା କୁ ଅପେକ୍ଷା କରିବସିଛନ୍ତି ।

ତେବେ ଜଣେ ପ୍ରସିଦ୍ଧ କଳାକାରଙ୍କର ଏହିଭଳି ନିନ୍ଦା କେତେ ଦୂରେ ସ୍ଵାଭାବିକ ? ନିଜ ମାନ ସନ୍ନମାନ ନିଜ ହାତରେ ଥାଏ । ଏହିଭଳି ଭୁଲ କରିଲେ କାହିଁକି ବର୍ତ୍ତମାନ ଏତେ ନିନ୍ଦା ମଧ୍ୟ ସହୁଛନ୍ତି କାହିଁକି ? ସତ ପଥରେ ଚାଲିଲେ ହୁଏତ ତାହା ବାବୁସାନଙ୍କ ନିମନ୍ତେ ଉଚିତ ହେବ । ଖାରବେଳ ଥାନା ପୋଲିସ ଅଧିକାରୀ ପ୍ରକୃତିଙ୍କୁ ପ୍ରଶ୍ନ ପଚାରି ସାରିଛନ୍ତି ମାତ୍ର ବର୍ତ୍ତମାନ ବାବୁସାନଙ୍କୁ ପୋଲିସ ପ୍ରଶ୍ନ ପଚାରିବେ ।

ତେବେ ସେ ସଠିକ ଭାବରେ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି ସାରା ଓଡିଶା ବାସୀ ଙ୍କ ଆଶା । ଯାହା ସତ ତାହାକୁ କହି ସବୁ ଦିନ ଲାଗି ଏହି ଚ୍ୟାପ୍ଟରକୁ କ୍ଳୋଜ କରନ୍ତୁ ବୋଲି କହିଛନ୍ତି ତାଙ୍କ ଫ୍ୟାନ୍ସ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *