ସ୍ତ୍ରୀ କାହିଁକି ହୋଇଗଲା ପର..ବାପା ମାଆଙ୍କୁ ଦେଖା କରିବା କଥା କହିଲେ ହେଲେ ସ୍ତ୍ରୀକୁ ଭୁଲିଗଲେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବୋଧ ହୁଏ ସ୍ତ୍ରୀ ତୃପ୍ତି କୁ ଭୁଲିଗଲେ କି ବାବୁସାନ ? କ’ଣ ପାଇଁ କହିଲେନି ସ୍ତ୍ରୀ କୁ ଦେଖା କରିବା କଥା ? ଏତେ ଦିନ ଯାହାଠାରୁ ଦୂରେଇ ରହିଲେ ତାକୁ ଦେଖା କରିବାକୁ କ’ଣ ପାଇଁ କହଲେନି ବାବୁସାନ ? ବାବୁସାନ୍ ବାପା ମାଆ ଙ୍କୁ ଦେଖା କରିବାକୁ କହିଥିଲେ କିନ୍ତୁ ସ୍ତ୍ରୀ ଙ୍କ କଥା କହିବାକୁ ଭୁଲିଗଲେ । ଏହା ସେ ଜାଣି ଶୁଣି କହିଛନ୍ତି ନା ଜଲଦି ଜଲଦି ରେ ଭୁଲିଗଲେ ? ନିଜ ସ୍ତ୍ରୀ ର ନାମ ନେବା ପାଇଁ ବୋଧ ହୁଏ ଏବେ ଯାଏଁ ମଧ୍ୟ ସେ ସ୍ତ୍ରୀ ତୃପ୍ତିଙ୍କ ଉପରେ ଖପା ଅଛନ୍ତି । ବୋଧେ ଏବେ ଯାଏ ମଧ୍ୟ ପ୍ରକୃତି ବାବୁସାନଙ୍କ ମନରେ ରହିଛନ୍ତି ।

ଏହା ଏହା ବାବୁସାନ୍ ଙ୍କ ଏମିତି କିଛି ପ୍ରତିକ୍ରିୟାରୁ ବାରି ହୋଇ ପଡ଼ୁଛି । ହଁ ଆଜ୍ଞା ଆଜି ଯେତେବେଳେ ବାବୁସାନ ଭୁବନେଶ୍ୱର ବିମାନ ବନ୍ଦରରେ ଆସି ପହଞ୍ଚିଥିଲେ ସେତେବେଳେ ତାଙ୍କଠାରୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରା ଯାଇଥିଲା ।

ହେଲେ ସେ ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଥିଲେ । ଏବଂ ତାଙ୍କ ମା’ ବାପା ଙ୍କୁ ପ୍ରଥମେ ଦେଖା କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ହେଲେ ସେ ତାଙ୍କ ସ୍ତ୍ରୀ ଙ୍କ ନାମ ବିଲକୁଲ ନେଇ ନ ଥିଲେ । ଓ ସ୍ତ୍ରୀ କୁ ଦେଖା କରିବା କଥା ସେ ସମୟରେ କିଛି ମଧ୍ୟ ଧରି ନଥିଲେ । ସ୍ତ୍ରୀ କୁ କ’ଣ ଏତେ ନା ପସନ୍ଦ କରୁଛନ୍ତି ବାବୁସାନ ? ଯିଏ ବାବୁସାନ ଙ୍କୁ ଏତେ ଭଲ ପାଉଛନ୍ତି । କ’ଣ ପାଇଁ ବାବୁସାନ୍ ତାଙ୍କ ନାମ ନେଲେ ନାହିଁ ?

ପ୍ରକୃତି ଓ ବାବୁସାନ୍ ଙ୍କ ପୋଲ ଖୋଲିବା ପରେ କ’ଣ ତୃପ୍ତି ବାବୁଙ୍କ ଠାରୁ ଅଧିକ ଦୂରେଇ ଗଲେ କି ? ପ୍ରକୃତି ଙ୍କ ପାଇଁ ପାଗଳ ଥିବା ବାବୁସାନ୍ କ’ଣ ତୃପ୍ତି ଙ୍କ ପାଖକୁ ଫେରିବେ କି ନାହିଁ ତାହା ଏବେ ବଡ ପ୍ରଶ୍ନ ? ସେପଟେ ବାବୁସାନ ଘରେ ପହଞ୍ଚିବା ପରେ ଜେରା ହୋଇ ପାରନ୍ତି । ପ୍ରକୃତିଙ୍କର ଗତ କାଲି ଜେରା ସରିଛି ।

ବାବୁସାନ୍ ଘରେ ପହଞ୍ଚିବା ପରେ ପୋଲିସ ତାଙ୍କ ଘରେ ଯାଇ ବାବୁସାନ ଙ୍କୁ ଜେରା କରିପାରେ । ତେବେ ତୃପ୍ତି ଙ୍କ ଅଭିଯୋଗ ପରେ ବାବୁସାନ ଙ୍କୁ ନୋଟିସ କରା ଯାଇଥିଲା । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *