ଯେତେବେଳେ ମା’ ନିଜ ଝିଅ ରୁମ ରେ ଲୁଚେଇକି ଲଗେଇଲା Camera, ତା’ ପରେ ସେ ଯାହା ଦେଖିଲା ତା’ର ମୁଣ୍ଡ ଲଜ୍ୟା ରେ ତଳକୁ ହେଇଗଲା, ଦେଖନ୍ତୁ Video

ବନ୍ଧୁଗଣ ମଣିଷ ଶୋଇବା ପରେ ନିଦରେ କଣ କରେ ସେ ନିଜେ ବି ଜଣାଇ ନଥାଏ । କିଛି ଲୋକ ନିଦରେ ହସି ଥାନ୍ତି ତ କିଛି ଲୋକ ନିଦରେ କାହା ସହିତ କଥା ହୋଇଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଛୋଟ ଝିଅର କାହାଣୀ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ସେହି ଝିଅଟି ରାତିରେ ଶୋଇବା ପରେ ଯାହା କରେ ଯଦି ଆପଣ ଜାଣିବେ ତା ହେଲେ ଆପଣଙ୍କ ରାତିର ନିଦ ଉଡିଯିବ ।

ବନ୍ଧୁଗଣ ୨୦୧୮ ମସିହାରେ କେଥି ନାମକ ୧୪ ବର୍ଷର ଝିଅ ସହ ଏହି ଘ-ଟ-ଣା-ଟି ଘ-ଟି-ଥି-ଲା । କେଥି ପ୍ରତିଦିନ ଭଳି ସେଦିନ ବି ଭୁ-ତ ଭିଡିଓ ଦେଖି ଶୋଇବାକୁ ଗଲା । କେଥିକୁ ଭୁ-ତ ଭିଡିଓ ବହୁତ ଅଧିକ ପସନ୍ଦ ଆସୁଥିଲା । କେଥି ରାତିରେ ଶୋଇ ସକାଳେ ଉଠିବା ପରେ ତାର ଶରୀରରେ ଏମିତି କିଛି ଚିହ୍ନ ଥିଲା ଯାହାକୁ ଦେଖି ତାର ମା ବାପା ଆଶ୍ଚର୍ଯ୍ୟ ହୋଇଗଲେ । ଏହା ବିଷୟରେ କେଥିକୁ ମଧ୍ୟ ବାପା ମା ପଚାରି ଥିଲେ ହେଲେ କେଥି ବି ଏହା ବିଷୟରେ ଜାଣି ନଥିଲା ।

ଦିନକୁ ଦିନ ସକାଳେ ଉଠିବା ପରେ କେଥିର ଦାଗ ବଢିବାରେ ଲାଗିଲା । ଏ ସବୁ ପାଇଁ ମା ବାପା ବହୁତ ଚିନ୍ତା କରିଲେ ହେଲେ ଗୋଟେ ମାସ ପରେ ସେ ସବୁ ଦାଗ ଚାଲିଗଲା । ବନ୍ଧୁଗଣ କିଛି ଦିନ ପରେ କେଥି ନିଜ ସ୍କୁଲ ପିଲାଙ୍କ ସହ ଏକ ସମର କ୍ୟାମ୍ପ ଯାଇଥିଲା ସେଠି ପୁଣି ଏହି ଦାଗ କେଥିରେ ହେବାକୁ ଲାଗିଲା । ଏହା ପରେ କେଥିର ମା ବାପା ବହୁତ ଚିନ୍ତାରେ ଆସିଗଲେ ଓ କେଥିକୁ ନେଇ ହସ୍ପିଟାଲ ନେଲେ ।

କିନ୍ତୁ ଡାକ୍ତର ମଧ୍ୟ କେଥି ଦେହରେ ହେଉଥିବା ଏହି ଦାଗର କାରଣ ବିଷୟରେ ଜାଣିପାରୁ ନଥିଲା । ଶେଷରେ କେଥିର ବାପା ଏକ କ୍ୟାମେରା ଆଣି କେଥି ଘରେ ଲୁ-ଚା-ଇ ଦେଲେ ଓ ସକାଳେ ଯେତେବେଳେ ସେହି କ୍ୟାମେରା ଫୁଟେଜ ଦେଖିଲେ ସେତେବେଳେ ତାଙ୍କର ହୋ-ସ ଉ-ଡି-ଗଲା । ସେହି ଭିଡିଓରେ କେଥି ବହୁତ ଅ-ଜ-ବ ହ-ର-କ-ତ କରୁଥିଲା ।

କେଥି ଆ-ଣ୍ଠେ-ଇ ଆ-ଣ୍ଠେ-ଇ ଚାଲୁଥିଲା ନିଜ ଶରୀରକୁ ନିଜେ ଆ-ଘା-ତ ଦେଉଥିଲା । ଏହି ସବୁ ଦେଖି କେଥି ମା ବାପାଙ୍କ ହୋ-ସ ଉ-ଡି-ଗ-ଲା । ବନ୍ଧୁଗଣ କେଥି ରାତିରେ ଭୁ-ତ ଭିଡିଓ ଦେଖୁଥିଲା ଯାହାର ଖରାପ ପ୍ରଭାବ ତାର ମସ୍ତିସ୍କ ଉପରେ ପଡୁଥିଲା । ବନ୍ଧୁଗଣ ଆମେ ରାତିରେ ଯାହା ଦେଖିବୁ ତାର କଳ୍ପନା ଆମେ ରାତି ସାରା କରିଥାଉ । ତେଣୁ ଆପଣ ମାନେ ନିଜ ଛୁଆଙ୍କ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ଓ ସେମାନଙ୍କୁ ଆ-ପ-ତ୍ତି ଜ-ନ-କ ଭିଡିଓ ଦେଖିବାକୁ ଦିଅନ୍ତୁ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *