କ୍ୟାବ ଡ୍ରାଇଭର ସହିତ ଝିଅଟି ଯାହା କଲା, କ୍ୟାମେରାରେ କଏଦ ହେଇଗଲା ନେହେଲେ କେହି ବି ବିଶ୍ଵାସ କରି ନଥାନ୍ତେ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ଡିଜିଟାଲ ଦୁନିଆ ହୋଇଯାଇଛି । ଲୋକମାନେ କଥାବାର୍ତ୍ତା ଠାରୁ ଆରମ୍ଭ କରି ଟଙ୍କା ଦେବା ନେବା ଆଦି ସମସ୍ତ ପ୍ରକାରର କାମ ଇଣ୍ଟର୍ନେଟ ଦ୍ଵାରା କରିପାରୁଛନ୍ତି । ଇଣ୍ଟର୍ନେଟର ବ୍ୟବହାରରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ମଧ୍ୟ ଅତି ସହଜରେ ଜାଣି ପାରୁଛନ୍ତି ଲୋକମାନେ । ତେଣୁ ବନ୍ଧୁଗଣ ବର୍ତ୍ତମାନର ସମୟରେ ବିନା ଇଣ୍ଟର୍ନେଟରେ ଆମେ ମାନେ ରହିପାରିବୁ ନାହିଁ ।

ହେଲେ ସୋ-ସି-ଆ-ଲ ମି-ଡି-ଆରେ ଏପରି କିଛି ଭିଡିଓ ଭା-ଇ-ରା-ଲ ହେଉଛି ଯାହା ଲୋକମାନଙ୍କ ହୋସ ଉଡାଇ ଦେଉଛି । ଏମିତିକି ଯଦି ଏହି ସବୁ ଘ-ଟ-ଣା କ୍ୟାମେରାରେ ରେକର୍ଡ ହୋଇ ନଥାନ୍ତା ତା ହେଲେ ବୋଧେ କେହି ବିଶ୍ଵାସ କରି ନଥାନ୍ତେ । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଆଶ୍ଚର୍ଯ୍ୟ ଜଣକ ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯାହା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ୨୬ ସେପ୍ଟେମ୍ବର ୨୦୨୧ରେ ମଧ୍ୟପ୍ରଦେଶର ଛତରପୁରର ଏକ ମନ୍ଦିରରେ ଆରତୀ ସାହୁ ନାମକ ଏକ ସୋ-ସି-ଆ-ଲ ମି-ଡି-ଆ ୟୁଜର ନିଜ ଆକାଉଣ୍ଟରେ ବଲିଉଡ ଗୀତ ‘ସେକେଣ୍ଡ ହେଣ୍ଡ ଜବାନି’ର ଏକ ଭିଡିଓ ଅ-ପ-ଲୋ-ଡ କରିଥିଲେ ।

ଦେଖୁ ଦେଖୁ ଏହି ଭିଡିଓଟି ଭା-ଇ-ରା-ଲ ହେଇଗଲା ଓ ଭା-ଇ-ରା-ଲ ହେବା ପରେ ଆରତୀଙ୍କ ଉପରେ ଏକ ବଡ ପା-ହା-ଡୀ ପଡିଥିଲା । କାରଣ ମନ୍ଦିର ପରିସରରେ ଚପଲ ପିନ୍ଧି ଡ୍ୟାନ୍ସ କରିଲେ ଲୋକଙ୍କ ଧାର୍ମିକ ଭାବନା ଉପରେ କଷ୍ଟ ହୋଇଥାଏ । ତେଣୁ ଆଇପିସି ଧାରା ୨୫୮ ଅନୁସାରେ ଆରତୀଙ୍କ ବି-ରୋ-ଧ-ରେ ଦୃ-ଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରଯାଇଥିଲା ।

୨. ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆରେ ବିଲେଇ ଓ କୁକୁର ମାନଙ୍କର ଭିଡିଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ବିଲେଇ କୁକୁରଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି । ଏହି ଭିଡିଓରେ ଚାରୋଟି ବିଲେଇ ଗୋଟିଏ କୁକର ଉପରେ ଆ-କ୍ର-ମ-ଣ କରିଦେଲେ । କୁକୁର ଗୋଟେ ବିଲେଇକୁ ମା-ରି-ବା ବେଳେ ଅନ୍ୟ ବିଲେଇ ମାନେ ତାକୁ ସବକ ଶିଖାଇ ଦେଲେ ଯାହାର ଭିଡିଓ ବର୍ତ୍ତମାନ ବହୁତ ଚର୍ଚାରେ ଅଛି ।

୩. ୫ ସେପ୍ଟେମ୍ବର ୨୦୨୧ରେ ରାଜସ୍ଥାନର ମନ୍ଦରେଶ୍ଵର ମହାଦେବ ମନ୍ଦିରରେ ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ଘ-ଟି-ଥି-ଲା । ଏହି ଘଟଣାର ଭିଡିଓ ସିସି ଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା । ଭିଡିଓରେ ମନ୍ଦିର ପରିସର ଭିତରେ ଜଣେ ବ୍ୟକ୍ତି ସୋଇଥିବା ବେଳେ ତା ପାଖରେ ଏକ ନାଗ ସାପ ଆସି ଚଦର ଭିତରେ ପ-ଶି ଯାଇଥିଲା । ସେହି ସମୟରେ ବ୍ୟକ୍ତି ଜଣକ ସାପ ବିଷୟରେ ଜାଣି ପାରିଥିଲେ ଓ ନିଜ ଜୀବନକୁ ବଞ୍ଚାଇବାରେ ସଫଳ ହୋଇଥିଲେ ।

୪. ୨୫ ସେପ୍ଟେମ୍ବର ୨୦୨୧ରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ଅ-ପ-ଲୋ-ଡ ହୋଇଥିଲା । ଏହି ଭିଡିଓରେ ଏକ ୟୁବର କ୍ୟାବ ଡ୍ରାଇଭର ଓ ଏକ ଝିଅର ଯୁ-କ୍ତି ତ-ର-କ ଦେଖା ଯାଇଥିଲା । ଯୁବତୀ ଜଣକ କ୍ୟାବ ବୁକିଙ୍ଗ କରି ଯାଇଥିଲେ ହେଲେ ମଝିରେ ତାଙ୍କୁ ଏକ ପ୍ୟାକେଟ ଉଠାଇବାର ଥିଲା ସେଥିପାଇଁ ସେ ଡ୍ରାଇଭରକୁ ସେହି ସ୍ଥାନକୁ ଯିବା ପାଇଁ ବାଧ୍ୟ କରିଥିଲେ । ଡ୍ରାଇଭର ଜଣକ କ୍ୟାବ ବୁକିଙ୍ଗ ମା-ରି-ବା ପାଇଁ କହିଥିଲେ ଯାହା ଫଳରେ ଯୁବତୀ ଡ୍ରାଇଭର ସହ ଯୁ-କ୍ତି ତ-ର-କ କରିଥିଲେ । ସେହି ସମୟରେ ଯେମିତି ଯୁବତୀ ଜଣକ ଡ୍ରାଇଭରଙ୍କ ଉପରେ କିଛି ମି-ଛ ଆ-ରୋ-ପ ନଲଗାଇବେ ସେଥିପାଇଁ ସେ ନିଜ ଫୋନରେ ଭିଡିଓ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *