ମୁଖ୍ୟମନ୍ତ୍ରୀ Naveen Patnaik ସୃଷ୍ଟି କଲେ ଏକ ନୂଆ ଉଦାହରଣ, Ambulance ପାଇଁ କଲେ ଏମିତି କାମ, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର ,ବନ୍ଧୁଗଣ ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଜଣାଶୁଣା ମନ୍ତ୍ରୀ ଅଟନ୍ତି । ସେ ହେଉଛନ୍ତି ବିଜୁ ଜନତା ଦଳର ସର୍ବୋଚ୍ଚ ନେତା । ତାଙ୍କର ଯେତେ ପ୍ରଶଂସା କରିଲେ ମଧ୍ୟ ତାହା କମ ହେବ । ତାଙ୍କ ଦ୍ୱାରା ନିଆ ଯାଇଥିବା ପ୍ରତ୍ୟେକ ପଦକ୍ଷେପ ଲୋକ ମାନଙ୍କୁ ନୂତନ ଆଶା ର ସଞ୍ଚାର ଦେଇଛି । ଗରିବ ବ୍ୟକ୍ତି ଙ୍କ ପାଇଁ ସେ ସାକ୍ଷାତ ଭଗବାନ ଅଟନ୍ତି । ଗରିବ ବ୍ୟକ୍ତି ମାନଙ୍କ ପାଇଁ ସେ ବିଭିନ୍ନ ପ୍ରକାର ଯୋଜନା ଗୁଡ଼ିକ ବନାଇଛନ୍ତି ।


ଯାହାଦ୍ୱାରା କୌଣସି ବ୍ୟକ୍ତି ଭୋକ ଉପାସ ରେ ନିଜର ଜୀବନ ବିତାଉ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଉଚ୍ଚକୋଟୀର ରାଜନୀତିଜ୍ଞ ଅଟନ୍ତି । ଜଣେ ଭଲ ରାଜନୀତିଜ୍ଞ ହେବା ସହିତ ତାଙ୍କ ମନରେ ମାନବିକତା ମଧ୍ୟ ଜୀବିତ ରହିଛି । ଯାହାର ଜ୍ଵଳନ୍ତ ଉଦାହରଣ ମିଳିଛି ନିକଟରେ ଦେଖିବାକୁ ମିଳିଥିବା ଏକ ଦୃଶ୍ୟ ମାଧ୍ୟମରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନେ ତ ଜାଣିଥାନ୍ତି ଯେତେବେଳେ ରାସ୍ତା ରେ ଆମ୍ବୁଲାନ୍ସ ଯାଇଥାଏ ସେତେବେଳେ କିଛି ଏଭଳି ସାଧାରଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଗାଡ଼ି କୁ ଅଟକାଇ ନଥାନ୍ତି ଅଥବା ଆମ୍ବୁଲାନ୍ସ କୁ ଯିବାକୁ ମଧ୍ୟ ଦିଅନ୍ତି ନାହିଁ । କିନ୍ତୁ ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟ କରିଛନ୍ତି ଯାହାଦ୍ୱାରା ତାଙ୍କ ମଧ୍ୟରେ ଥିବା ମାନବିକତା ର ସ୍ପଷ୍ଟ ଝଲକ ଦେଖିବାକୁ ମିଳିଛି । ବାସ୍ତବରେ ଘଟଣା ଟି ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଜରୁରୀକାଳୀନ କାର୍ଯ୍ୟ ଯୋଗୁଁ ଗାଡ଼ି ଦ୍ଵାରା ରାସ୍ତା ରେ ଯାଉଥିବା ସମୟ ରେ ଏକ ଆମ୍ବୁଲାନ୍ସ ପଛରୁ ଆସୁଥିଲା ।

ଯାହାଦ୍ୱାରା ସ୍ୱୟଂ ମୁଖ୍ୟମନ୍ତ୍ରୀ ନିଜର ଗାଡି ଅଟକାଇଥିଲେ ଏବଂ ଆମ୍ବୁଲାନ୍ସ କୁ ଯିବାକୁ ଦେଇଥିଲେ । ଜରୁରୀକାଳୀନ ସେବା ସଂସ୍ଥା କୁ ଯେଉଁ ସ୍ଥାନରେ ସାଧାରଣ ବ୍ୟକ୍ତି ଯିବାକୁ ଦିଅନ୍ତି ନାହିଁ ସେହି ସ୍ଥାନରେ ମୁଖ୍ୟମନ୍ତ୍ରୀ ଏଭଳି କାର୍ଯ୍ୟ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣ ନିଜର ମତାମତ କଣ ରଖିବେ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *