”ମୋ ବଡବାପା ମରିଗଲେ ଦେଖିବାକୁ ଆସିଲେନି , ଏ କି ସାବିତ୍ରୀ ” ଅନୁଭବ ମହାନ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁଯାୟୀ ସୁପର ଷ୍ଟାର ଅନୁଭବ ମହାନ୍ତି ତାଙ୍କ ପୋଷ୍ଟ ବ୍ୟବଧ ରେ କିଛି ବିଷୟ ସୋସିଆଲ ମିଡିଆ ସାମନାରେ କହିଛନ୍ତି । ସାବିତ୍ରୀ ବ୍ରତ ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ତାଙ୍କ ପୋଷ୍ଟ କୁ ଏନି ଜନସାଧାରଣ ମଧ୍ୟରେ ସଞ୍ଚାରଣ ଦେଖାଯାଉଥିବା ବେଳେ ଅନୁଭବ ମହାନ୍ତି ତାଙ୍କ ପୋଷ୍ଟ ସମ୍ବନ୍ଧରେ ସ୍ପଷ୍ଟ ଧାରଣ ଦେଇଛନ୍ତି ।

” ମୋ ବଡବାପା ମରିଗଲେ ଏ ଦେଖିବାକୁ ଆସିଲେନି  ….  ଏ କି ସାବିତ୍ରୀ ”  କହିଥିବା କଥା ବେସ୍ ଟ୍ରୋଲ ହେଉଛି ।ଅନୁଭବଙ୍କ କହିବା ଅନୁସାରେ ଗତ କିଛି ଦିନ  ହେଲା ତାଙ୍କ ବଡବାପା ଯଥା ମାଡ୍ୟାମଙ୍କ ବଡଶଶୁର ଙ୍କ ଦେହ ଅସୁସ୍ଥ ଥିଲା ଏବଂ ସେ ତାଙ୍କୁ ଦେଖିବାକୁ ବି ଆସିଲେନି । ତେବେ ଏହି ପରି ନାରୀ ସାବିତ୍ରୀ ବ୍ରତ କଣ ପାଇଁ ପାଳନ କରୁଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି କି ମୁଁ ନାରୀମାନଙ୍କୁ କହୁନାହିଁ କାରଣ ମୁଁ ମୋର ମା ‘ ଙ୍କୁ ବା ସାବିତ୍ରୀ ମାତାଙ୍କୁ କଦାପି ଖରାପ ବ୍ୟବହାର  କରିପାରିବି ହିଁ ନାହିଁ । ମୁଁ ସାନ ବେଳୁ  ହିଁ ସାବିତ୍ରୀ ବ୍ରତ ସମ୍ବନ୍ଧରେ ଘର ଲୋକଙ୍କ ଦ୍ଵାରା କାହାଣୀ ଭାବରେ ଶୁଣୁଥିଲି କି କିପରି ସାବିତ୍ରୀ ମା ସତ୍ୟବାନକୁ ବଞ୍ଚାଇବା ପାଇଁ  ଯମଙ୍କ ସହ ସଙ୍ଗର୍ଷ କରିଥିଲେ । ଶେଷରେ ଯମକୁ ହିଁ ହାର ମାନିବାକୁ ପଡିଥିଲା । ତେବେ ଆଜି ର ନାରୀ ତାହାକୁ କାହିଁକି ବୁଝିପାରୁନାହାନ୍ତି ।

ଆଜି ମୋତେ ସମାଜରେ କ୍ରୀମିନାଲ  ଭାବରେ କରିବାକୁ ପଛଉ ନାହାନ୍ତି । ତେଣୁ ମୁଁ ମୋ ପୋଷ୍ଟରେ ପ୍ରଥମେ ସାବିତ୍ରୀ ବହି ଟିକୁ ପଢନ୍ତୁ ତେବେ ଯାଇ ସାବିତ୍ରୀ ବ୍ରତ କରନ୍ତୁ ବୋଲି କହିଛି । ଅନୁଭବଙ୍କ କହିବା ଅନୁସାରେ ଆଜି ବି ସତ୍ୟ ସାବିତ୍ରୀ ଓ ସତ୍ୟବାନ ଅଛନ୍ତି ଏବଂ କିଛି ଠକ ସାବିତ୍ରୀମାନେ ବି ଅଛନ୍ତି ଯେଉଁମାନେ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । ମୋ ବଡବାପା ଙ୍କ ଦେହ ବହୁତ ଖରାପ ଥିଲା ସେ ଥରେ  ହେଲେ ଦେଖିବାକୁ ଆସିନାହାନ୍ତି ।

ବଡଶଶୁର ଆଜି ଦୁନିଆରେ ନାହାନ୍ତି ଥରେ ଟିଏ ଆସିଲେନି  ତେବେ ମୁଁ ଯେଉଁ ପୋଷ୍ଟ କରିଛି ସେଥିରେ କୋଣସି ଭୁଲ ଅଛି ମୁଁ ଭାବୁନି । ତେବେ ଅନୁଭବଙ୍କ କଥା ଆପଣମାନେ ସହମତ ଅଛନ୍ତି କି ଆମକୁ କମେଣ୍ଟ କରି ଜଣାନ୍ତୁ । ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।   

Leave a Reply

Your email address will not be published. Required fields are marked *