ଯଦି ନିଜେ ନିଜକୁ ଆପଣ ବୁଦ୍ଧିମାନ ଭାବୁଛନ୍ତି ତା ହେଲେ ଆମେ ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ଆଣିଛୁ ଯାହା ଆପଣଙ୍କ ବୁଦ୍ଧିକୁ ଦୋହଲାଇ ଦେବ । ଏହା ପୂର୍ବରୁ ଆପଣ ବହୁତ ପ୍ରଶ୍ନ ଆଉ ପଜଲ ଖେଳି ଜିତିଥିବେ କିନ୍ତୁ ଇଏ ସବୁଠାରୁ ଅଲଗା । ଇଏ ଏମିତି ଗୋଟେ ଫଟୋ ଅଟେ ଯେଉଁଥିରେ ଗୋଟେ ଝିଅକୁ ଖୋଜିବାକୁ ହେବ । ଏହି ଲୁଚି ଥିବା ଝିଅକୁ ଖୋଜିବାକୁ ଚେଷ୍ଟା କରି ୧୦୦ ରୁ ୯୯ ଫେଲ ହୋଇଛନ୍ତି । ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜି ବାହାର କର ।
ଫଟୋରେ ଲୁଚିଥିବା ଝିଅକୁ ଖୋଜିବାରେ ଆପଣଙ୍କ ବୁଦ୍ଧି ହଜିଯିବ
ସେମିତିରେ ତ ଆପଣ ଆଜି ଯାଏଁ ବହୁତ ପ୍ରଶ୍ନର ଉତ୍ତର ଠିକ୍ କରିଥିବେ କିନ୍ତୁ ଏମିତି କିଛି ପ୍ରଶ୍ନ ଓ ପଜଲ ଥାଏ ଯାହାକୁ ଠିକ୍ କରିବା ଅସମ୍ଭବ ହୋଇଥାଏ । ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜିବାରେ ଆପଣଙ୍କ ବୁଦ୍ଧି ହଜିଯିବ । ଏଥିରେ ଆପଣଙ୍କୁ ଗୋଟେ ଝିଅକୁ ଖୋଜିବାର ଅଛି । ଯଦି ଆପଣ ନିଜେ ନିଜକୁ ପ୍ରଶ୍ନ ଓ ପଜଲର ବାଜିଗର୍ ଭାବନ୍ତି ତା ହେଲେ ଆଜି ଆମ୍ଭେମାନେ ଆପଣଙ୍କୁ ଗୋଟିଏ ଫଟୋ ଦେଖାଇବାକୁ ଯାଉଛୁ ।
ଏହି ଫଟୋରେ ଗୋଟେ ଝିଅ ପାର୍କ ଲୁଚି ରହିଛି । ଆପଣଙ୍କୁ ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜିବାର ଅଛି । ପ୍ରଥମ ନଜରରେ ସାଧାରଣ ଦେଖାଯାଉଥିବା ଏହି ଫଟୋରେ ଗୋଟିଏ ଝିଅ ଲୁଚି ରହିଛି । ଯାହାକୁ ଖୋଜିବା ପ୍ରୟାସରେ 100 ରୁ 99 ଲୋକ ଫେଲ ହୋଇଛନ୍ତି ।
ଏଇଠି ଲୁଚି ରହିଛି ଝିଅ
ସାମାଜ ନେଟୱାର୍କିଂ ୱେବସାଇଟ ରେଡିଟରେ ଜଣେ ୟୁଜର ଏହି ଫଟୋକୁ ଅପଲୋଡ଼ କରିଥିଲେ । ସେ ଲୋକଙ୍କୁ ଏଥିରେଫଟୋରେ ଲୁଚିଥିବା ଝିଅକୁ ଖୋଜିବା ପାଇଁ ଚ୍ୟାଲେଞ୍ଜ ଦେଇଥିଲେ । ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଫଟୋରେ ଲୁଚିଥିବା ଝିଅକୁ ସାହେ ରୁ ଜଣେ ବ୍ୟକ୍ତି ହିଁ ଖୋଜି ପାଇଛନ୍ତି ।
ଯଦି ଆପଣ ଏପର୍ଯ୍ୟନ୍ତ ଏହି ଫଟୋରେ ଲୁଚି ରହିଥିବା ଝିଅକୁ ଖୋଜି ପାଇ ନାହାଁନ୍ତି ଆପଣଙ୍କୁ କହି ଦେଉଛୁ କି ଝିଅଟି ଗଛର ଦେହକୁ ଲାଗିକରି ତଳେ ବସି ରହିଛି । ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଫଟୋକୁ ସୋସିଆଲ ମିଡ଼ିଆରେ ବହୁତ ଲୋକ ଦେଖି ସାରିଛନ୍ତି । ଲୋକମାନେ ଏହି ଫଟୋକୁ ସେୟାର କରି ନିଜ ସାଙ୍ଗ ମାନଙ୍କୁ ବି ଚ୍ୟାଲେଞ୍ଜ ଦେଉଛନ୍ତି । ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।