ଅଣ୍ଡାର ହଳଦିଆ ଅଂସ, ଜାଣନ୍ତୁ କେଉଁ ଲୋକଙ୍କ ପାଇଁ ହେଇଥାଏ ବିପଜ୍ଜନକ

ଅଣ୍ଡାର ହଳଦିଆ ଭାଗକୁ ଜର୍ଦି ନାମରେ ମଧ୍ୟ ଲୋକ ଜାଣନ୍ତି ଓ ଈଂଲିଶ ଭାଷାରେ ଏହାକୁ egg yolk କୁହାଯାଏ । ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସ ଅନୁସାରେ ,ଅଣ୍ଡାର ହଳଦିଆ ଅଂଶକୁ ଖାଇବା ଦ୍ଵାରା ଇନଫେକ୍ସନର ଡର କେତେ ଗୁଣା ପର୍ଯ୍ୟନ୍ତ ବଢ଼ି ଯାଇଥାଏ । ଏହି ଡର ଆପଣଙ୍କୁ ସେତେବେଳେ ବେଶି ହୋଇଥାଏ ଯେତେବେଳେ ଆପଣ ଅଣ୍ଡାକୁ କଞ୍ଚା ସେବନ କରିଥାଆନ୍ତି ।

 

ଇନଫେକ୍ସନର ଡର ସେତେବେଳେ ବି ଅଧିକ ରହିଥାଏ ଯେବେ ଅଣ୍ଡାର ସେବନ ୪୦ ଡିଗ୍ରୀର ତାପମାନରେ କରା ଯାଇଥାଏ । ସିଡ଼ିସି ଅନୁସାରେ ଏହା ମଧ୍ୟ କୁହାଯାଇଛି କି କମଜୋର ଇମ୍ୟୁନ ସିଷ୍ଟମ ବାଲାଙ୍କ ପାଇଁ ଅଣ୍ଡାର ହଳଦିଆ ଭାଗର ସେବନ କରିବା କ୍ଷତିକରକା ହୋଇଥାଏ ।

ସିଡ଼ିଶି ଅନୁସାରେ ଏଚଆଇଭି ପୀଡ଼ିତଙ୍କ ପାଇଁ ଓ ଅର୍ଗାନ ଟ୍ରାନ୍ସପ୍ଳାଣ୍ଟ ହୋଇଥିବା ଲୋକ ଅଣ୍ଡାର ହଳଦିଆ ଅଂଶକୁ ଖାଇବାରୁ ବଞ୍ଚନ୍ତୁ । ଏମିତି ଲୋକଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ହିଁ କମଜୋର ହୋଇ ଯାଇଥାଏ । ଯେଉଁ ଲୋକଙ୍କୁ ଡାଇବେଟିସର ସମସ୍ୟା ଅଛି ତାଙ୍କୁ ବି ଅଣ୍ଡାର ହଳଦିଆ ଅଂଶକୁ ଖାଇବା କଥା ନୁହେଁ । କାହିଁକି ନା ଅଣ୍ଡାର ହଳଦିଆ ଭାଗରେ କୋଲେଷ୍ଟ୍ରୋଲର ମାତ୍ରା ଅଧିକ ଥାଏ ।

ଯଦି ଡାଇବେଟିସର ରୋଗୀ ଅଣ୍ଡାର ହଳଦିଆ ଭାଗର ସେବନ ନିୟମିତ ରୂପରେ କରୁଛନ୍ତି ଯଦି ତେବେ କିଛି ଦିନ ପରେ ତାଙ୍କୁ ଡାଇରିଆ , ଜର , ପେଟ ବିନ୍ଧା ଜନିତ ସମସ୍ୟା ବି ଦେଖା ଦେଇଥାଏ । ଏଥିପାଇଁ ସ୍ଵାସ୍ଥ୍ୟ ପ୍ରତି ନଜର ଅନ୍ଦାଜ ନକରି ଅଣ୍ଡା ଖାଇବାରୁ ଦୁରେଇ ରୁହନ୍ତୁ ।

 

ଯଦି ଆପଣ ଅଣ୍ଡାର ହଳଦିଆ ଭାଗର ନିୟମିତ ରୂପରେ ଅଧିକ ମାତ୍ରାର ସେବନ କରୁଛନ୍ତି ତେବେ ଏହା ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ବଢେଇ ଦେଇଥାଏ ଯାହା ଆପଣଙ୍କୁ ହୃଦୟ ଜନିତ ରୋଗର ଶିକାର ବଡ଼ ଆରାମରେ କରିପାରେ । ସେଥିପାଇଁ ଅଣ୍ଡାରୁ ଦୂରେଇ ରୁହନ୍ତୁ ଯେଉଁ ମାନଙ୍କର ଅସୁବିଧା ସେମାନେ ଖାଇବା ଉଚିତ ନୁହେଁ ଓ ଅଣ୍ଡା ମଧ୍ୟ ଗରମ ଜାତୀୟ ଖାଦ୍ୟ ଅଟେ ଏହାକୁ ଅଧିକ ସେବନ କରିବା ଠିକ ନୁହେଁ ସେଥିପାଇଁ ଅଣ୍ଡାକୁ ଦେଖି ଚାହିଁ ଖାଇଲେ କିଛି ଅସୁବିଧା ହେବ ନାହିଁ । ଯଦି ଏହି ତଥ୍ୟ ଆପଣଙ୍କୁ ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ । ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *