ଲାଗିଲା ସର୍ତ୍ତ! ଏହି ଫଟୋରେ ଲୁଚିଥିବା ଝିଅକୁ ଆପଣ ଖୋଜି ପାରିବେନି, ୧୦୦ ରୁ ୯୯ ହେଇଛନ୍ତି ଫେଲ

ଯଦି ନିଜେ ନିଜକୁ ଆପଣ ବୁଦ୍ଧିମାନ ଭାବୁଛନ୍ତି ତା ହେଲେ ଆମେ ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ଆଣିଛୁ ଯାହା ଆପଣଙ୍କ ବୁଦ୍ଧିକୁ ଦୋହଲାଇ ଦେବ । ଏହା ପୂର୍ବରୁ ଆପଣ ବହୁତ ପ୍ରଶ୍ନ ଆଉ ପଜଲ ଖେଳି ଜିତିଥିବେ କିନ୍ତୁ ଇଏ ସବୁଠାରୁ ଅଲଗା । ଇଏ ଏମିତି ଗୋଟେ ଫଟୋ ଅଟେ ଯେଉଁଥିରେ ଗୋଟେ ଝିଅକୁ ଖୋଜିବାକୁ ହେବ । ଏହି ଲୁଚି ଥିବା ଝିଅକୁ ଖୋଜିବାକୁ ଚେଷ୍ଟା କରି ୧୦୦ ରୁ ୯୯ ଫେଲ ହୋଇଛନ୍ତି । ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜି ବାହାର କର ।

ଫଟୋରେ ଲୁଚିଥିବା ଝିଅକୁ ଖୋଜିବାରେ ଆପଣଙ୍କ ବୁଦ୍ଧି ହଜିଯିବ

ସେମିତିରେ ତ ଆପଣ ଆଜି ଯାଏଁ ବହୁତ ପ୍ରଶ୍ନର ଉତ୍ତର ଠିକ୍ କରିଥିବେ କିନ୍ତୁ ଏମିତି କିଛି ପ୍ରଶ୍ନ ଓ ପଜଲ ଥାଏ ଯାହାକୁ ଠିକ୍ କରିବା ଅସମ୍ଭବ ହୋଇଥାଏ । ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜିବାରେ ଆପଣଙ୍କ ବୁଦ୍ଧି ହଜିଯିବ । ଏଥିରେ ଆପଣଙ୍କୁ ଗୋଟେ ଝିଅକୁ ଖୋଜିବାର ଅଛି । ଯଦି ଆପଣ ନିଜେ ନିଜକୁ ପ୍ରଶ୍ନ ଓ ପଜଲର ବାଜିଗର୍ ଭାବନ୍ତି ତା ହେଲେ ଆଜି ଆମ୍ଭେମାନେ ଆପଣଙ୍କୁ ଗୋଟିଏ ଫଟୋ ଦେଖାଇବାକୁ ଯାଉଛୁ ।

ଏହି ଫଟୋରେ ଗୋଟେ ଝିଅ ପାର୍କ ଲୁଚି ରହିଛି । ଆପଣଙ୍କୁ ଏହି ଫଟୋରେ ଲୁଚିଥିବା ଝିଅକୁ ଖୋଜିବାର ଅଛି । ପ୍ରଥମ ନଜରରେ ସାଧାରଣ ଦେଖାଯାଉଥିବା ଏହି ଫଟୋରେ ଗୋଟିଏ ଝିଅ ଲୁଚି ରହିଛି । ଯାହାକୁ ଖୋଜିବା ପ୍ରୟାସରେ 100 ରୁ 99 ଲୋକ ଫେଲ ହୋଇଛନ୍ତି ।

ଏଇଠି ଲୁଚି ରହିଛି ଝିଅ

ସାମାଜ ନେଟୱାର୍କିଂ ୱେବସାଇଟ ରେଡିଟରେ ଜଣେ ୟୁଜର ଏହି ଫଟୋକୁ ଅପଲୋଡ଼ କରିଥିଲେ । ସେ ଲୋକଙ୍କୁ ଏଥିରେଫଟୋରେ ଲୁଚିଥିବା ଝିଅକୁ ଖୋଜିବା ପାଇଁ ଚ୍ୟାଲେଞ୍ଜ ଦେଇଥିଲେ । ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଫଟୋରେ ଲୁଚିଥିବା ଝିଅକୁ ସାହେ ରୁ ଜଣେ ବ୍ୟକ୍ତି ହିଁ ଖୋଜି ପାଇଛନ୍ତି ।

ଯଦି ଆପଣ ଏପର୍ଯ୍ୟନ୍ତ ଏହି ଫଟୋରେ ଲୁଚି ରହିଥିବା ଝିଅକୁ ଖୋଜି ପାଇ ନାହାଁନ୍ତି ଆପଣଙ୍କୁ କହି ଦେଉଛୁ କି ଝିଅଟି ଗଛର ଦେହକୁ ଲାଗିକରି ତଳେ ବସି ରହିଛି । ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଫଟୋକୁ ସୋସିଆଲ ମିଡ଼ିଆରେ ବହୁତ ଲୋକ ଦେଖି ସାରିଛନ୍ତି । ଲୋକମାନେ ଏହି ଫଟୋକୁ ସେୟାର କରି ନିଜ ସାଙ୍ଗ ମାନଙ୍କୁ ବି ଚ୍ୟାଲେଞ୍ଜ ଦେଉଛନ୍ତି । ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *