ଦିନରେ ନିର୍ବନ୍ଧ ରାତିରେ ହାତଗଣ୍ଠି ! ଲୁଚି ଲୁଚି ଏତେ ତରବରରେ କିଆଁ ବାହାହେଲେ ବିଧାୟକ Dibya Shankara ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚର୍ଚା ନସରୁଣୁ ହାତରେ ହାତ ଛନ୍ଦି ପଡିଗଲା ହାତଗଣ୍ଠି । ହଁ ବନ୍ଧୁଗଣ ଆମେ ଅନ୍ୟ କେଉଁ ବାହାଘର ବିଷୟରେ ଏଠାରେ ଆଲୋଚନା କରୁନୁ । ଆମେ କଥା ହେଉଛି ଜୁନାଗଡ ବିଧାୟକ ବିଦ୍ୟଶଙ୍କର ମିଶ୍ରଙ୍କର ବାହାଘର ସମ୍ପର୍କରେ ! ତେବେ ତେବେ ଫେବୃଆରି ୨୫ ତାରିଖରେ ଉଭୟ ବିଧାୟକ ଦିବ୍ୟଶଙ୍କର ଓ ପ୍ରିୟଙ୍କାଙ୍କ ବାହାଘର ହୋଇଛି ।

ତେବେ ପୁରୀ ସ୍ଥିତ ପିପିଲି ଠାରେ ଏକ ରିସର୍ଟରେ କେବଳ ଘର ପରିବାର ତଥା ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ଏତେ ବଡ କ୍ଯାପଟେନ ତଥା ବିଧାୟକ ହୋଇ ମଧ୍ୟ ନିଜର ଦିତୀୟ ବାହାଘରକୁ ଆଡମ୍ବରପୂର୍ଣ୍ଣ ନକରି କେବଳ ଘର ପରିବାର ମଧ୍ୟରେ ହିଁ ସୀମିତ ରଖିଥିଲେ । ତେବେ କ୍ଯାପଟେନ ଦିବ୍ୟଶଙ୍କର ଦିତୀୟ ବାହାଘରର ଖବର ମିଳୁ ମିଳୁ ଏହି କଥାକୁ ନେଇ ଏବେ ସବୁଆଡେ ଚର୍ଚା ହେବାରେ ଲାଗିଛି ।

ତେବେ ଚର୍ଚାର ଅନ୍ତ ଘଟି ନାହିଁ । ହେଲେ ବିବାହ ବନ୍ଧନରେ ୨ ପ୍ରେମ ପକ୍ଷୀ କ୍ଯାପଟେନ ଓ ପ୍ରିୟଙ୍କାଙ୍କର ମିଲନ ହୋଇସାରିଛି । ତେବେ କ୍ଯାପଟେନ ଦିବ୍ୟଶଙ୍କରଙ୍କର ଏହା ଦିତୀୟ ବିବାହ ହୋଇଥିବା ବେଳେ ପ୍ରିୟଙ୍କାକର ମଧ୍ୟ ଏହା ଦିତୀୟ ବିବାହ ଅଟେ ବୋଲି ସବୁଆଡେ ଚର୍ଚା ହେଉଛି । ତେବେ କ୍ଯାପଟେନ ନିଜ ପ୍ରଥମ ସ୍ତ୍ରୀଙ୍କୁ ୧୦ ବର୍ଷ ତଳୁ ହିଁ ଛାଡପତ୍ର କରିବା ସହ ସେ ବାହା ହେଇଥିବା ଯୁବତୀ ମଧ୍ୟ ତାଙ୍କ ପ୍ରଥମ ସ୍ଵାମୀଙ୍କୁ ଛାଡପତ୍ର ଦେଇସାରିଛନ୍ତି ।

ତେବେ ଏହାରି ମଧ୍ୟରେ ଦିବ୍ୟଶଙ୍କରଙ୍କର ଏକ ୨୦ ବର୍ଷ ବୟସର ପୁଅଟିଏ ମଧ୍ୟ ଅଛି । ତେବେ ବିବାହକୁ ଆଡମ୍ବର ସହକାରେ କରାଯାଇନଥିଲେ । ସୁଦ୍ଧା ବିବାହ  ବୈଦିକ ରୀତିନୀତିରେ ହେବା କଥା ସେହିପରି ହିଁ କରଯାଇଥିଲା । ତେବେ ଗୋଟିଏ ଦିନରେ ହିଁ ଉଭୟ ନିର୍ବନ୍ଧ ଓ ବାହାଘର କାର୍ଯ୍ୟ ସମ୍ପର୍ଣ୍ଣ କରଯାଇଥିଲା । ତେବେ ଉଭୟ କ୍ଯାପଟେନ ଦିବ୍ୟଶଙ୍କର ଓ ପ୍ରିୟଙ୍କାଙ୍କ ପ୍ରେମ ସମ୍ପର୍କ ଆଗରୁ ରହିଥିଲା ବୋଲି ଚର୍ଚା ଉଠିଥିଲା ।

ତେବେ ନିଜ ବିବାହକୁ ନେଇ ପୂର୍ବରୁ କ୍ଯାପଟେନ ଦିବ୍ୟଶଙ୍କର ମଧ୍ୟ ଶୀକୃତି ଦେଇ ହଁ ବୋଲି ନିଜ ମୁହଁରୁ ହିଁ ସ୍ଵୀକାର କରିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହେବା ସହ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ କ୍ଯାପଟେନ ଦିବ୍ୟଶଙ୍କର ଓ ଓ ତାଙ୍କ ପ୍ରିୟଙ୍କ ଯୋଡି ଆପଣଙ୍କୁ କିପରି ଲାଗୁଛି । କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *