Baripada ଓ Balasore ରେ ଆତଙ୍କ ! ପ୍ରଚଣ୍ଡ ଶବ୍ଦରେ ଥରିଲା ଘର, କବାଟ ଓ ଝରକା, ଭୟରେ ଲୋକେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାଲେଶ୍ଵର ଓ ବାରିପଦା ଜିଲ୍ଲାରେ ଶୁଣିବାକୁ ମିଳିଛି ପ୍ରଚଣ୍ଡ ଶବ୍ଦ । ତେବେ ହଁ ବନ୍ଧୁଗଣ ଏପରି କିଛି ଆବାଜର ଶବ୍ଦ ଶୁଣି ଆଖପାଖ ସ୍ଥାନୀୟ ଲୋକ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ । ତେବେ କଣ ଏହି ଶବ୍ଦ ତାହା ତ ଏବେ ପର୍ଯ୍ୟନ୍ତ ଭଲ ଭାବରେ ସ୍ପଷ୍ଠ ହୋଇପାରିନାହିଁ । ତେବେ ଏପରି ଏକ ଭୟାନକ ବିସ୍ଫୋରଣ ଶବ୍ଦ ଶୁଣି ଘରେ ରହି ଥିବା ଲୋକମାନେ ଘର ବାହାରକୁ ପଳାଇ ଆସିଥିଲେ ।

ଏହା ସହିତ ଡାକ୍ତରଖାନାରେ ଥିବା ରୋଗୀ ମଧ୍ୟ ବାହାରକୁ ଚାଲି ଆସିଥିଲେ । ତେବେ ହଟାତ ସବୁକିଛି ଶୂନଶାନ ଥିବା ଅବସ୍ତାରେ ପରିବେଶ ମଧ୍ୟ ବହୁତ ଶାନ୍ତ ଥିଲା । ତେବେ ଯେଝାକାମରେ ଯେଝା ମଧ୍ୟ ବ୍ୟସ୍ତ ଥିଲେ । ତେବେ ହଟାତ ଭାବରେ ଜୋର କରି ଏକ ଭୟାନକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଯାହାକି ବାଲେଶ୍ଵର ଓ ବାରିପଦା ସହରରେ ଶୁଣିବାକୁ ମିଳିଥିଲା । ତେବେ ଗତ ବର୍ଷ ମଧ୍ୟ ଏପରି ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା ।

ତେବେ କେନ୍ଦୁଝର, ଯାଜପୁର ଓ ଭଦ୍ରକରେ ମଧ୍ୟ ଏପରି କିଛି ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ ଗଛରେ ବସିଥିବା ଚଢେଇ ମଧ୍ୟ ଏହି ପ୍ରଚଣ୍ଡ ଛାତିଥରା ଭୟାନକ ଶବ୍ଦ ଶୁଣିକି ପୁରା ଭୟଭୀତ ହୋଇ ଉଡିକି ପଳାଇଥିଲେ । ତେବେ କଣ ଏହି ଶବ୍ଦ ଓ କେଉଁଠାରୁ ଏହା ଘଟିଥିଲା ? ତାହା ଜାଣିବାକୁ ସମସ୍ତଙ୍କ ମନରେ ଏକ କୌତୁହଳ ଲାଗି ରହିଛି ।

ତେବେ ଯାହାକୁ ନେଇ ଏବେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ତେବେ ସ୍ଥାନୀୟ ଲୋକଙ୍କର ମଧ୍ୟ ପ୍ରସାଶନ ପାଖରେ ଦାବୀ ରହୁଛି । ଏହା କି ଯେ କଣ ଏହି ପ୍ରଚଣ୍ଡ ଛାତିଥରା ଶବ୍ଦ ତାହାର ସଠିକ ଭାବରେ ସ୍ପଷ୍ଟୀକରଣ କରି ଚିହ୍ନଟ କରନ୍ତୁ । ଯାହା ଦ୍ଵାରା କେଉଁଠାରୁ ଏହି ଶବ୍ଦ ଶୁଣିବାକୁ ମିଳିଥିଲା ।

ତେବେ ଏହି ଶବ୍ଦ ଏତେ ମାତ୍ରାରେ ପ୍ରଚଣ୍ଡ ଥିଲା କି ଯେପରି ଏହି ଶବ୍ଦରେ ବିଶାଳକାୟ ଆକାଶ ମଧ୍ୟ ଯେପରି ଫାଟିଯିବ । ସେହିଭଳି ଲାଗୁଥିଲା ବୋଲି ସ୍ଥାନୀୟ ଲୋକଙ୍କ ଶୁଣିବାକୁ ମିଳିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *