ହୋଟେଲ South City ରେ ହୋଇଥିଲା Manish ଙ୍କ ହତ୍ୟାର ଷଡ଼ଯନ୍ତ୍ର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ମନୀଷ ଅନୁରାଗ ମୃ-ତ୍ୟୁ ମାମଲା । ପାତ୍ରପଡାସ୍ଥିତ ସାଉଥ ସିଟି ହୋଟେଲକୁ ସିଲ୍ କଲା କମିଶନରେଟ ପୋଲିସ । ହୋଟେଲରେ ତମାଣ୍ଡୋ, ଲକ୍ଷ୍ମୀସାଗର ଓ ଇନଫୋସିଟି ଥାନା ପୋଲିସର ତ-ଦ-ନ୍ତ ଆରମ୍ଭ କରିଛନ୍ତି । ବିଭିନ୍ନ କାଗଡପତ୍ର ଯା-ଞ୍ଚ ସହ ସିସିଟିଭି ଆଧାରରେ ଛା-ନ-ଭି-ନ କରୁଛି ପୋଲିସ । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ।

ତେବେ ସୂଚନା ଅନୁଯାୟୀ ଶନିବାର ରାତିରୁ ମନୀଷ କେଉଁଆଡ଼େ ନି-ଖୋ-ଜ ଥିଲେ। ନି-ଖୋ-ଜ ନେଇ ଇନଫୋସିଟି ଥାନାରେ ଅ-ଭି-ଯୋ-ଗ ହୋଇଥିଲା। ହେଲେ କୌଣସି ପତ୍ତା ମିଳିନଥିଲା । ଶେଷରେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳର ଏକ ପୋଖରୀରରେ ନବୀନଙ୍କ ବଡ ପୁଅ ମନୀଷ ଅନୁରାଗଙ୍କ ମୃ-ତ-ଦେ-ହ ଭା-ସୁ-ଥି-ବା ଦେଖିବାକୁ ମିଳିଥିଲା । ପାତ୍ରପଡ଼ା ମା ନମନକଣି ପୋଖରୀରୁ ସ-ନ୍ଦେ-ହ-ଜ-ନ-କ ଅବସ୍ଥାରେ ତାଙ୍କ ମୃ-ତ-ଦେ-ହ ଉ-ଦ୍ଧା-ର କରାଯାଇଥିଲା।

ମୃ-ତ-ଦେ-ହ ଉଦ୍ଧାର କରି ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ତ-ଦ-ନ୍ତ ଆରମ୍ଭ କରିଛି । ମନୀଷ ଅନୁରାଗଙ୍କୁ କେହି ହ-ତ୍ୟା କରି ପୋଖରୀରେ ପକାଇ ଦେଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି। ତେବେ ସେପଟେ ବରିଷ୍ଠ ସାମ୍ବାଦିକ ନବୀନ ଦାସ କହିଛନ୍ତି କି ମୋ ପୁଅକୁ ହ-ତ୍ୟା କରାଯାଇଛି । ଭୋଜି କରିବା ନାରେ ମନୀଷର ସାଙ୍ଗମାନେ ତାକୁ ଡାକିନେଇ ହ-ତ୍ୟା କରିଛନ୍ତି ।

ଏ ବୟସରେ ପୁଅକୁ ହରାଇବାର କଷ୍ଟ ଖୁବ ବେଦନାଦାୟକ । ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଦୋ-ଷୀ-ଙ୍କୁ ଖୁବଶୀଘ୍ର ଧରିବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସେ କହିଛନ୍ତି କି ପୋଲିସ ଉପରେ ଯଥେଷ୍ଟ ଭରଷା ଅଛି, ଆଇନକୁ ମୁଁ ସମ୍ମାନ ଦିଏ । ଆଶା କରୁଛି ପୋଲିସ ଅ-ପ-ରା-ଧୀ ହ-ତ୍ୟା-କ-ରୀ-ମାନଙ୍କୁ ସାମ୍ନାକୁ ଆଣିବ । ଆଉ ମାତ୍ର ମାସେ ପରେ ତାର ବିବାହ ହୋଇଥାନ୍ତା । କିନ୍ତୁ ତାହା ଅଧୁରା ରହିଗଲା ।

ମନୀଷର ଶେଷ ଫୋନ ରବିବାର ଭୋର ୪.୧୧ରେ ଆସିଥିଲା । ସେ କହୁଥିଲା ମୋତେ ମା-ର-ଧ-ର କରିଛନ୍ତି । ପୁଅର ବି-ୟୋ-ଗ-ରେ ଖୁବ ବେଦନା ଦେଇଛି । ଆପଣମାନଙ୍କ ଠାରୁ ଯେତିକି ସମବେଦନା ପାଇଛି ସେଥିପାଇଁ ସମସ୍ତଙ୍କୁ ଦୁଃଖ ବାଣ୍ଟୁଛି ।’ ତେବେ ପୋଲିସ ବର୍ତ୍ତମାନ ସାଉଥ ସିଟି ର ହୋଟେଲ କୁ ସିଲ କରି ତାର ସିସିଟିଭି ଫୁଟେଜ କୁ ଚେକ କରି ଏବଂ ମନିଷ କାହା କାହା ସହ ଥିଲେ ସେ ସବୁ ତ-ଦ-ନ୍ତ ଆରମ୍ଭ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *