ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶବକୁ କାହିଁକି ଏକୁଟିଆ ଛଡ଼ାଯାଏ ନାହିଁ ? Garuda Puran

ବନ୍ଧୁଗଣ ଏହି ସଂସାରରେ ସମସ୍ତ ପ୍ରାଣୀ ଜନ୍ମ ହୋଇଥାନ୍ତି ଓ ପରଲୋକକୁ ମଧ୍ୟ ଯାଇଥାନ୍ତି । ଏହି ଦୁନିଆର ଶ-ବ-ୁଠାରୁ କଠିନ ସତ୍ୟ ହେଉଛି ଏହି ଦୁନିଆର ସମସ୍ତ ପ୍ରାଣୀଙ୍କୁ ଦିନେ ନା ଦିନେ ପରଲୋକକୁ ଯିବାକୁ ହେବ । ବନ୍ଧୁଗଣ ହିନ୍ଦୁଧର୍ମରେ ଯେଉଁ ମଣିଷର ଦେ-ହା-ନ୍ତ ହୋଇଥାଏ ତାର ସ-ବକୁ ଜଳା ଯାଇଥାଏ ଏହା ବ୍ଯତୀତ ଯଦି କୌଣସି ମଣିଷର ଦେ-ହା-ନ୍ତ ସୂର୍ଯ୍ୟଅସ୍ତ ପରେ ହୋଇଥାଏ ତା ହେଲେ ତାକୁ ତା ପର ଦିନ ଜଳା ଯାଇଥାଏ ।ବନ୍ଧୁଗଣ ଆପଣ ମାନେ ଏହି କଥା ତ ନିଶ୍ଚୟ ଜାଣିଥିବେ ଯଦି କୌଣସି ମଣିଷର ଦେ-ହା-ନ୍ତ ସନ୍ଧ୍ୟା ପରେ ହୋଇଥାଏ ତା ହେଲେ ତାର ଶ-ବ-କୁ ଏକା ଛଡା ଯାଇନଥାଏ ।

ହେଲେ ଆପଣ ମାନେ କଣ ଏହାର କାରଣ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମଣିଷର ଦେ-ହା-ନ୍ତ ସହ ଜଡିତ ସମସ୍ତ ତଥ୍ୟ ଗରୁଡ ପୁରାଣରେ ଉଲ୍ଲେଖ କରାଯାଇଛି । ଯଦି କୌଣସି ମଣିଷର ଦେ-ହା-ନ୍ତ ସନ୍ଧ୍ୟା ପରେ ହୋଇଥାଏ ତା ହେଲେ ତାର ଶ-ବ-କୁ ପରଦିନ ଜଳା ଯାଇଥାଏ ।

ଏହା ବ୍ଯତୀତ ଯଦି କୌଣସି ମଣିଷର ଦେ-ହା-ନ୍ତ ପଞ୍ଚକ ସମୟରେ ହୋଇଥାଏ ତା ହେଲେ ମଧ୍ୟ ଶ-ବ-କୁ କିଛି ସମୟ ପର୍ଯ୍ୟନ୍ତ ଘର ମଧ୍ୟରେ ରଖାଯାଇଥାଏ । ଯେତେବେଳେ ପଞ୍ଚକ କାଳ ସମାପ୍ତ ହୋଇଥାଏ ସେତେବେଳେ ସେହି ଶ-ବ-ର ସତ୍କାର କରାଯାଇଥାଏ ।

କାରଣ ବନ୍ଧୁଗଣ ଗରୁଡ ପୁରାଣ ଅନୁସାରେ ଯଦି କୌଣସି ଶ-ବ-ର ସତ୍କାର ସନ୍ଧ୍ୟା ପରେ ବା ପଞ୍ଚକ ସମୟରେ କରାଯିବ ତା ହେଲେ ତାକୁ ମୋକ୍ଷପ୍ରାପ୍ତି ହେବ ନାହିଁ । ସେଥିପାଇଁ ବନ୍ଧୁଗଣ ଯଦି କାହାର ରାତ୍ରି କଳାରେ ଦେ-ହା-ନ୍ତ ହୋଇଥାଏ ତା ହେଲେ ଶ-ବ-କୁ ରାତିରେ ନେଇ ଶ୍ମଶାନକୁ ଯାଇନଥାନ୍ତି ତାକୁ କିଛି ସମୟ ପାଇଁ ଘର ମଧ୍ୟରେ ରଖାଯାଇଥାଏ ।

ଶ-ବ-କୁ ଘରେ ରଖିବା ସମୟରେ ଏକା ଛଡା ଯାଇନଥାଏ । ଏହାର ମୁଖ୍ୟ କାରଣ ହେଉଛି ଯଦି ଶ-ବ-କୁ ଏକା ଛଡା ଯିବ ତା ହେଲେ କୁକୁର ବା ବିଲେଇ ଆଦି ପ୍ରାଣୀ ଶ-ବ-କୁ କ୍ଷତି ପହଞ୍ଚାଇବେ । ଗରୁଡ ପୂରଣ ଅନୁସାରେ ଯଦି ଶ-ବ ସହ ଏହି କାମ ହୋଇଥାଏ ତା ହେଲେ ଶ-ବ-କୁ ନର୍କରେ ରହି ମଧ୍ୟ ଏହି ଯନ୍ତ୍ରଣା ସହିବାକୁ ପଡିବ ।

ଏହା ସହିତ ଯଦି କୌଣସି ଶ-ବ-ର ପୁତ୍ର ତା ପାଖରେ ନଥିବ ତା ହେଲେ ପୁତ୍ର ଆସିବା ପର୍ଯ୍ୟନ୍ତ ଶ-ବ-କୁ ଘରେ ରଖାଯାଇପାରିବ । କାରଣ ପୁତ୍ର ହିଁ ସେହି ଶ-ବ-ର ସତ୍କାର କରିବା ଉଚିତ । ଏହା ବ୍ଯତୀତ ଯଦି କୌଣସି ଶ-ବ-ର ସତ୍କାର ରାତ୍ରି ସମୟରେ କରାଯିବ ତା ହେଲେ ସେହି ଆତ୍ମା ଅସୁର, ଦାନବ କିମ୍ବା ପିଶାଚରେ ପରିଣତ ହୋଇଯାଏ । ଯାହା ଫଳରେ ତାକୁ ବହୁତ କଷ୍ଟ ସହ୍ୟ କରିବାକୁ ପଡିଥାଏ । ବନ୍ଧୁଗଣ ଏହି କାରଣ ପାଇଁ ହିନ୍ଦୁ ଧର୍ମରେ ଶ-ବ-କୁ ରାତିରେ ସତ୍କାର କରନ୍ତି ନାହିଁ ଓ ଶ-ବ-କୁ ଏକା ଛାଡି ଯାଇନଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *