ଉଭୟ ବାପ-ପୁଅଙ୍କ ସହିତ ରୋମାନ୍ସ କରି ସାରିଛନ୍ତି Bollywood ର ଏହି 5 ଜଣ ହିରୋଇନ, 4 ନମ୍ବର Actress ଙ୍କ ନାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜର ସମସ୍ତ ଫିଲ୍ମରେ ଅଲଗା ଅଲଗା ଭୂମିକାରେ ନଜର ଆସିଛନ୍ତି । ଏମାନେ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବାପା-ପୁଅଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିଛନ୍ତି । ଏହି ଅଭିନେତ୍ରୀ ମାନେ ବଲିଉଡରେ ସଫଳତା ମଧ୍ୟ ହାସଲ କରିଛନ୍ତି ଓ ଆପଣ ମାନେ ଏହି ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ ।

ଆଜିଆମେ ଆପଣ ମାନଙ୍କୁ କେଉଁ ଅଭିନେତ୍ରୀ କେଉଁ ବାପା-ପୁଅ ସହ ରୋମାନ୍ସ କରିଛନ୍ତି ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । 

ଡିମ୍ପଲ କପାଡିଆ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଡିମ୍ପଲ କପାଡିଆ । ୮୦ ଓ ୯୦ ଦଶକରେ ଡିମ୍ପଲ ବହୁତ ସାରା ସୁପର ହିଟ ଫିଲ୍ମରେ ଅଭିନୟ କରିଥିଲେ । ସେହି ସମୟରେ ଡିମ୍ପଲ ବଲିଉଡର କେତେକ ଦିଗଜ ଅଭିନେତା ମାନଙ୍କ ସହ ଅଭିନୟ ପରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି  । ହେଲେ ବନ୍ଧୁଗଣ ଡିମ୍ପଲ ଅନସ୍କ୍ରିନ ଅଭିନେତା ବିନୋଦ ଖନାଙ୍କ ସହ ରୋମାନ୍ସ କରିବା ସହିତ ବିନୋଦଙ୍କ ପୁଅ ଅକ୍ଷୟ ଖନାଙ୍କ ସହ ମଧ୍ୟ ରୋମାନ୍ସ କରିଛନ୍ତି । 

ହେମା ମାଳିନୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଡ୍ରିମ ଗାର୍ଲ ହେମା ମାଳିନୀ । ଆପଣ ମାନେ ସମସ୍ତେ ହେମା ମାଳିନୀଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ହେମା ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ହେଲେ ହେମା ଅଭିନେତା ରାଜ କପୁରଙ୍କ ସହ ଫିଲ୍ମ ‘ସପନୋ କେ ସୌଦାଗର’ରେ ରୋମାନ୍ସ କରିବା ସହିତ ରାଜ କପୁରଙ୍କ ପୁଅ ରୁଷି କପୁରଙ୍କ ସହ ଫିଲ୍ମ ‘ହାଥ କି ସଫାଇ’ରେ ମଧ୍ୟ ରୋମାନ୍ସ କରିଥିବାର ନଜର ଆସିଛନ୍ତି । 

ଜୟାପ୍ରଦା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ଜୟାପ୍ରଦା । ଜୟାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଗୋଟେ ସମୟରେ ଜୟା ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ବହୁତ ଫିଲ୍ମରେ ରୋମାନ୍ସ କରିଥିବାର ନଜର ଆସିଥିଲେ ହେଲେ ଅନ୍ୟ ପକ୍ଷରେ ଜୟା ଧର୍ମେନ୍ଦ୍ରଙ୍କ ପୁଅ ସନି ଦେଓଲଙ୍କ ସହ ଫିଲ୍ମ ‘ବିରତା’ରେ ମଧ୍ୟ ମୁଖ୍ୟ ଅଭିନେତ୍ରୀ ରୂପେ କାମ କରିଛନ୍ତି । 

ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମାଧୁରୀ ବଲିଉଡର ବହୁତ ଦିଗଜ ଅଭିନେତାଙ୍କ ସହ କାମ କରିଛନ୍ତି । ଫିଲ୍ମ ‘ଦୟାବାନ’ରେ ମାଧୁରୀ ବିନୋଦ ଖନାଙ୍କ ସହ ବହୁତ ରୋମାନ୍ସ ସିନ୍ସ କରିଛନ୍ତି ଓ ଅନ୍ୟ ପକ୍ଷରେ ସେ ‘ମହବତ’ ଫିଲ୍ମରେ ବିନୋଦଙ୍କ ପୁଅ ଅକ୍ଷୟ ଖନାଙ୍କ ସହ ମଧ୍ୟ ରୋମାନ୍ସ କରିଛନ୍ତି । 

ଶ୍ରୀଦେବୀ- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଶ୍ରୀଦେବୀ । ବନ୍ଧୁଗଣ ଶ୍ରୀଦେବୀ ଫିଲ୍ମ ‘ନାକାବନ୍ଦ’ରେ ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ରୋମାନ୍ସ କରିଥିଲେ ତ ଅନ୍ୟ ପକ୍ଷରେ ଫିଲ୍ମ ‘ରାମ ଅବତାର’ରେ ସେ ଧର୍ମେନ୍ଦ୍ରଙ୍କ ପୁଅ ସନିଙ୍କ ସହ ରୋମାନ୍ସ କରିଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *