Bobby Mishra କହିଲେ ‘ସାହାଯ୍ୟ ନାଁ ରେ ଲଜ୍ୟା, Pintu Nanda ଙ୍କୁ ଠକିଲେ ଓଡିଆ ପ୍ରଯୋଜକ, ପୂର୍ବରୁ ଠକେଇରେ ରହିଛି ଲମ୍ବା ରେକର୍ଡ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାହାଜ୍ଯ ନାମରେ ଲଜ୍ୟା । ଅଭିନେତା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଗୁରୁତର ସମୟରେ ସାହାଜ୍ଯ ନାମରେ ଠକିଲେ । ତେବେ ସୂଚନା ଅନୁସାରେ ଗଣ ମାଧ୍ୟମ ନିକଟରେ ଅଭିନେତା ବବି ମିଶ୍ର କହିଛନ୍ତି । ଯେ ପିନ୍ଟୁର ସ୍ଵାସ୍ଥ ଅବସ୍ତା ଖରାପ ସମୟରେ ଜଣେ ଓଡିଆ ଫିଲ୍ମ ପ୍ରଯୋଜକ ୫୦ ହଜାର ଟଙ୍କାରେ ଏକ ଚେକ ଦେଇଗଲା । ତାପରେ ଏପରି ଭାବରେ ଚେକ ଦେଇଥିବା ଲୋକଟି ଇମୋସୋନାଲ ଅଭିନୟ କରୁଥାଏ ।

ଯିଏ ଦେଖିବ ଭାବିବ ପିନ୍ଟୁଙ୍କ ପାଇଁ ସତରେ ଏହି ଲୋକଟି ବହୁତ ଚିନ୍ତା କରୁଛି । ତେବେ ପିନ୍ଟୁଙ୍କ ହାତକୁ ୫୦ ହଜାର ଟଙ୍କାର ଚେକତା ବଢାଇ ଦେଇ ତମେ ମୋ ଦାଦା ମୁଁ ତମ ପୁତୁରା କହି ଇମସୋନାଲ ଡ୍ରାମା କ୍ରିକେଟ କରିଲା । ତାପରେ ସେହି ନମ୍ବରରେ ଫୋନ କରିଲା ପରେ ଲୋକଟି ଇଆଡୁ ସିଆଡୁ କହିଲା । ତେବେ ୫୦ ହଜାର ଚେକଟି ବାଉନ୍ସ  ହୋଇଗଲା । ତେବେ ଅଭିନେତା ବବି ମିଶ୍ର ଏଠାରେ କହି ରଖିଛନ୍ତି ।

ଏହା କି ଯେ ଯେ ପାଞ୍ଚେ ପରମନ୍ଦ ତାହା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ । ତେବେ ଯିଏ ଯାହା ପାଇଁ କରିବ ଭଗବାନ ମଧ୍ୟ ସେହି ଲୋକକୁ ସେହି ଅନୁସାରେ ଫଳ ନିହାତି ଭାବରେ ଦେବେ । ତେବେ ଜଣେ ବ୍ୟକ୍ତିର ଏପରି ସ୍ଵାସ୍ଥବସ୍ତା ଗୁରୁତର ଥିବା ସମୟରେ ତାହା ସହିତ ଏପରି ଭାବରେ ସାହାଜ୍ଯ ନାମରେ ଠକେଇ କରିବା କେତେ ଦୂର ଠିକ ହେଉଛି ବୋଲି ବବି ମିଶ୍ର ଗଣ ମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି ।

ତେବେ ଏହା ଏକ ବହୁତ ବଡ ହାସ୍ୟସ୍ପଦ ତଥା ଲଜ୍ୟାଜନକ କଥା ଅଟେ । ଜଣଙ୍କର ଇମୋସୋନକୁ ନେଇ ଖେଳିବା ଜମାରୁ ମଧ୍ୟ ଠିକ ନୁହେଁ ବୋଲି ବବି ମିଶ୍ର କହିଛନ୍ତି । ତେବେ ବବି ମିଶ୍ର ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥ ସମ୍ପର୍କରେ ମଧ୍ୟ କିଛି ସୂଚନା ଦେଇଛନ୍ତି । ତେବେ ତାଙ୍କ କହିବା ଅନୁଯାଇ ପିନ୍ଟୁର ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଲିଭର ଡୋନରର ଖୋଜା ଚାଲିଛି ।

ତେବେ ପ୍ରଥମେ ପିନ୍ଟୁ ଦିଲ୍ଲୀ ଯାଇ ସେଠାରେ ତା’ ର ସ୍ଵାସ୍ଥ ଅବସ୍ଥାର ଚିକିତ୍ସା କରାଯିବ । ତାପରେ ପିନ୍ଟୁର ପରିବାର କିମ୍ବା ସମ୍ପର୍କୀୟ ମଧ୍ୟରୁ କେହି ଜଣେ ଲିଭର ଦେଲେ । ତାପରେ ଲିଭର ଟ୍ରାନ୍ସପ୍ଳାଣ୍ଟ କରାଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *