Liver ଖରାପ ହେବା ପୂର୍ବରୁ ଶରୀର ଦେଇଥାଏ ଏହି 3 ଟି ସଙ୍କେତ, ସମୟ ଥାଇ ହୁଅନ୍ତୁ ସାବଧାନ ନହେଲେ ଭୋଗିବେ ଭୟଙ୍କର ପରିଣାମ…

ବନ୍ଧୁଗଣ, ସାଧାରଣତଃ ଲିଭର ଆମ୍ଭ ଶରୀରର ସବୁଠାରୁ ମହତ୍ଵପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଗୋଟିଏ ଅଟେ । ଏହା ଆମ୍ଭ ଶରୀରରେ ୫ ଟି ଫଙ୍ଗସନରେ ସାହାର୍ଯ୍ୟ କରିଥାଏ । ଲିଭରରେ କୌଣସି ପ୍ରକାରର ଅସୁବିଧା ଉତ୍ପନ୍ନ ହେଲେ ଶରୀରରେ ଏହାର ଅନେକ ଲକ୍ଷଣ ପରିଲକ୍ଷିତ ହୋଇଥାଏ । ଲିଭରରେ କୌଣସି ସମସ୍ୟା ଆସିବାକୁ ଲାଗିଲେ ଶରୀର ଲିଭର ହିସାବରେ ଅଲଗା ଅଲଗା ଲକ୍ଷଣ ଦେଇଥାଏ ।

ଯାହା କି ସମୟ ପୂର୍ବରୁ ଜାଣିବା ବହୁତ ଜରୁରୀ ହୋଇଥାଏ । ଯଦି ଆପଣ ଜାଣିନିଅନ୍ତି ଯେ ଲିଭର କୁ ଡ୍ୟାମେଜ ହେବାରୁ ବଞ୍ଚାଇ ପାରିବେ । ମାତ୍ର ଆପଣଙ୍କୁ ଏହି ଲକ୍ଷଣ ସମ୍ବନ୍ଧରେ ଜାଣିବା ପୂର୍ବରୁ ଲିଭର ସମ୍ବନ୍ଧରେ କିଛି ବିଶେଷ କଥା ଜାଣିବା ଆବଶ୍ୟକ । ବୟସ୍କ ଲୋକଙ୍କ ଠାରେ ଲିଭରର ଓଜନ ୧ କିଲୋ ୩୦୦ ଗ୍ରାମରୁ ଆରମ୍ଭ କରି ୧ କିଲୋ ୬୦୦ ଗ୍ରାମ ପର୍ଯ୍ୟନ୍ତ ରହିଥାଏ ।

ଏହା ଶରୀରରେ ବିଷାକ୍ତ ପଦାର୍ଥ କୁ ପିତ ରୂପରେ ଫିଲ୍ଟର କରିଥାଏ ଏବଂ ଏହା ମଳ ତଥା ମୂତ୍ର ଆକାରରେ ଶରୀରରୁ ବାହାରକୁ ବାହାର କରିଥାଏ । ଲିଭର ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ଠାରୁ ବଞ୍ଚାଇ ଥାଏ । ଏବଂ ଅଜଣାରେ ଖାଉଥିବା ବିଷାକ୍ତ ପଦାର୍ଥ ର ଦୂଷପ୍ରଭାବ କୁ ମଧ୍ୟ ନିଷ୍କ୍ରିୟ କରିବା ନିମନ୍ତେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଲିଭର ଦ୍ଵାରା ପ୍ଲାଜମା ଗ୍ଳୁକୋଜ ଏବଂ ଏମୋନିଆର ଅସ୍ତ୍ରକୁ ନିୟନ୍ତ୍ରିତ କରାଯାଇଥାଏ ।

ଏହି ଏମୋନିଆ ସେତେବେଳେ ହୋଇଥାଏ ଶରୀରରେ ଯେତେବେଳେ ମଧ୍ୟ ମନୁଷ୍ୟକୁ ପରିସ୍ରା ଲାଗିଥାଏ ଯଦି ସେ ୨ ଘଣ୍ଟା ପର୍ଯ୍ୟନ୍ତ ପରିସ୍ରା କୁ ବାହାରକୁ ବାହାର କରିନଥାଏ । ସେତେ ବେଳେ ୟୁରିକ ୟୁରିଆ ରେ ଖତରନାକ ଏମୋନିଆ ଭାବରେ ପରିବର୍ତ୍ତନ ହୋଇଯାଇଥାଏ । ଏହାର ସାଧାରଣ ଅର୍ଥ ଏହା ଯେ ଯଦି ମନୁଷ୍ୟକୁ ପରିସ୍ରା ଲାଗୁଛି ତେବେ ସେ ୨ ଘଣ୍ଟା ପର୍ଯ୍ୟନ୍ତ ସେ ପରିସ୍ରା କରି ନେଉଛି ତେବେ ତାହା ଠିକ ଅଛି,

ମାତ୍ର ଯଦି ସେ ୨ ଘଣ୍ଟା ପରେ ପରିସ୍ରା କରନ୍ତି ତେବେ ସେହି ୟୁରିନ ଶରୀରରେ ଏମୋନିଆର ଉତ୍ପାଦନ ଆରମ୍ଭ କରିଦେଇଥାଏ । ଏହି ଏମୋନିଆକୁ କଣ୍ଟ୍ରୋଲ କରିବାର କାର୍ଯ୍ୟ ମଧ୍ୟ ଲିଭର କରିଥାଏ ।  ତେବେ ଆସନ୍ତୁ ଜାଣିବା ଲିଭର ବିମାରୀର ସେହି ୩ ଟି ବିଶେଷ ଲକ୍ଷଣ ସମ୍ବନ୍ଧରେ ଯାହା ଜୀବନ ନିମନ୍ତେ ଘାତକ ସାବ୍ୟସ୍ଥ ହୋଇ ମୃ-ତ୍ୟୁର କାରଣ ହୋଇଥାଏ ।

୧;- ହାତ ଏବଂ ପାଦ ଫୁଲିଯିବା । ଲିଭର ରେ ଯେତେବେଳେ ସମସ୍ୟା ହୋଇଥାଏ ସେତେବେଳେ ମନୁଷ୍ୟ କୁ ଗ୍ୟାସ, ଏସିଡିଟି, ଏବଂ ପେଟ ଭାରି ମଧ୍ୟ ହୋଇଯାଇଥାଏ ।

୨;- ଓଜନ କମିବା ଗାଢ ଅଥବା ହଳଦିଆ ପରିସ୍ରା ହେବା । ଲଗାତାର ଥକିଯିବା, ଭୋକ ଲାଗିବା, ଶରୀରରେ ଉତ୍ତାପ ବଢିଯିବା, ଅଧିକ ଲକ୍ଷଣ ମଧ୍ୟ ସାମିଲ ହୋଇଥାଏ । ଏହା ବ୍ୟତୀତ ଲିଭର ର ଖରାବ ହେବାର ଅନେକ ଲକ୍ଷଣ ରହିଥାଏ । ଏବଂ କେବେ କେବେ କିଛି ଲକ୍ଷଣ ଦେଖାଯାଇନଥାଏ ।

୩;- ପେଟର ନାଭିର ଉପର ଭାଗରେ ଦରଦ ହୋଇଥାଏ । ସାଧାରଣ ଭାବରେ ବହୁତ କଷ୍ଟ ହୋଇଥାଏ ଏବଂ ଫ୍ଲୁ ଭଳି ଲକ୍ଷଣ ଦେଖାଯାଇଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *