Personality Test- ଜଣଙ୍କ ନାମ ଭାବି ବାଛନ୍ତୁ 1 ନମ୍ବର ଦେଖିବା ଆପଣଙ୍କ ପାଇଁ ତାଙ୍କ ମନରେ କଣ ଅଛି ?

ବନ୍ଧୁଗଣ, ଅନେକ ସମୟରେ ଆମ୍ଭେ ନିଜ ପସନ୍ଦ ର ଲୋକ ସହିତ କୌଣସି ନା କୌଣସି କାରଣ ବଶତ କଥା କହିନଥାଉ, ତେବେ ସେମାନେ ଆମ୍ଭ ବିଷୟରେ କଣ ଚିନ୍ତା କରିଥାନ୍ତି ? ଆମ୍ଭେ ଚାହିଁଥାଉ ସମସ୍ତ ବିଷୟ ଜାଣିବା ନିମନ୍ତେ । ଜରୁରୀ ନୁହେଁ ଯେ କେବଳ ସେମାନେ ବନ୍ଧୁ ହିଁ ରହିଥିବେ ଶତ୍ରୁ ମଧ୍ୟ ଥିବେ କିଛି । ଏଠାରେ ୪ ଟି ନମ୍ବର ରହିଅଛି ସେଥିରୁ ଗୋଟିଏ ବାଛନ୍ତୁ ଏବଂ ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ ଯେ ସେ ଆପଣଙ୍କ ସମ୍ବନ୍ଧରେ କ’ଣ ଚିନ୍ତା କରୁଛନ୍ତି ?

୧;- ଯଦି ଆପଣ ପ୍ରଥମ ନମ୍ବର କୁ ବାଚିଛନ୍ତି ତେବେ ଆପଣଙ୍କ ମନର ମଣିଷ ଆପଣଙ୍କ ପାଇଁ ପଜେଟିଭ ଚିନ୍ତା କରୁଛନ୍ତି ତଥା କିଛି ମଧ୍ୟ ନେଗେଟିଭ ଚିନ୍ତା କରୁନାହାଁନ୍ତି । ସେ ବୁଝୁଛନ୍ତି ଯେ ଆପଣଙ୍କ ଜୀବନରେ ବହୁତ କିଛି ସମସ୍ୟା ରହିଅଛି ଏବଂ ଆପଣ ସେ ସବୁକୁ ବହୁତ ଭଲ ଭାବରେ ନିଭାଇଥାନ୍ତି । ଆପଣ ନିଜେ ବହୁତ ଦୁଃଖୀ ରହିଥାନ୍ତି କିନ୍ତୁ ସାମ୍ନାରେ ଥିବା ଲୋକଙ୍କୁ କେବେ ମଧ୍ୟ ଜାଣିବାକୁ ସୁଯୋଗ ଦେଇ ନଥାନ୍ତି ଯେ ଆପଣଙ୍କ ମନରେ କେତେ ଦୁଃଖ ଅଛି ।

ଆପଣ ନିଜ ପ୍ରୋବ୍ଲେମ କୁ କେବେ ମଧ୍ୟ କାହା ସହିତ ସେୟାର ନକରି ନିଜ ମଧ୍ୟରେ ରଖିଥାନ୍ତି ଏହି ଜିନିଷ ତାଙ୍କୁ ଭଲ ଲାଗେ ନାହିଁ । ଏହି ବ୍ୟକ୍ତି ଆପଣଙ୍କୁ ବହୁତ ଭଲ ପାଆନ୍ତି, କେୟାର କରନ୍ତି ତଥା ବହୁତ ଚିନ୍ତା କରିଥାନ୍ତି ଆପଣଙ୍କର । ସେ ଟେନସନରେ ରହିଥାନ୍ତି ଆପଣଙ୍କୁ ନେଇ ଏହି ବ୍ୟକ୍ତି ଆପଣଙ୍କର ଏକ ପ୍ରକୃତ ବନ୍ଧୁ ହୋଇପାରନ୍ତି । କାରଣ ଏହି ବ୍ୟକ୍ତି ଆପଣଙ୍କ ଦୁଃଖ କୁ ବୁଝି ପାରନ୍ତି । ଯେଉଁ ବ୍ୟକ୍ତି ଆପଣଙ୍କ ଦୁଃଖ କୁ ବୁଝେ ସେହି ବ୍ୟକ୍ତି ସବୁଠାରୁ ଭଲ ମଣିଷ ହୋଇଥାଏ ।

୨;- ଯଦି ଆପଣ ଦ୍ଵିତୀୟ ନମ୍ବର କୁ ପସନ୍ଦ କରିଛନ୍ତି ତେବେ, ଆପଣ ଯାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେ ଆପଣଙ୍କ ଜୀବନସାଥି ତଥା ଲାଇଫ ପାର୍ଟନର ଅଟନ୍ତି । ଏହି ବ୍ୟକ୍ତି ଆପଣଙ୍କୁ ଏକ ନ୍ୟାୟପ୍ରିୟ ବ୍ୟକ୍ତି ଭାବନ୍ତି । ଆପଣଙ୍କ ମନରେ ସବୁବେଳେ ଅନ୍ୟ ନିମନ୍ତେ ଭଲ ହିଁ ରହି ଆସିଛି । ଆପଣ ଉତ୍ତମ ହିଁ କରିବେ ତଥା ଯେଉଁଠିକୁ ଯିବେ କିଛି ପଜେଟିଭ ହିଁ କରିବେ । କେବେ ଅନ୍ୟର ଖରାପ ମଧ୍ୟ ଚିନ୍ତା କରିବେ ନାହିଁ । ଜୀବନରେ ଆପଣ ଏଭଳି ଏମିତି ସିଚୁଏସନ ଦେଇ ଗତି କରନ୍ତି ଯେଉଁଠାରେ ମନୁଷ୍ୟ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥାଏ । ମାତ୍ର ଆପଣ ନିଜକୁ ସବୁବେଳେ ସଠିକ ରାସ୍ତା ରେ ରଖିଛନ୍ତି ।

୩;- ଯଦି ଆପଣ ୩ ନମ୍ବର କୁ ବାଚିଛନ୍ତି ତେବେ, ଏହି ବ୍ୟକ୍ତି ଆପଣଙ୍କୁ ନିଜର ସବୁକିଛି ଭାବିଥାନ୍ତି । ଆପଣ କିଛି ଏଭଳି ଚିନ୍ତା କରିଛନ୍ତି ଯେ ଆପଣଙ୍କ ଏନର୍ଜି ପଜେଟିଭ ରହିଅଛି । ଏହି ବ୍ୟକ୍ତି ଜଣକ ଆପଣଙ୍କୁ ବହୁତ ସୁନ୍ଦର ଭାବନ୍ତି । ଏହା ଏକ ପ୍ରକାରର ଆଟ୍ରାସନ ଅଟେ ତଥା ଭଲପାଇବା ଅଟେ । ଏହି ବ୍ୟକ୍ତି ଜଣକ ଆପଣଙ୍କୁ ଜଲ୍ଦି ମିଳିବାକୁ ଯାଉଅଛନ୍ତି । ଆପଣ ବହୁତ ସୁନ୍ଦର ଅଟନ୍ତି । ସେ ଆପଣଙ୍କୁ ନେଇ ଚିନ୍ତା କରିଥାନ୍ତି ଯେ ଆପଣଙ୍କ ସହିତ ଯିଏ ମଧ୍ୟ ବନ୍ଧୁତା କରିବ ସେ ବହୁତ ଲକି ହେବ । ଆପଣ କେବେ କିଛି କାହାଠାରୁ ଲୁଚାଇ ରଖନ୍ତି ନାହିଁ ।

୪;- ଯଦି ଆପଣ ୪ ନମ୍ବର କୁ ବାଛିଛନ୍ତି ତେବେ, ଆପଣ ଯାହାଙ୍କ ପାଇଁ ଚିନ୍ତା କରୁଛନ୍ତି ତାଙ୍କ ମନରେ ଆପଣଙ୍କୁ ନେଇ ଏକ ଏଭଳି ଚାବି ବନିଯାଇଛି ଯେ ଯେଉଁଥିରୁ ତାଙ୍କୁ ଲାଗୁଛି ଯେ ଆପଣ ନିଜ ଆଡୁ ତ କେବେ କିଛି କରିବେ ନାହିଁ । ଆପଣ ସମସ୍ୟା କୁ ସେହିଭଳି ଛାଡି ବାସ ଆରମ କରୁଛନ୍ତି । ଅଥବା ଅପେକ୍ଷା କରିଛନ୍ତି ସମୟର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *