Interesting GK Questions- ଲିପଷ୍ଟିକରେ କେଉଁ ପଶୁର ଚର୍ବି ମିଶିଥାଏ ? ସବୁଠୁ ବିଷାକ୍ତ ମାଛ କିଏ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ GK ସମ୍ବନ୍ଧୀୟ ପ୍ରଶ୍ନଉତ୍ତର ସମ୍ବନ୍ଧରେ କହିବାକୁ ଯାଉଛୁ ଯାହା ଛାତ୍ରଛାତ୍ରୀ ମାନଙ୍କ ପାଇଁ ବହୁତ ଲାଭ ଦାୟକ ଅଟେ । ସାଧାରଣତ କିଛି ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଆମ୍ଭେମାନେ ଜାଣିନଥାଉ ମାତ୍ର ତାହା ଆମର ଜାଣିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧:- କେଉଁ ପଶୁ ନିଜର ନାକ ଦ୍ଵାରା ପାଣି ପିଏ ?

ଉତ୍ତର :- ହାତୀ ।

୨:- ଭାରତ ର ଛୋଟ ତାଜମହଲ କାହାକୁ କୁହାଯାଏ ?

ଉତ୍ତର :- ବିବି କା ମକବରା ।

୩:- ମହାତ୍ମାଗାନ୍ଧୀ ଙ୍କ ପତ୍ନୀଙ୍କ ନାମ କ’ଣ ଥିଲା ?

ଉତ୍ତର :- କସ୍ତୁରବା ଗାନ୍ଧୀ ।

୪:- ଦୁନିଆର ସବୁଠାରୁ ବିଷାକ୍ତ ମାଛ କିଏ ?

ଉତ୍ତର :- ଷ୍ଟୋନ ଫିସ ।

୫:- କେଉଁ ଭାରତୀୟ ବ୍ୟାଙ୍କ ସର୍ବ ପ୍ରଥମେ ଚିନ ଦେଶରେ ନିଜର ଶାଖା ଖୋଲିଥିଲା ?

ଉତ୍ତର :- SBI ବ୍ୟାଙ୍କ ।

୬:- ଲିପ୍ ଷ୍ଟିକ୍ ରେ କେଉଁ ପଶୁର ଚର୍ବି ମିଶ୍ରିତ ହୁଏ ?

ଉତ୍ତର :- ଘୁଷୁରି ।

୭:- ଭାରତର ପ୍ରବେଶ ଦ୍ଵାର କେଉଁ ସହରକୁ କୁହାଯାଏ ?

ଉତ୍ତର :- ମୁମ୍ବାଇ ।

୮:- ଭାରତରେ ପ୍ରଥମ କମ୍ପ୍ୟୁଟର ର ସ୍ଥାପନ କେଉଁଠି କରାଯାଇଥିଲା ?

ଉତ୍ତର :- କୋଲକାତା ।

୯:- ଭାରତର ରାଜଧାନୀ ର ନାମ କ’ଣ ?

ଉତ୍ତର :- ମୁମ୍ବାଇ ।

୧୦:- ସବୁଠାରୁ କମ ଭୂକମ୍ପ କେଉଁ ଦେଶରେ ଆସିଥାଏ ?

ଉତ୍ତର:-:- ଭାରତରରେ ।

୧୧:- ଦୁନିଆରେ ସବୁଠାରୁ ଅଧିକ ଘୁଷୁରି ପାଳୁଥିବା ଦେଶ କେଉଁଟି ?

ଉତ୍ତର:- ଚୀନ ରେ ।

୧୨:- କେଉଁ ଦେଶ ପାଖରେ ସବୁଠାରୁ ଅଧିକ ହତିଆର ରହିଅଛି ?

ଉତ୍ତର:- ଇରାନ ପାଖରେ ସବୁଠାରୁ ଅଧିକ ହତିଆର ଅଛି ।

୧୩:- ଶରୀରର କେଉଁ ଅଙ୍ଗରେ ରକ୍ତ ହୋଇନଥାଏ ?

ଉତ୍ତର:- ନଖ ଏବଂ କେଶରେ ।

୧୪:- ଶାଶୁ ବୋହୂ ମନ୍ଦିର କେଉଁଠାରେ ସ୍ଥିତ ଅଛି
?

ଉତ୍ତର;- ଉଦୟପୁରରେ ।

୧୫:- ଲାଲ ବାହାଦୁର ଶାସ୍ତ୍ରୀ ଙ୍କର ସମାଧି ସ୍ଥଳ କୁ କେଉଁ ରୂପରେ ଜଣାଯାଇଥାଏ ?

ଉତ୍ତର;- ବିଜୟ ଘାଟ ନାମରେ ।

୧୬:- ଭାରତର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ କିଏ ?

ଉତ୍ତର;- ରାଜୀବଗାନ୍ଧୀ ।

୧୭:- କେଉଁ ପକ୍ଷୀର ପର ହୋଇ ନଥାଏ ?

ଉତ୍ତର;- କିବୀ ପକ୍ଷୀର ।

୧୮:- ଭାରତର ସବୁଠାରୁ ବଡ ବ୍ୟାଙ୍କ କେଉଁଟା ?

ଉତ୍ତର;- ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ ।

୧୯:- ଉତ୍ତର ପ୍ରଦେଶର ମୁଖ୍ୟ ଲୋକନୃତ୍ୟ କେଉଁଟା ?

ଉତ୍ତର;- ଚାଚରୀ ।

୨୦:- ବିବୋ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର;- ଚୀନ ର ।

୨୧:- କେଉଁ ଦେଶର ଲୋକେ ପବଜି ଖେଳନ୍ତି ନାହିଁ ?

ଉତ୍ତର;- ଚୀନ ଦେଶର ଲୋକେ ।

୨୨:- ମନୁଷ୍ୟ ସର୍ବପ୍ରଥମେ କେଉଁ ଫଳ କୁ ଖାଇଥିଲା ?

ଉତ୍ତର;- ଖଜୁରୀ ।

୨୩:- ପାକିସ୍ଥାନ ର ସବୁଠାରୁ ଧନୀ ଲୋକ କିଏ ?

ଉତ୍ତର;- ସାହିଦ ଖାନ ।

୨୪:- ହିମାଞ୍ଚଳ ପ୍ରଦେଶ ରେ କେଉଁ ଧର୍ମର ଲୋକଙ୍କର ଜନସଂଖ୍ୟା ସବୁଠାରୁ ଅଧିକ ଅଟେ ?

ଉତ୍ତର;- ହିନ୍ଦୁ ଧର୍ମର ।

୨୫:- କେଉଁ ଦେଶରେ ସବୁଠାରୁ ଅଧିକ ବାଉଁଶ ଗଛ ଦେଖିବାକୁ ମିଳିଥାଏ ?

ଉତ୍ତର;- ପାକିସ୍ଥାନ ।

Leave a Reply

Your email address will not be published. Required fields are marked *