ମୋ ସ୍ୱାମୀକୁ ଖୋଲା ଦେହ ଦେଖାଇ ଛଡ଼ାଇ ନେଲା ଏହି ଅଭିନେତ୍ରୀ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଟେନିସ ଖେଳାଳୀ ସାନିଆ ମିର୍ଜା ଓ ପାକିସ୍ତାନର କ୍ରିକେଟ ଖେଳାଳୀ ସୋଏବଙ୍କର ଦାମ୍ପତ୍ୟ ଜୀବନରେ ଫାଟକ ସୃଷ୍ଟି ହୋଇଥିବା ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟିଛି । ସାନିଆଙ୍କ ମତରେ  ପାକିସ୍ତାନର ଅଭିନେତ୍ରୀ  ମୋ ଠାରୁ ମୋ ସ୍ଵାମୀକୁ ଛଡାଇ ନେଇଛି । ଆମ ଦୂହିଁଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ପାକିସ୍ତାନ ଅଭିନେତ୍ରୀ ଆସିଥିବାରୁ ହିଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ।

ସାନିଆଙ୍କ କହିବା ଅନୁସାରେ ପାକିସ୍ତାନ ଅଭିନେତ୍ରୀ ତାଙ୍କ ଦାମ୍ପତ୍ୟ ଜୀବନରେ ତିକ୍ତତା ସୃଷ୍ଟି କରି ତାଙ୍କ ଜୀବନକୁ ଖରାପ କରିଦେଇଛି । ମୋ ସ୍ଵାମୀ ଏବେ ମୋ ସାଥିରେ ନ ରହି ମୋତେ ଛାଡି ପାକିସ୍ତାନ ଅଭିନେତ୍ରୀ ସହିତ ରହୁଛନ୍ତି । ଯାହା ହାତ ଧରି ଯାହା ଉପରେ ସେ ବିଶ୍ବାସ କରି ତାଙ୍କ ପାଇଁ ଭାରତରୁ ପାକିସ୍ତାନ ଆସିଥିଲେ ।

ସେ ଆଜି ଅନ୍ୟ ଜଣଙ୍କ ପାଇଁ ମୋ ବିଶ୍ବାସରେ ବିଶ ଦେଇ ମୋ ହାତ ଛାଡି ଦେଇଛନ୍ତି । ସାନିଆଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀକୁ ସାନିଆଙ୍କ ଠାରୁ ଅଧିକ ପାକିସ୍ତାନ ଅଭିନେତ୍ରୀ ସୁନ୍ଦର ଦେଖାଯାଉଛନ୍ତି । ସାନିଆଙ୍କ ସ୍ଵାମୀ ଓ ପାକିସ୍ତାନ ଅଭିନେତ୍ରୀଙ୍କର ଅନ୍ତରଙ୍ଗ ମୂହୁର୍ତ୍ତର ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସେହି ସବୁ ଫୋଟକୁ ସାନିଆ ଦେଖି ଆଦ୍ୱା ସହ୍ୟ କରିପାରୁନାହାନ୍ତି । ଏହି ସବୁ କାରଣକୁ ନେଇ ଆରମ୍ଭ ହୋଇଥିବା ବିଷୟ ପାଇଁ ଚର୍ଚିତ ଯୋଡି ଟେନିସ ତାରକା ସାନିଆ ଓ ପାକିସ୍ତାନର  କ୍ରିକେଟ ତାରକା ସୋଏବ ମଲ୍ଲିକ ଅଲଗା ହେବା ପାଇଁ ଯାଉଛନ୍ତି । ସାନିଆ ଓ ସୋଏବଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ହୋଇ ତିକ୍ତତା ସୃଷ୍ଟି କରିଥିବା ପାକିସ୍ତାନୀ ଅଭିନେତ୍ରୀ ଆୟେଷା ଉମରଙ୍କ ନାମ ଏବେ ଭାଇରାଲ ହେଉଛି ।

କେତେକ ଗଣ ମାଧ୍ୟମର ସୂଚନା ଅନୁଯାଇ ସାନିଆ ଓ ସୋଏବ ଅଲଗା ହୋଇ ତାଙ୍କର ଡିଭୋର୍ଷ ହୋଇଯାଇଛି । ସାନିଆ ମିର୍ଜା ଓ ସୋଏବ ମଲ୍ଲିକ ବ୍ୟକ୍ତିଗତ ସ୍ତରରେ କିଛି ସୂଚନା ଜଣାଇନାହାନ୍ତି । ଏହା ବ୍ଯତୀତ ସାନିଆ ମିର୍ଜା ଓ ସୋଏବଙ୍କର ମଧ୍ୟରେ ଥାର୍ଡ ପରସନ ଆୟେଷା ଉମରଙ୍କ ନାମ ଏବେ ଚର୍ଚାର ବିଷୟ ପାଲଟିଛି । ଯାହାଙ୍କ ପାଇଁ ସାନିଆ ଓ ସୋଏବ ଅଲଗା ହୋଇଛନ୍ତି ବୋଲି ମୂଳ କାରଣ ବୋଲି ଧରା ଯାଇଛି ।

ପାକିସ୍ତାନର ଗଣ ମାଧ୍ୟମର ସୂଚନା ଅନୁସାରେ ଆୟେଷା ଓ ସୋଏବଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଗଢି ଉଠିଛି । ଯେଉଁ କାରଣରୁ ଲୋକପ୍ରିୟ ଯୋଡି ସାନିଆ ଓ ସୋଏବ ଅଲଗା ହୋଇବାକୁ ଯାଉଛନ୍ତି । ସାନିଆର ସୋସିଆଲ ମିଡିଆ ସାଇଡ୍ ରେ ତାଙ୍କ ସ୍ଵାମୀ ସୋଏବଙ୍କର ଫୋଟ ଏବେ ଦେଖିବାକୁ ମିଳୁନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍ କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *