Odia Gk Questions- ଲାଇଫ ବୟ କେଉଁ ଦେଶର କମ୍ପାନୀ ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦୁନିଆରେ ଏପରି ବହୁ ସାରା କଥା ଲୁକ୍କାୟିତ ହୋଇ ରହିଥାଏ । ଯାହା ଜାଣିବା ଦ୍ଵାରା ବ୍ୟକ୍ତିର ଜ୍ଞାନବର୍ଦ୍ଧକ ହୋଇଥାଏ । କାରଣ ମନୁଷ୍ୟର ଶିଖିବା ପ୍ରକ୍ରିୟା କେବେବି ସରିନଥାଏ । ଜୀବନର ପ୍ରତ୍ଯେକଟି ମୂହୁର୍ତ୍ତରେ ସେ କିଛି ନା କିଛି କଥା ଜାଣିଥଥା । ତେବେ ଚାଲନ୍ତୁ ସେହିପରି କିଛି ଜ୍ଞାନପୂର୍ଣ୍ଣ ବର୍ଦ୍ଧକ କଥା ବିଷୟରେ ଆଲୋଚନା କରିବା । ୧ ;- ଚନ୍ଦ୍ରର ଆଲୋକ ପୃଥିବୀରେ ପହଞ୍ଚିବା ପାଇଁ କେତେ ସମୟ ଲାଗିଥାଏ ?

ଉ;- ଚନ୍ଦ୍ରର ଆଲୋକ ପୃଥିବୀରେ ପହଞ୍ଚିବା ପାଇଁ ୧ . ୩ ସେକେଣ୍ଡ ସମୟ ଲାଗିଥାଏ ।

୨ ;- ସୂର୍ଯ୍ୟର ଆଲୋକ ପୃଥିବୀରେ ପହଞ୍ଚିବା ପାଇଁ କେତେ ସମୟ ଲାଗିଥାଏ ?

ଉ ;-  ସୂର୍ଯ୍ୟର ଆଲୋକ ପୃଥିବୀରେ ପହଞ୍ଚିବା ପାଇଁ ୫୦୦ ସେକେଣ୍ଡ ସମୟ ଲାଗିଥାଏ ।

୩ ;- କାହାର ୫ ଟି ଆଖି ରହିଛି ?

ଉ;- ମହୁମାଛିର ୫ ଟି ଆଖି ରହିଛି ।

୪ ;- ଭାରତରେ କେତେ ଥର ନୋଟବନ୍ଦୀ ହୋଇଛି ?

ଉ ;- ଭାରତରେ ୩ ଥର ନୋଟବନ୍ଦୀ ହୋଇଛି ।

୫ ;- ସୂର୍ଯ୍ୟକିରଣରେ କେଉଁ ଭିଟାମିନ ରହିଛି ?

ଉ ;- ସୂର୍ଯ୍ୟ କିରଣରେ ଭିଟାମିନ D ରହିଛି ।

୬ ;- କେଉଁ ସାବୁନ ଭାରତରେ ଅଧିକ ବିକ୍ରି ହୋଇଥାଏ ?

ଊ ;- ଡେଟୋଲ ସାବୁନ ଭାରତରେ ଅଧିକ ବିକ୍ରି ହୋଇଥାଏ ।

୭ ;- Lifebuoy କେଉଁ ଦେଶର କମ୍ପାନୀ ?

 

ଉ ;- ଲାଇଫବୟ ଇଂଲଣ୍ଡ ଦେଶର କମ୍ପାନୀ ଅଟେ । ।

୮ ;- କେଉଁ ଦେଶ ସର୍ବାଧିକ ଲୁଣ ଉତ୍ପାଦନ କରିଥାଏ ?

ଉ ;- ଚୀନ ଦେଶ ସର୍ବାଧିକ ଲୁଣ ଉତ୍ପାଦନ କରିଥାଏ ।

୯ ;- କାଗଜର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ ;- କାଗଜର ଆବିଷ୍କାର ଚୀନ ଦେଶରେ ହୋଇଥିଲା ।

୧୦ ;- କେଉଁ ଦେଶର ଲୋକେ ସର୍ବାଧିକ ପିଆଜ ଖାଇଥାନ୍ତି ?

ଉ ;- ନରୱେ ଦେଶର ଲୋକେ ସର୍ବାଧିକ ପିଆଜ ଖାଇଥାନ୍ତି ।

୧୧ ;- କେଉଁ ସହରକୁ ସୁନାର ସହର କୁହାଯାଇଥାଏ ?

ଉ ;- ଅମୃତସର ସହରକୁ ସୁନାର ସହର ବୋଲି କୁହାଯାଇଥାଏ  ।

୧୨ ;- କ୍ଯାପଟେନ କୁଲ ନାମରେ କାହାକୁ ଜାଣିଥାଉ ?

ଉ ;- ଧୋନିକୁ କ୍ଯାପଟେନ କୁଲ ନାମରେ ଜାଣିଥାଉ।

 

୧୩ ;- କେଉଁ ରାଜ୍ୟ ଭାରତର ସୁନା ଖଣି ଭାବରେ ଜଣାଶୁଣା ?

ଉ ;- କର୍ଣ୍ଣାଟକ ରାଜ୍ୟ ଭାରତର ସୁନା ଖଣି ଭାବରେ ଜଣାଶୁଣା ।

୧୪ ;- ଭାରତରେ କେବେ ନୋଟବନ୍ଦୀ ହୋଇଥିଲା ?

ଉ ;- ଭାରତରେ ୨୦୧୬ ମସିହାରେ ନୋଟବନ୍ଦୀ କରଯାଇଥିଲା ।

୧୫ ;- ଗାନ୍ଧୀ ଜୟନ୍ତୀ କେବେ ପାଳନ କରାଯାଏ ?

ଉ ;- ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥାଏ ।

ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ ।  ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରିଦିଅନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *