Interesting Gk Questions – ଲେଖିଥାଏ କିନ୍ତୁ ପେନ ନୁହେଁ, ଚାଲିଥାଏ କିନ୍ତୁ ଗାଡି ନୁହେଁ, ଟିକଟକ କରେ କିନ୍ତୁ ଘଡି ନୁହେଁ, ତେବେ କୁହ ମୁଁ କିଏ ?

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ । ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ । ଆପଣ ପଢିବା ପରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣ ଏହାର ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।

୧: ଭାରତର ସବୁଠାରୁ ଉଚ୍ଚ ନ୍ୟାୟାଳୟ କଣ ଅଟେ ?
ଉ: ଭାରତର ସବୁଠାରୁ ଉଚ୍ଚ ନ୍ୟାୟାଳୟ ଆହ୍ଲାବାଦ ନ୍ୟାୟାଳୟ ଅଟେ ।

୨: ବିଶ୍ୱର ସବୁଠାରୁ ବଡ଼ ପାଚେରୀ କଣ ଅଟେ ?

ଉ: ବିଶ୍ୱର ସବୁଠାରୁ ବଡ଼ ପାଚେରୀ ଦ ଗ୍ରେଟ ୱାଲ ଅଫ ଚାଇନା ଅଟେ ।

୩: ନୀତି ଆୟୋଗର ଅଧକ୍ଷ କିଏ ହୋଇଥାଏ ?

ଉ: ନୀତି ଆୟୋଗର ଅଧକ୍ଷ ପ୍ରଧାନମନ୍ତ୍ରୀ ହୋଇଥାନ୍ତି ।

୪: ଦିଲ୍ଲୀ ଚଲୋ ଡାକରା କିଏ ଦେଇଥିଲେ?

ଉ: ଦିଲ୍ଲୀ ଚଲୋ ଡାକରା ସୁଭାଷ ଚନ୍ଦ୍ର ଵୋଷ ଦେଇଥିଲେ ।

୨୦: ଭାରତରେ ସବୁଠାରୁ ଅଧିକ ଚନ୍ଦନ ଗଛ କେଉଁ ରାଜ୍ୟରେ ଅଛି?

ଉ:  ଭାରତରେ ସବୁଠାରୁ ଅଧିକ ଚନ୍ଦନ ଗଛ କର୍ଣ୍ଣାଟକ ରାଜ୍ୟରେ ଅଛି।

୨୧: ମେଡିକାଲରେ ନାଲି ରଙ୍କର ଯୁକ୍ତ ଚିହ୍ନ କାହିଁକି ହୋଇଥାଏ ?

ଉ:ଏହା ରେଡ଼ କ୍ରସରକୁ ସୂଚାଏ ଓ ଏହା ଆପାତ କାଳୀନ ପରିସ୍ଥିତିରେ  ଆଗକୁ ଯିବାପାଇଁ ସହଜ ହୋଇଥାଏ ।

୨୨: କେଉଁ ପକ୍ଷୀର ପର ନଥାଏ?

ଉ: କିୱି ପକ୍ଷୀର ପର ନଥାଏ ।

୨୩: କଳା ଗୋଲାପ କେଉଁ ଦେଶରେ ଦେଖାଯାଏ?

ଉ: କଳା ଗୋଲାପ ତୁର୍କୀ ଦେଶରେ ଦେଖାଯାଏ ।

୨୪: ଆମୀରର କିଲ୍ଲା କେଉଁଠାରେ ଅବସ୍ଥିତ ?

ଉ: ଆମୀରର କିଲ୍ଲା ରାଜସ୍ଥାନରେ ଅବସ୍ଥିତ ।

୨୫. ଲେଖିଥାଏ କିନ୍ତୁ ପେନ ନୁହେଁ,

ଚାଲିଥାଏ କିନ୍ତୁ ଗାଡି ନୁହେଁ

ଟିକଟକ କରେ କିନ୍ତୁ ଘଡି ନୁହେଁ

ତେବେ ମୁଁ କିଏ ?

ଉତ୍ତର – ଟାଇପ ରାଇଟର

୨୬: କେଉଁ ଦେଶର ମହିଳାମାନେ ସବୁଠାରୁ ସୁନ୍ଦରୀ ହୋଇଥାନ୍ତି ?

ଉ: ଭାରତର ମହିଳାମାନେ ସବୁଠାରୁ ସୁନ୍ଦରୀ ହୋଇଥାନ୍ତି ।

୨୭: ମେଘାଳୟର ରାଜଧାନୀର ନାମ କଣ ଅଟେ ?

ଉ: ମେଘାଳୟର ରାଜଧାନୀର ନାମ ଶ୍ରୀଲଂଗ ଅଟେ ।

୨୮: ଜୟହିନ୍ଦର ସ୍ଲୋଗାନ କିଏ ଦେଇଥିଲେ ?

ଉ: ଜୟହିନ୍ଦର ସ୍ଲୋଗାନ ସୁଭାଷ ଚନ୍ଦ୍ର ବୋଷ ଦେଇଥିଲେ ।

୨୯: ମାଉଣ୍ଟ ଏଭରେଷ୍ଟ କେଉଁଠାରେ ଅବସ୍ଥିତ?

ଉ: ମାଉଣ୍ଟ ଏଭରେଷ୍ଟ ନେପାଳରେ ଅବସ୍ଥିତ ।

୩୦: ଭାରତର ପ୍ରଥମ ଭାଇସରୟ କିଏ ଥିଲେ ?

ଉ: ଭାରତର ପ୍ରଥମ ଭାଇସରୟ ଲର୍ଡ଼ କେନିଂ ଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *