‘ଲଜ୍ୟା ଲାଗୁନି, ପୁତୁରାକୁ ପ୍ରେମକରି ଖୁଡି ବାହାହେବ ! ମା ପୁଅ ସମ୍ପର୍କକୁ ଏମାନେ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ଜଣକ ନିଜ ପୁତୁରା କୁ ବିବାହ କରିବେ ବୋଲି କହୁଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏଠାରେ ଏକ ବିଚିତ୍ର ଧରଣର କେସ ଦେଖିବାକୁ ମିଳିଛି । ମହିଳା ଜଣକ ନିଜ ପୁତୁରା ଘର ସାମ୍ନାରେ ବସିଛନ୍ତି ଯେ ପୁତୁରା ଙ୍କୁ ବିବାହ କରିବେ ବୋଲି । ମହିଳା ଜଣଙ୍କ ୨ ଟି ସନ୍ତାନର ମା’ ସ୍ଵାମୀ ମଧ୍ୟ ଅଛନ୍ତି । ମାତ୍ର ତାଙ୍କୁ ପଚାରିଲା ବେଳକୁ ସେ କହୁଛନ୍ତି ଯେ ବାପା ପାଖରେ ପିଲା ରହିବେ ମାତ୍ର ମୁଁ ରହିବି ପୁତୁରା ପାଖରେ ।

ପୁତୁରାର ବୟସ ୩୨ ଏବଂ ମହିଳା ଜଣକ ବୟସ ୪୨ । ମାତ୍ର ଗୋଟିଏ ମା’ ପୁଅ ର ସମ୍ପର୍କ ରେ ଗୋଟିଏ କଳଙ୍କ ଲଗାଇଛନ୍ତି ସେହି ଲେଡି । ମାତ୍ର ଏଭଳି ଲେଡି ଯିଏ ବାହାରେ ବସିଛି ତାହା ହେଉଛି ଏକ ଲୋକହସା କଥା । ଦ୍ଵିତୀୟରେ ହେଉଛି ଯେତେବେଳେ ଗାଁ ମାନଙ୍କରେ ସେତେବେଳେ ଥିଲା ।

ଗାଁ ମାନଙ୍କରେ କିଛି ଭୁଲ ଯଦି ମହିଳା ମାନେ କରନ୍ତି ଅଥବା କୌଣସି ପିଲା ମଧ୍ୟ କରନ୍ତି, ମାତ୍ର ଏଠାରେ ଯେଉଁ ସଂସ୍କାର କୁ ନଷ୍ଟ କରିବାରେ ଲାଗିଛନ୍ତି ମା’ ସମାନ ଖୁଡୀ କହୁଛି ଯେ ଅଲବତ ମୁଁ ପୁତୁରା କୁ ବିବାହ କରିବି ମୋ ସ୍ଵାମୀ ମତେ ତଡି ଦେଇଛି ଏହି ଜାଗାରେ ଆତ୍ମଦାହ ଦେବା କଥା । କାରଣ ଦୁଇଟି ଛୁଆ ର ମା’ ଲୁଚି ଲୁଚି ପ୍ରେମ କରି କହୁଛନ୍ତି ଯେ ମତେ ପୁତୁରା ମନ୍ଦିରରେ ସିନ୍ଦୁର ପିନ୍ଧାଇ ଦେଇଥିଲା ।

ତେବେ ପୁତୁରା ସିନ୍ଦୁର ଲଗାଇବା ଜାକେ କଥା ଗଲା କିଭଳି ? ଏହା ସହିତ ଯଦି ସେ ରେପ କରିଲା ଭଳି ମହିଳା ଜଣକ ଅଭିଯୋଗ କରିଛନ୍ତି ତେବେ ସେ ସେତେବେଳେ ସେ ତାଙ୍କ ସ୍ଵାମୀ ଙ୍କୁ କହିଥିଲେ କି ? ପୁତୁରା ଙ୍କ ବାପା ମା’ ଙ୍କୁ ଜଣାଇ ଥିଲେ କି ? ଏହାର ଅର୍ଥ ପୁତୁରା ସହିତ ମହିଳା ଜଣଙ୍କ ବହୁତ ଦିନରୁ ଚୋରା ପୀରତି କରିଛନ୍ତି ।

ମାତ୍ର ଗାଁ ଲୋକ ମାନେ ମିଶି ପଞ୍ଚାୟତ ବସାଇ ମହିଳା ଜଣଙ୍କୁ ବାଛନ୍ଦ କରିବା କଥା ଗ୍ରାମରୁ । ଯଥାଶୀଘ୍ର ଗାଁ ରୁ ବିତାଡିତ କରିବା କଥା ନଚେତ ଏଭଳି ବସିଲେ ଆହୁରୀ ବଦନାମ ହେବ । ଆଉ ଏହା ମା’ ପୁଅ ର ସମ୍ପର୍କ କୁ କଳଙ୍କିତ ସେହି ମହିଳା କରୁଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *