ଦେଖନ୍ତୁ Exclusive ଭିଡିଓ: ହୋଟେଲରେ ବସି ଏମିତି ଡୀଲ କରୁଥିଲେ ସୁନ୍ଦରୀ Archana Nag, ଭାଇରାଲ ହେଲା ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ସୋ-ସି-ଆ-ଲ ମି-ଡି-ଆ ରେ ଏବେ ଏକ ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି । ତାହା ଏ ମୋବାଇଲ ରୁ ସେ ମୋବାଇଲ ଘୁରି ବୁଲୁଛି । ଆଉ ଏହାକୁ ଦେଖି ସାରିବା ପରେ ଅନେକ ବଡ ବଡ ନେତାଙ୍କ ମନରେ ଛନକା ପଶିଲାଣି । ଅନେକ ବଡବଡିଆ ବାଉଳି ଛାଉଲି ହେଲେଣି । କେବଳ ଅର୍ଚ୍ଚନା କୁ ଗିରଫ କରି ଚୁପ ବସିନାହିଁ ପୋଲିସ ବରଂ ଅର୍ଚ୍ଚନା ଙ୍କ ଘର, ଫାର୍ମହାଉସ ଏବଂ କାର ସୋ ରୁମ ରେ ମଧ୍ୟ ଚଢାଉ କରିଛି ପୋଲିସ ।

ଆଉ ପୋଲିସ ମଧ୍ୟ ଅର୍ଚ୍ଚନା ଙ୍କ ସମ୍ପତ୍ତି ଦେଖି ଚକିତ ହୋଇଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଯେ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଘୁରି ବୁଲୁଥିବା ଭି-ଡି-ଓ ରେ ସେହି ସୁନ୍ଦରୀ, ଅର୍ଚ୍ଚନା ନାଗ । କୋଟି କୋଟି ସମ୍ପତ୍ତି ର ମାଲିକାଣୀ ଅର୍ଚ୍ଚନା ନାଗ ଦେହ ବିକି କୋଟି କୋଟି ଟଙ୍କା ରୋଜଗାର କରିଥିବା ଅର୍ଚ୍ଚନା ନାଗ ଙ୍କ ଘରେ କେତେ ଥର ସୁ-ଟି-ଙ୍ଗ ହୋଇଛି ତାହା କହିବା ଅସମ୍ଭବ ।

ତାଙ୍କ ର ପେନଡ୍ରାଇଭ ରେ ଅନେକ ବଡ ବଡିଆ ଙ୍କ ଗୁମର ଲୁଚି ରହିଛି । ଏହି ଭିଡିଓ ଟି ଟଙ୍କା ଲେନଦେନ ସମୟର ବୋଲି କୁହାଯାଉଅଛି । ତାହା ପୁଣି ଏକ ବିଲାଶପୂର୍ଣ୍ଣ ହୋଟେଲରେ ।ତେବେ ଅର୍ଚ୍ଚନା ନାଗ ଙ୍କ ଫଣ୍ଡା ଟିକିଏ ଅଲଗା ପ୍ରକାରର ପ୍ରଥମେ ସେ ଫେସବୁକରେ ଫ୍ରେଣ୍ଡଋକ୍ଵେଷ୍ଟ ପଠାଉଥିଲେ । ଆଉ ଏହାକୁ ଆକସେପ୍ଟ କରିବା ପରେ ହେଉଥିଲା ଚାଟିଙ୍ଗ ।

ସମ୍ଭ୍ରାନ୍ତ ପରିବାରର ମହିଳା ରାଜନେତା ଆଉ ସମାଜସେବୀ ମାନଙ୍କୁ ଫସାଉଥିଲେ । ବଡ ବଡ ବିଜନେସ ମଧ୍ୟ ଅଛି ବଡ ବଡ ଗାଡି ମଧ୍ୟ ଅଛି ବଡ ଘର ମଧ୍ୟ ଅଛି । ଆଉ ଏ ସବୁ ଦେଖିବା ପରେ କିଏ ବା ତାଙ୍କ ବନ୍ଧୁତା କୁ ଗ୍ରହଣ ନ କରିବ ? ଆଉ ବନ୍ଧୁତା ଗ୍ରହଣ ହେବା ପରେ ଘରକୁ ନିମନ୍ତ୍ରଣ କରନ୍ତି ସ୍ଵାମୀ ଙ୍କ ଦେହ ଖରାବ ଅଛି ବୋଲି କହି ଏହା ପରେ ଗଢି ଉଠିଥାଏ ଶାରୀରିକ ସମ୍ପର୍କ ।

ଆଉ ଏହିସବୁ ଭିଡିଓ କୁ ସିକ୍ରେଟ କ୍ୟାମେରା କଏଦ କରିନେଇଥାଏ । ଏହାପରେ ମିଟିଂ ବସାଇ ଏହି ହୋଟେଲରେ ଡିପ୍ରେସନରେ ବସି ଟଙ୍କା ମାଗିଥାନ୍ତି । ଏହିଭଳି ଭାବରେ ମିଛ ସାମ୍ରାଜ୍ୟ ଗଢିଛନ୍ତି ଅର୍ଚ୍ଚନା ନାଗ ବୋଲି ଚର୍ଚ୍ଚା ହୋଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *