ଚାଲି ପାରୁ ନାହାନ୍ତି ହିରୋ Babushan, ପୁଣି ଥରେ ହସ୍ପିଟାଲରେ ହେବେ ଭର୍ତ୍ତି…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସୋ-ସି-ଆ-ଲ ମି-ଡି-ଆ ରେ ଅଭିନେତା ବାବୁସାନ ଙ୍କର ଏଭଳି ଏକ ଭି-ଡି-ଓ ପୁଣିଥରେ ଭା-ଇ-ରା-ଲ ହେବାର ଦେଖିବାକୁ ମିଳିଛି । ଏଥିରେ ବାବୁସାନ ସଠିକ ଭାବରେ ଚାଲି ପାରୁ ନାହାଁନ୍ତି । ତାଙ୍କୁ ତାଙ୍କ ସହଯୋଗକାରୀ ଧରି ଧରି ସିଢିରୁ ତଳକୁ ଆଣୁଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ବର୍ତ୍ତମାନ ତାଙ୍କ ଫ୍ୟାନ୍ସ ମାନେ ଚିନ୍ତିତ ହୋଇଯାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଅଭିନେତା ବାବୁସାନ ଙ୍କୁ ଅନେକ ଚଳଚିତ୍ର ରେ ଦମଦାର ଅଭିନୟ କରିଥିବାର ଦେଖିଥିବେ । ତେବେ ତାଙ୍କ ଅଭିନୟରେ ସେ ଅନେକ ଦର୍ଶକ ଙ୍କୁ ନିଜର କରି ରଖିଛନ୍ତି । ତାଙ୍କ ଅଭିନୟ ଦେଖିବାକୁ ସବୁବେଳେ ପରଦା ଆଗରେ ଭିଡ ଲାଗି ରହିଥାଏ । ବାପା ଉତ୍ତମ ମହାନ୍ତି ଏବଂ ମା’ ଅପରାଜିତା ମହାନ୍ତି ମଧ୍ୟ ନିଜ ଏକମାତ୍ର ପୁଅ ବାବୁସାନ ଙ୍କୁ ନେଇ ବହୁତ ଗର୍ବିତ ଅଛନ୍ତି ।

ମାତ୍ର ଆପଣ ମାନେ ସମସ୍ତେ ଜାଣିଥିବେ ଯେ କିଛି ଦିନ ପୂର୍ବେ ପ୍ରକୃତି, ବାବୁସାନ ଏବଂ ତାଙ୍କ ପତ୍ନୀ ଙ୍କ ମଧ୍ୟରେ ରାସ୍ତାରେ କିଭଳି ଭାବରେ ବିବାଦ ଲାଗିଥିଲା । ଏହାକୁ ନେଇ କିଛିଦିନ ପର୍ଯ୍ୟନ୍ତ ବେସ ଚର୍ଚ୍ଚା ଲାଗି ରହିଲା ସବୁକିଛି । ଏହା ପରେ କ୍ରମଶଃ ନିଜର ଭୁଲ ବୁଝି ପାରି ବାବୁସାନ ନିଜ ମାତା ପିତା ତଥା ସ୍ତ୍ରୀ ଙ୍କୁ ଭୁଲ ମାଗି ଏକାଠି ହୋଇ ରହିଲେ । କିନ୍ତୁ ସ୍ତ୍ରୀ ତୃପ୍ତି ନିଜ ବାପ ଘରେ ରହୁଥିଲେ ।

ହଠାତ ବାବୁସାନ ଙ୍କ ଦେହ କିଛି ଦିନ ପୂର୍ବେ ବହୁତ ଖରାପ ହୋଇଯାଇଥିଲା ଏବଂ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ । ପରିବାର ଲୋକେ ଏବଂ ସ୍ତ୍ରୀ ତୃପ୍ତି ଖବର ସୂନୀ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ବାବୁସାନ ଙ୍କ ସମସ୍ତ ଯତ୍ନ ନେଉଥିଲେ ତୃପ୍ତି । ଏବଂ ଆଗକୁ ମିଶି ରହି ନିଜର ଛୋଟ ସୁନାର ସଂସାର ବେସ ହସଖୁସୀରେ ବିତାଇବେ ବୋଲି ନିଷ୍ପତ୍ତି ନେଇଥିଲେ । ଏବଂ ହସ୍ପିଟାଲରୁ ଭଲ ହୋଇ ସେ ନିଜ ଘରକୁ ତୃପ୍ତି ଙ୍କ ସହିତ ଫେରିଥିଲେ ।

ଏହାପରେ ସବୁକିଛି ଠିକ ଚାଲିଥିଲା । ଧୀରେ ଧୀରେ ସେ ଭଲ ହେବାକୁ ଲାଗିଲେ । କିନ୍ତୁ ଆଜି ଅଚାନକ ବାବୁସାନ ଙ୍କ ଶରୀର ପୁଣିଥରେ ଅସୁସ୍ଥ ହୋଇଥିବାର ନଜର ଆସିଛି । ଏବଂ ପୁଣିଥରେ ସେ ହସ୍ପିଟାଲ କୁ ଯିବେ ବୋଲି ସୂଚନା ମିଳିଛି । ସେ ଠିକ ଭାବରେ ଚାଲି ପାରୁ ନଥିଲେ ବୋଲି ସୋ-ସି-ଆ-ଲ ମି-ଡି-ଆ ରେ ଦେଖିବାକୁ ମିଳିଛି । ଏହା ଅନେକ ଫ୍ୟାନ୍ସ ମାନଙ୍କ ହୃଦୟକୁ ଆଘାତ ପହଞ୍ଚାଇଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *