ପରିସ୍ରା ଲାଗିଲେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ, ନହେଲେ ସାରା ଜୀବନ କାନ୍ଦିବେ- Health Tips

ବନ୍ଧୁଗଣ ସାଧାରଣତଃ ସମସ୍ତ ମଣିଷ କିଛି ଆପତ୍ତି ଜନକ ପରିସ୍ଥିତିରେ ସ୍ଥାନ, କାଳ ପାତ୍ର ଦେଖିନଥାନ୍ତି ସେମାନଙ୍କୁ ଯାହା ଠିକ ଲାଗିଥାଏ ସେମାନେ ତାହା କରିଥାନ୍ତି । ବନ୍ଧୁଗଣ ସାଧାରଣତଃ ମଳତ୍ଯାଗ ଓ ପରିସ୍ରା କରିବା ଆମ ଶରୀରର ଏକ ପ୍ରତିକ୍ରିୟା ଅଟେ ଯାହା ଆମ ଶରୀରରେ ଥିବା ଆବର୍ଜନାକୁ ବାହାର କରିଥାଏ ।

ହେଲେ ଏମିତି କିଛି ପରିସ୍ଥିତି ଆସିଥାଏ ଯେଉଁଠି ଆମେ ଏହି ଦୁଇଟି ପ୍ରକ୍ରିୟାକୁ କିଛି ସମୟ ପାଇଁ ରୋକିଥାଉ । ବନ୍ଧୁଗଣ ସାଧାରଣତଃ ଏପରି କିଛି ଲୋକ ଅଛନ୍ତି ଯେଉଁ ମାନେ ପରିସ୍ରା କରିବା ପାଇଁ ସ୍ଥାନ କଳା ଓ ପାତ୍ର ଦେଖିନଥାନ୍ତି । ସେମାନେ ଯେକୌଣସି ସ୍ଥାନରେ ପରିସ୍ରା କରିଦେଇଥାନ୍ତି । ବୈଜ୍ଞାନିକ ମାନେ ଏହି ପରି ପରିସ୍ରା କରୁଥିବା ବ୍ୟକ୍ତି ମାନଙ୍କ ଉପରେ ଗବେଷଣା କରିଛନ୍ତି ।

ବନ୍ଧୁଗଣ ବୈଜ୍ଞାନିକ ମତ ଅନୁସାରେ ପରିସ୍ରା କରିବା ସମୟରେ କିଛି ଜିନିଷର ଧ୍ୟାନ ରଖିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ପରିସ୍ରା ସହ ଜଡିତ କିଛି ଗୁରତ୍ଵପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ଯାହାକୁ ମାନି ଚଳିବା ଆପଣଙ୍କ ପାଇଁ ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ କୌଣସି ଅପରିଷ୍କାର ସ୍ଥାନ ବା ବାଥୃମରେ ପରିସ୍ରା କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କୁ ୟୁରିନ ଇନ୍ଫେକ୍ସନ ହେବାର ସମ୍ଭାବନା ରହିଛି । ଆପଣ ବାଥୃମ ଯିବା ସମୟରେ ପ୍ରଥମେ ବାଥୃମରେ ୩ ରୁ ୪ ମଗ ପାଣି ଢାଳନ୍ତୁ । ପାଣି ଢାଳିବା ପରେ ଆପଣ ପରିସ୍ରା କରନ୍ତୁ ।


୨. କିଛି ଲୋକ କାମ କରିବା ସମୟ ନିଜ ପରିସ୍ରାକୁ ରୋକି ବସିଯାଇଥାନ୍ତି । ହେଲେ ବନ୍ଧୁଗଣ ଏହା ସଂପୂର୍ଣ୍ଣ ଭୁଲ ଅଟେ । କାରଣ ଏହା କରିବା ଦ୍ଵାରା ଆମ କିଡ୍ନି ଉପରେ ଖରାପ ପ୍ରଭାବ ପୋଡିଥାଏ । ସବୁବେଳେ ଏପରି କରିଲେ କିଡ୍ନି ଖରାପ ହୋଇଯିବାର ସମ୍ଭାବନା ରହିଛି ।

୩. ବନ୍ଧୁଗଣ ଯଦି ଆପଣ ପରିସ୍ରା କରିବା ସମୟରେ ଆଗ ଅପେକ୍ଷା ଅଧିକ ଫେଣ ହେଉଛି ତା ହେଲେ ତୁରନ୍ତ ଡାକ୍ତର ପାଖକୁ ଯାନ୍ତୁ । ଅଧିକ ଫେଣ ହେଲେ କିଡ୍ନି ଖରାପ ହେବା ବା ପରିସ୍ରା ଇନ୍ଫେକ୍ସନ ହେବାର ସମ୍ଭାବନା ରହିଥାଏ ।


୪. ଯଦି ଆପଣଙ୍କର ହଳଦିଆ ପରିସ୍ରା ହେଉଛି ତା ହେଲେ ଆପଣ ଶୀଘ୍ର ଡାକ୍ତରଙ୍କ ପାଖକୁ ଯାନ୍ତୁ । ଏହା କୌଣସି ରୋଗ ହେବାର ଲକ୍ଷଣ ହୋଇଥାଏ ।

୫. ବନ୍ଧୁଗଣ ପରିସ୍ରା କରିବା ସମୟରେ ଯଦି ଅଧିକ ଦୁର୍ଗନ୍ଧ ଆସୁଛି ତା ହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ହୋଇପାରେ ଏହା ଏକ ବଡ ରୋଗର ଲକ୍ଷଣ ।

୬. ଯଦି ଆପଣ ଟାଇଟ ଜିନ୍ସ ବା ପ୍ଯାଣ୍ଟ ପିନ୍ଧୁଛନ୍ତି ତା ହେଲେ ଆପଣ ନିଜ ପରିସ୍ରାଙ୍କୁ ନାଭିରେ ଚାପି ରଖନ୍ତୁ ନାହିଁ  । ଏହା ଆପଣଙ୍କ ମୂତ୍ରାଶୟରେ ଖରାପ ପ୍ରଭାବ ପକାଇଥାଏ । ତା ହେଲେ ବନ୍ଧୁଗଣ ପରିସ୍ରା କରିବା ସମୟରେ ଏହି ସବୁ ଗୁରୁତ୍ଵପୂର୍ଣ୍ଣ କଥାର ଧ୍ୟାନ ନିହାତି ରଖନ୍ତୁ ଓ ଆଜୀବନ ସୁସ୍ଥ ରୁହନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *