ବିବାହ ପରେ ପ୍ରଥମ ଥର ପାଇଁ ସ୍ବାମୀଙ୍କ ସହ ଜିମ ଗଲେ କୁଆଁରୀ ବୋହୁ ସିରିଏଲ ର କବିତା ଅପା ( Sonali Ojha)

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ସିରିଏଲରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ସିରିଏଲ ‘କୁଆଁରୀ ବୋହୁ’ ତ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ଏହି ସିରିଏଲରେ କବିତା ଅପାଙ୍କ ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏହାର କାରଣ କଣ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ‘କୁଆଁରୀ ବୋହୁ’ ସିରିଏଲରେ ଅଭିନୟ କରିଥିବା ଅଭିନେତ୍ରୀ କବିତା ଅପା । ଏହି କିଛି ଦିନ ତଳେ ବିଜନେସ ମ୍ୟାନ ସାଗରଙ୍କ ସହ ବିବାହ କରିଥିଲେ କବିତା ଅପା । ବନ୍ଧୁଗଣ ବିବାହ କରିବା ପରେ ସେ ନିଜ ଶାଶୁ ଘର ଲୋକଙ୍କ ସହ କଟକରେ ରହୁଛନ୍ତି । ଏହି କିଛି ଦିନ ହେବ କବିତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ କବିତା ନିଜ ସ୍ଵାମୀଙ୍କ ସହ ବିବାହ ପରେ ପ୍ରଥମ ଥର ଜିମରେ ନଜର ଆସିଛନ୍ତି ।

ଜିମରେ କବିତା ଓ ସାଗର କସରତ କରୁଥିବାର ନଜର ଆସିଛନ୍ତି ଓ ତାଙ୍କର ଏହି ଜିମ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ କବିତାଙ୍କର ଏହି ଭିଡିଓ ଓ ଫଟୋକୁ ବହୁତ ପସନ୍ଦ କରୁଛନ୍ତି ।

କବିତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ବହୁତ ଭାଇରାଲ ହେଉଛି । ବନ୍ଧୁଗଣ କବିତା ବିବାହ ପରେ ମଧ୍ୟ ନିଜ ଅଭିନୟ କାରିୟର ଜାରି ରଖିଛନ୍ତି । କବିତା ନିଜ ଅଭିନୟ ସହିତ ନିଜ ଫିଟନେସ ଉପରେ ମଧ୍ୟ ଅଧିକ ଧ୍ୟାନ ଦିଅନ୍ତି ।

ଲୋକମାନଙ୍କୁ କବିତାଙ୍କ ସୁନ୍ଦରତା ଓ ଅଭିନୟ ବହୁତ ପସନ୍ଦ ଆସୁଛି । ସେ ‘କୁଆଁରୀ ବୋହୁ’ ସିରିଏଲରେ ଅଭିନୟ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କବିତା ଅପାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଏହା ସହିତ ଯଦି ଆପଣଙ୍କ ଆମ ପୋଷ୍ଟ ଭଲ ଲାଗିଥିବ ତା ହେଲେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *