ସବୁ ଔଷଧର ବାପା ଅଟେ ଏହି ମଞ୍ଜି, ଦିନକୁ ମାତ୍ର ଗୋଟିଏ ମୁଠା ପାଣିରେ ସିଝାଇ ପିଇ ନିଅନ୍ତୁ, ସାରା ଜୀବନ ରହିବେ ନିରୋଗୀ- Health Tips

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆଜି ଆପଣଙ୍କୁ ଆମେ ଏମିତି ଜିନିଷ କହିବୁ ଯାହାକୁ ଆପଣ ତିନି ଦିନ ଫୁଟାଇ ପିଇବା ପରେ ଚମତ୍କାର ଦେଖିପାରିବେ । ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିଯିବ । ଆପଣଙ୍କ ର ହାଲିଆପଣ , ଶକ୍ତିହୀନତା ଆଦି ଠିକ ହୋଇଯିବ । ଯଦି ଆପଣଙ୍କ ର ମଧୁମେହ ରୋଗ ଅଛି ତେବେ ତାହା ମଧୁମେହ କୁ ନିୟନ୍ତ୍ରଣ ରେ ରଖିବ । ମଧୁମେହ ର ସବୁ କାରକ କୁ ଏହା ନଷ୍ଟ କରିଥାଏ ।

ଯଦି ଆପଣଙ୍କ ର କୌଣସି ପେଟ ଜନିତ ରୋଗ ଗ୍ୟାସ , କବଜ ଆଦି ଅଛି ତେବେ ଏହାର କେବଳ ଗୋଟେ ମୁଠା ଆପଣଙ୍କ ର ସବୁ ରୋଗ ର ନିବାରଣ କରିପାରିବ । ଯଦି ଆପଣଙ୍କର ମୋଟପଣ ମଧ୍ୟ ଅଛି ତେବେ ଏହା ତାହାକୁ ବି ରୋକିଥାଏ ।

ଏହାଦ୍ବାରା ମୋଟପଣ ଧୀରେ ଧୀରେ କମିଥାଏ। ଆପଣଙ୍କ ର କୋଲେଷ୍ଟଲ ସମସ୍ୟା କୁ ବି ଏହା ସମ୍ପୂର୍ଣ୍ଣ ଭାବରେ ଭଲ କରିଥାଏ । ଆପଣଙ୍କର ପେଟ ଜନିତ ରୋଗ ହେଉ କିମ୍ଵା ଅନ୍ୟ ଯେଉଁ କୌଣସି ରୋଗ ପାଇଁ ଏହା ଉନ୍ନତ ମାନ ର ନିବାରଣ ପ୍ରଣାଳୀ ଅଟେ । ତେବେ ଏହାର ଗୋଟେ ମୁଠା ଆପଣଙ୍କର ସବୁ ରୋଗ କୁ ଭଲ କରିଥାଏ । ତେବେ ଚାଲନ୍ତୁ ଜାଣିବା ସେ ଗୋଟେ ମୁଠା କଣ ଯାହାକୁ ଖାଇବା ଦ୍ବାରା ଆମର ଏତେକିଛି ରୋଗ ଭଲ ହୋଇଯାଇଥାଏ ।

ତେବେ ବନ୍ଧୁଗଣ ତାହା ହେଉଛି କଖାରୁ ର ମଞ୍ଜି । ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ କି କଖାରୁ କୁ ତ ଆମେ ଖାଉ ବି ନ ଥିବୁ ଆଉ ତାର ମଞ୍ଜି କିପରି ଉପକାରୀ । କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ ବରଦାନ ପରି କାମ କରିଥାଏ । ଆପଣ ଏହାକୁ ଦୁଇଟି ଉପାୟରେ ଖାଇପାରିବେ । ଗୋଟେ ସେମିତି ଚୋବାଇ ଚୋବାଇ ଏବଂ ଅନ୍ୟଟି ପାଣି ରେ ଫୁଟାଇ କରି।

ଆପଣ ଗୋଟେ ମୁଠା କଖାରୁ ମଞ୍ଜି ନିଅନ୍ତୁ ଏବଂ ଦୁଇ ଗ୍ଲାସ ପାଣି ରେ ଏହାକୁ ପୁରା ଭଲ ଭାବରେ ଫୁଟାଇ ଦିଅନ୍ତୁ କିଛି ସମୟ । ତେବେ ଏହା ଫୁଟି ସାରିବା ପରେ ଆପଣ ତାକୁ ଛାଣି କରି ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରନ୍ତୁ ଏବଂ ତାର ମଞ୍ଜି କୁ ମଧ୍ୟ ଆପଣ ଚୋବାଇ ଚୋବାଇ ଖାଆନ୍ତୁ ।

 

ଏପରି କରିବା ଦ୍ବାରା ଆପଣଙ୍କ ଶରୀର ର ସମସ୍ତ ରୋଗ ର ସମାପ୍ତି ଘଟିଥାଏ । ଆପଣଙ୍କ ଚେହେରା ରେ ଗୋଟେ ଅଲଗା ପ୍ରକାର ଚମକ ଦେଖାଯାଏ । ଏହାଛଡା ଆପଣଙ୍କ ର ଶକ୍ତିହୀନତା , ଦୁର୍ବଳତା ଆଦି କୁ ମଧ୍ୟ ଭଲ କରିଦେଇଥାଏ । ତେବେ ଏହା ଆପଣଙ୍କର ସବୁ ପ୍ରକାର ରୋଗ ର ସଠିକ ଉପଚାର କରିପାରିବ । ତେଣୁ ଆପଣ ବାହାରୁ ଲକ୍ଷ ଲକ୍ଷ ଟଙ୍କା ଦେଇ ମେଡ଼ିସିନ ଖାଇବା ଅପେକ୍ଷା ଏହାକୁ ଆପଣଙ୍କ ର ଘରେ ଥରେ ଚେଷ୍ଟା ନିଶ୍ଚିତ କରନ୍ତୁ । ତେବେ ଆପଣ ଆଜି ଠାରୁ ହିଁ ଏହାର ବ୍ୟବହାର କରି ତାର ଉପକାର ଗୁଡିକୁ ବହୁତ ଶୀଘ୍ର ଜାଣନ୍ତୁ ।

Leave a Reply

Your email address will not be published. Required fields are marked *