ଦୀପିକାଙ୍କ ଉପରେ ଶ୍ବଶୁରଙ୍କ ଖରାପ ନଜର ! ଦେଖନ୍ତୁ ଏହାକୁ ନେଇ କଣ କହିଲେ ଦୀପିକା ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା କହିଛନ୍ତି ଯେ ଦିନ ଥିଲା ଦିନେଶର ସକାଳ ଜଳଖିଆ ପାଇଁ ସେ ଇଟିଲି ଆଣୁଥିଲେ । ମାତ୍ର ଆଜି ଶଶୁର ତାଙ୍କୁ ଲଡୁ ମାଗିଲେ ଏବଂ ସେ ଖୁସି ହୋଇଗଲେ ଯେ ଏହି ଲଡୁ ସହିତ ବୋଧେ ତାଙ୍କୁ ଶଶୁର ସ୍ଵୀକାର କରିବେ । ଘରକୁ ଯିବା ନିମନ୍ତେ ଅନୁମତି ଦେବେ, ଧାଇଁ ଗଲେ ବଜାରକୁ ଏବଂ ଦୁଇ କେଜି ଲଡୁ ନେଇ ଆସିଲେ ଏହାପରେ ଯେତେ ଗେଟ ବାଡେଇଲେ କେହି ମଧ୍ୟ ଶୁଣିଲେଣି ।

କେହି ମଧ୍ୟ ଅନାଇଲେ ନାହିଁ । ଆଉ ଏହାପରେ ଦୀପିକା ଙ୍କ ସାଙ୍ଗ ତାଙ୍କୁ ବୁଝାଇଦେଲା ଲଡୁ ର ଅର୍ଥ । ଆଉ ତାଙ୍କ ଶଶୁର ତାଙ୍କୁ ଡବଲ ମିନିଙ୍ଗ କଥା କହିଛନ୍ତି । ତାଙ୍କୁ ତାଙ୍କ ଶଶୁର ୨ କେଜିର ଲଡୁ ମାଗିଲେ ଆଉ ସେ ବୁଝିଗଲେ ଯେ ତାଙ୍କୁ ତାଙ୍କ ଶଶୁର ଲଡୁ ମାଗୁନଥିଲେ ବରଂ ଅନ୍ୟ କିଛି ମାଗୁଥିଲେ । ଆଉ ଦୀପିକା ଙ୍କ ସାଙ୍ଗ ତାଙ୍କୁ ଏହା ମଧ୍ୟ ବୁଝାଇ ଦେଇଛନ୍ତି ଯେ ଦିନେଶ କାହିଁକି ଇଟିଲି ସହିତ ଗୁଗୁନି ଖାଉ ନଥିଲେ ?

ଏବଂ ଶଶୁର କାହିଁ ସୁଗାର ଥାଇ ମଧ୍ୟ ଲଡୁ ଖାଇବାକୁ କହୁଥିଲେ । ଦୀପିକା କହିଛନ୍ତି ଯେ ସେ ମିଠା ମାଗୁନଥିଲେ ମାତ୍ର ମୋ ଶରୀର ଉପରେ ଆଖି ପକାଇ ଥିଲେ । ଏହାପରେ ଶଶୁର ଆହୁରି ମଧ୍ୟ ଦୀପିକା ଙ୍କୁ କହିଛନ୍ତି ଯେ ମୁଁ ମଧ୍ୟ ଧାରଣାରେ ବସିବି । ରାତିରେ ଏହି ଗ୍ୟାରେଜ ଆଗରେ ଧାରଣାରେ ବସିବି ଆଉ ତୁ ମତେ ଲଡୁ ଦବୁ ମୁଁ ଖାଇବି ।

ତେବେ ଯେତେବେଳେ ଗୋଟିଏ ଝିଅ ତାହାର ନ୍ୟାୟ ପାଇବା ନିମନ୍ତେ ଧାରଣାରେ ବସିଛି ତାକୁ ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ବାର ଏହାକୁ ଅଶାଳୀନ ଇଙ୍ଗିତ କରିବା କେତେଦୂରେ ଠିକ ? ଏହାକୁ ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ ଦିନେଶ ଙ୍କ ବାପା ଙ୍କୁ ମାନିବାକୁ ପଡିବ ତଥା ତାଙ୍କ ଚିନ୍ତାଧାରା କୁ ଶହେ ସଲାମ କରିବାକୁ ପଡିବ । ତୁମ୍ଭେ ନିଜ ପୁଅର ଭୁଲ କୁ ଲୁଚାଇବା ନିମନ୍ତେ ତୁମ୍ଭେ ମଧ୍ୟ ଭୁଲ କରିବାକୁ ପଛାଉ ନାହଁ ।

ତେବେ ଆଉ କେତେଦିନ ଏହିଭଳି ଦାଣ୍ଡ ଦୂଆରେ ବସି ରହିବେ ? ନାନା ପ୍ରକାରର ଅପବାଦ ନିନ୍ଦା ସହିବେ । ଦିନେଶ ଙ୍କ ଭଲ ପାଇବା କିଭଳି ଥିଲା ? ସତରେ ଆଜିଭଳି ଦିନରେ ଭଲପାଇବାର ଅର୍ଥରେ ବହୁତ ପରିବର୍ତ୍ତନ ହେବାକୁ ଲାଗିଛି । ଯାହା ମନୁଷ୍ୟକୃତ ଅଟେ ଇଶ୍ଵରକୃତ ଆଦୌ ଏହା ଗ୍ରହଣଯୋଗ୍ୟ ନୁହେଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *