Interesting Odia GK- 5+5=11, ଏହା କିପରି ସମ୍ଭବ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ GK ର ୨୦ ଟି ପ୍ରଶ୍ନ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକି ବହୁତ ମହତ୍ଵପୂର୍ଣ୍ଣ ଅଟେ । ସାଧାରଣତଃ କିଛି ପ୍ରଶ୍ନ ଏଭଳି ଅଛି ଯାହା ସମ୍ବନ୍ଧରେ ଆମ୍ଭେ ଜାଣିଥାଉ ମାତ୍ର ଆମ୍ଭ ମୁଣ୍ଡରେ ବୁଦ୍ଧି ସହଜରେ ଆସିନଥାଏ ଏବଂ ଆମ୍ଭେ ସେହି ପ୍ରଶ୍ନ ଗୁଡିକର ଉତ୍ତର ଜାଣି ମଧ୍ୟ ଦେଇପାରି ନଥାଉ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- 5+5=11 ହୋଇପାରିବ କି ? ଯଦି ହଁ ତ କିଭଳି ?

ଉତ୍ତର;- ଭୁଲରେ ହୋଇପାରିବ ।

୨;- କେଉଁ ରାଜ୍ୟରେ ହାମ୍ପି ନୃତ୍ୟ ଉତ୍ସବ ପାଳନ କରାଯାଇଥାଏ ?

ଉତ୍ତର;- କର୍ଣ୍ଣାଟକ ।

୩;- ଭାରତରେ ପ୍ରତି ବର୍ଷ ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେବେ ପାଳନ କରାଯାଇଥାଏ ?

ଉତ୍ତର;- ୨୮ ଫେବୃୟାରି ।

୪;- ଜୈନ ଧର୍ମରେ ହାତରେ ଏକଚକ୍ର ଥିବା ହାତ ଦ୍ଵାରା କଣ ଚିହ୍ନିତ କରାଯାଇଥାଏ ?

ଉତ୍ତର;- ଅହିଂସା ।

୫;- କିଏ ଭାରତର ପ୍ରଥମ ଜେନେରାଲ ଗଭର୍ନର ଥିଲେ ?

ଉତ୍ତର;- ଲଡ ବିଲିୟମ ବେଙ୍କ୍ଟିକ ।

୬;- ମହାତ୍ମା ଗାନ୍ଧୀ ଙ୍କର ମାତା ଙ୍କ ନାମ କ’ଣ ?

ଉତ୍ତର;- ପୁତଲିବାଇ ।

୭;- କାହାର ପ୍ରୟୋଗ ଶିରକା ପ୍ରସ୍ତୁତ କରିବା ନିମନ୍ତେ ବ୍ୟବହାର କରାଯାଇଥାଏ ?

ଉତ୍ତର;- ଏସିଟିକ ଏସିଡ ।

୮;- “ହାତରେ ସୋରିଷ ଜମାଇବା” ଏହି ଢଗର ଅର୍ଥ କ’ଣ ?

ଉତ୍ତର;- ଅସମ୍ଭବ କାର୍ଯ୍ୟ କରି ଦେଖାଇବା ।

୯;- ଦୁନିଆରା ସବୁଠାରୁ ବଡ କ୍ରିକେଡ ମଇଦାନର ନାମ ବଦଳିକି କ’ଣ ରଖାଯାଇଅଛି ?

ଉତ୍ତର;- ନରେନ୍ଦ୍ର ମୋଦୀ ଷ୍ଟେଡିୟମ ।

୧୦;- କେଉଁ ଋତୁରେ ଆମ୍ଭକୁ ଅଧିକ ବସ୍ତ୍ର ର ଆବଶ୍ୟକ ହୋଇଥାଏ ?

ଉତ୍ତର;- ଶୀତ ଦିନ ।

୧୧;- ମୋହିନୀଅଟ୍ଟମ କେଉଁ ଭାରତୀୟ ରାଜ୍ୟର ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଅଟେ ?

ଉତ୍ତର;- କେରଳ ।

୧୨;- “ମୋ ଜୀବନ, ମୋ ମିଶନ” କେଉଁ ଭାରତୀୟ ବ୍ୟକ୍ତିତ୍ଵଙ୍କର ଆତ୍ମକଥା ଅଟେ ?

ଉତ୍ତର;- ବାବା ରାମଦେବ ।

୧୩;- ସ୍ଵେଜ ନହର କେଉଁ ଦୁଇ ସାଗର କୁ ଯୋଡିଥାଏ ?

ଉତ୍ତର;- ଭୂମଧ୍ୟ ସାଗର – ଲାଲ ସାଗର ।

୧୪;- ବିଶ୍ଵରେ କଦଳୀ ର ସବୁଠାରୁ ବଡ ଉତ୍ପାଦକ କିଏ ?

ଉତ୍ତର;- ନେଦରଲ୍ୟାଣ୍ଡ ।

୧୫;- ଆତଙ୍କବାଦ ବିରୋଧୀ ଦିବସ କେବେ ପାଳନ କରାଯାଇଥାଏ ?

ଉତ୍ତର;- ୨୧ ମଇ କୁ ।

୧୬;- ଲୋକ ସଭାର ପ୍ରାର୍ଥୀ ହେବା ନିମନ୍ତେ ସର୍ବନିମ୍ନ ବୟସ କେତେ ?

ଉତ୍ତର;- ୨୫ ବର୍ଷ ।

୧୭;- ଭାରତର ସବୁଠାରୁ ବଡ ଜିଲ୍ଲା (district)                    କେଉଁଟି ?

ଉତ୍ତର;- କଛ (gujurat) ।

୧୮;- ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ସର୍ବପ୍ରଥମ କାହାକୁ ଦିଆଯାଇଥିଲା ?

ଉତ୍ତର;- ବିଶ୍ଵନାଥନ ଆନନ୍ଦ କୁ ।

୧୯;- ଭାରତର ପ୍ଲାଇଙ୍ଗ ଶିଖ କାହାକୁ କୁହାଯାଇଥାଏ ?

ଉତ୍ତର;- ମିଲଖା ସିଂ କୁ ।

୨୦;- ୨ ଅକ୍ଟୋବର କୁ କାହାର ଜନ୍ମ ଦିବସ ପାଳନ କରାଯାଇଥାଏ ?

ଉତ୍ତର;- (A) ଆଉ (B) ଉଭୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *