ପୁରୀରେ IAF ସୂର୍ୟକିରଣ Airshow ଦେଖିବା ପାଇଁ ଜନସମୁଦ୍ର, ଦେଖନ୍ତୁ ଏହି ଶୋ’ ର ଏକ ଝଲକ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପୁରୀ ରେ Airshow ର ଚିତାକର୍ଷକ ଦୃଶ୍ୟ ତଥା ୯ ଟି ବିମାନ ଅନନ୍ତ ଜଳରାଶି ଉପରେ ଉଡି ଯାଉଥିଲେ । ଏବଂ ବିସ୍ତିର୍ଣ୍ଣ ବାଲୁକାରାଶି ତଥା ସମୁଦ୍ର ଉପର ଦେଇ ଏହିଭଳି ଯାଉଥିଲେ । ଏହି ଦୃଶ୍ୟ ବହୁତ ଅନନ୍ୟ ତଥା ଦୁର୍ଲଭ ଅଟେ । ଯିଏ ଏହି ରାସ୍ତାରେ ଯାଉଥିଲେ ସେ ନିଜ ଚରମ ଚକ୍ଷୁରେ ସିଧାସଳଖ ଭାବରେ ଦେଖିପାରୁଥିଲେ । ୯ ଟି ବିମାନ ସମୁଦ୍ର ରାଶି ଭିତରକୁ ଯାଇ ସେଠାରୁ ପୁନର୍ବାର ରାଉଣ୍ଡ ହୋଇ ଫେରୁଥିବାର ଦେଖାଯାଇଥିଲା ।

ଗତ କାଲି କିଭଳି ଭାବରେ ସହର ପଟରୁ ଏଣ୍ଟ୍ରି କରିଥିଲେ ତାହା ଅତ୍ୟନ୍ତ ମନଲୋଭା ଥିଲା । ମାତ୍ର ଆଜି ୧୦.୨୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିଲା କିନ୍ତୁ କିଛି ବିଳମ୍ବ ଘଟିଲା ଏବଂ ପାଖାପାଖି ୧୪ ରୁ ୧୫ ମିନିଟ ବିଳମ୍ବ ଘଟିଲା ଏବଂ ୧୦.୩୪ ମିନିଟ ସମୟରେ ଆରମ୍ଭ ହେଲା । ସହର ପଟରୁ ପ୍ରବେଶ କରିଲା । ୯ ଟି ବିମାନ ସମୁଦ୍ର ଭିତରକୁ ଏଣ୍ଟ୍ରି କରିଲା ।

ମାତ୍ର ଏହା ଯେଉଁ ଗର୍ଜନ ଲୋମ ଯେମିତି ଟାଙ୍କୁରି ହୋଇ ଯାଉଛି ଏହିଭଳି ଏକ ଶବ୍ଦ ଏବଂ ଏହି ଶବ୍ଦ ଭିତରେ ବାୟୁସେନାର ଅଧିକାରୀ ଯେଉଁ ପାଇଲଟ ମାନେ ସଂପୂର୍ଣ୍ଣ ରେଡି ହୋଇ ଥିଲେ ଏବଂ ପାଗ ଖୋଳିବାରୁ show ଆରମ୍ଭ ହୋଇଗଲା । ମାତ୍ର ଯେଉଁଭଳି ଭାବରେ ବର୍ଷା ଲାଗି ରହିଥିଲା ସତରେ କ’ଣ Airshow ସମ୍ଭବ ହୋଇପାରିବ ବୋଲି ସମସ୍ତଙ୍କ ମନରେ ଶଙ୍କା ଲାଗିରହିଥିଲା ।

ଏହି ଦୃଶ୍ୟ ପୁରୀ ବ୍ଲୁସ୍ଲାଗ ବିଚର ଅଟେ । ଏବଂ ଅନେକ ପରିମାଣରେ ଦର୍ଶକ ଉପସ୍ଥିତ ଥିଲେ । ଏହି ସମୟକୁ ସମସ୍ତେ ଅପେକ୍ଷା କରିଥିଲେ । କାଲି ଯେତେବେଳେ ରିୟଲସେଲ କରାଯାଇଥିଲା ସେତେବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ତଥା ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ପୁରୀରେ ବାୟୁସେନା ପକ୍ଷରୁ ଯେଉଁ କୌଶଳ ଦେଖାଉଛନ୍ତି ତଥା ତାଙ୍କର ଯେଉଁ ବାୟୁବୀର ମାନେ ସେମାନଙ୍କର ଯେଉଁ ବିଭିନ୍ନ ରଣ କୌଶଳ ଦେଖାଉଛନ୍ତି ଏବଂ ଏହା ଦେଖିବା ପାଇଁ ଅନେକ ଜନସମାରୋହ ର ପରିବେଶ ସୃଷ୍ଟି ହୋଇଛି ।

ଅନେକ ସଂଖ୍ୟାରେ ଲୋକ ଆସିଛନ୍ତି । ଏବଂ ବାୟୁସେନା ର ପରାକ୍ରମ କୁ ଦେଖାଉଛନ୍ତି । ଏହାକୁ ଦେଖିବାକୁ ହଜାର ହଜାର ଲୋକେ ଉପସ୍ଥିତ ଅଛନ୍ତି ଏବଂ ଆନନ୍ଦ ମଧ୍ୟ ନେଉଛନ୍ତି । ଏହା ସତରେ ଅତ୍ୟନ୍ତ ମନଲୋଭା ଅଟେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *