ଦେଖନ୍ତୁ ଏହି କୁନି ପିଲାର ଭିଡିଓ ପୁଣି ହେଲା ଭାଇରାଲ, ଥରେ ଦେଖନ୍ତୁ ଏହି ଭାଇରାଲ Video, ନିଜ ହସକୁ ଅଟକେଇ ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ସୋ-ସି-ଆ-ଲ ମି-ଡ଼ି-ଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହିପରି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ କିଛି ଭିଡିଓ ମଧ୍ୟ ଭା-ଇ-ରା-ଲ ହୋଇଥାଏ । ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି । ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ କେତେବେଳେ କୌଣସି ଅ-ଘ-ଟ-ଣ କୁ ନେଇ ଭିଡିଓ ଭା-ଇ-ରା-ଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭିଡିଓ ଭା-ଇ-ରା-ଲ ହୋଇଥାଏ ।

ଅଧିକାଂଶ ସମୟ କୁନି ପିଲା ଙ୍କ ଭିଡିଓ ଗଣ ମାଧ୍ୟମରେ ଭା-ଇ-ରା-ଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କୁନି ପିଲା ମାନେ ନିଜର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ସେହିପରି ଏକ କୁନି ପିଲା ର ଭିଡିଓ ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ ହୋଇଛି ।

ଯାହାକୁ ଦେଖି ସମସ୍ତେ ବହୁତ ଖୁସି ମଧ୍ୟ ହେଉଛନ୍ତି । ତେବେ ଆପଣ ମାନେ ବି ସେହି ଭିଡିଓ ଦେଖିଲେ ନିଶ୍ଚିତ ନ ହସି ରହି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ଭିଡିଓ ରେ କଣ କହୁଛି କୁନି ପିଲା । ତେବେ ଏହି ଭିଡିଓ ରେ ଜଣେ କୁନି ପିଲାଟି ତା ମାଆ ଙ୍କ ଆଗରେ ତା ସାଂଗ ମାନଂକ ସହିତ ହୋଇଥିବା ଝ-ଗ-ଡା ବିଷୟରେ କହୁଛି ।

ତେବେ ମାଆ କଣ ପାଇଁ ଏମିତି ରାଉଡି କିମ୍ବା ଝ-ଗ-ଡା କରୁଛୁ ପଚାରିବାରୁ ସେ କୁନି ପିଲା ଟି କହୁଛି କି ମୁଁ ଝ-ଗ-ଡା କରିନି ସେମାନେ ହିଁ ମୋ ସହିତ ଲାଗୁଛନ୍ତି ଶୁଖିଲା ରେ । ମୋତେ ଭି-ଡ଼ୁ-ଛ-ନ୍ତି ଏବଂ ମୋର ଚେନ ଝିଙ୍କୁ ଛନ୍ତି ତେବେ ମୁଁ କଣ ତାକୁ ଛା-ଡ଼ି-ଦେବି । ତେବେ ମାଆ ପଚାରିଲେ କିଏ ତୋ ଚେନ ଝିଙ୍କି ଦେଲା ତେବେ ସେ ଉତ୍ତର ରେ ପ୍ରାଚୀ ନାମ ନେବାର ସହ ତାକୁ ପାଟି କରି ସଟଆପ କହିଲି ଏବଂ ତୋ ମାଆ ଙ୍କୁ କହିଦେବୀ ବୋଲି ଧ-ମ-କ ମଧ୍ୟ ଦେଇଛି ।

ତେବେ କୁନି ପିଲାର ଏଭଳି କଥାଶୁଣି ମାଆ ମଧ୍ୟ ନିଜର ହସ କୁ ନିୟନ୍ତ୍ରଣ ରେ ରଖି ପାରିଲେ ନାହିଁ ଏବଂ ଏମିତି ହେବାର ନାହିଁ କହି କୁନି ପିଲାକୁ ବୁଝେଇ ଦେଲେ । ତେବେ ଏହି କୁନି ପିଲାର ଝ-ଗ-ଡା ଭିଡିଓ ବର୍ତ୍ତମାନ ଖୁବ ଭା-ଇ-ରା-ଲ ମଧ୍ୟ ହେଉଛି ।

Leave a Reply

Your email address will not be published. Required fields are marked *