“ମୋ ଝିଅକୁ କହିବେନି ମୁଁ ମରିଯାଇଛି …” ଚିଠି ଲେଖି ଆତ୍ମହତ୍ୟା କଲେ ବାପା, ଏବେ ବାପାକୁ ଝୁରି କାନ୍ଦୁଛି କୁନି ଝିଅ, ପୁରା Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ମ-ର୍ମା-ହ-ତ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓ-ରେ ଜୁଇ ଜ-ଳୁ-ଛି ଓ ଗୋଟେ କୁନି ଝିଅଟି ଜୁଇ ସାମ୍ନାରେ ନଜର ଆସୁଛି । ଏହି ଦୃଶ୍ୟ ପଛରେ ଥିବା ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଦୁସମନ୍ତଙ୍କୁ ନିଶ୍ଚୟ ଜାଣିଥିବେ । ଦୁସମନ୍ତ କୌଣସି ବଡ ଲୋକ ନୁହନ୍ତି ସେ ଥିଲେ ଏକ ସାଧାରଣ ମଣିଷ । ଦୁସମନ୍ତ ନିଜ ଚିକିତ୍ସା ପାଇଁ କେତେବେଳେ କଟକ ତ କେତେବେଳେ ଜଗତସିଂହ ପୁର ଯାଉଥିଲେ ।

ଚିକିତ୍ସା ପାଇଁ ଗୁହାରି କରି କରି ଥକି ଯିବା ପରେ ଦୁସମନ୍ତ ଦାସ ବିଧାନ ସଭା ସାମ୍ନାରେ ବି-ଷ ପି-ଇ ଦେଇଥିଲେ । ଶରୀରରେ ଜୀବନ ଥିବା ବେଳେ ଦୁସମନ୍ତ କହୁଥିଲେ-‘ମୁ ମରି ଯିବା ପରେ ମୋ କୁନି ଝିଅକୁ କେହି କହିବ ନାହିଁ’ । ଦୁସମନ୍ତ ଯାହା କହିଥିଲେ ତାହା କରିଲେ ଓ ତାଙ୍କ କୁନି ଝିଅକୁ ସତ କହିବା ପାଇଁ କେହି ବି ନାହାନ୍ତି । ଯଦି ସେହି କୁନି ଝିଅଟିକୁ କିଛି କୁହାଯାଏ ତା ହେଲେ ବି ସେ କଣ ବୁଝିବ ।

ବନ୍ଧୁଗଣ ଦୁନିଆ କଣ ଜାଣିବା ଆଗରୁ ସବୁ କିଛି ହରାଇ ଦେଇଛି ଦୁସମନ୍ତଙ୍କ ସେହି କୁନି ଝିଅ । ଜୁହୀ ଜଳୁଥିବା ଶରୀର ଦୁସମନ୍ତଙ୍କ ହୋଇପାରେ ହେଲେ ଚିତା କିନ୍ତୁ ପ୍ରଶାସନର ଜଳୁଛି । ପ୍ରଶାସନ ଏକ ନିରୀହ ଲୋକକୁ ଭଲ ଚିକିତ୍ସା ସେବା ଦେଇପାରିଲା ନାହିଁ । ଚିତା ସେହି ଭରସାରେ ଜଳୁଛି ଯେଉଁ ଭରସା ପ୍ରଶାସନ ଉପରେ କରିଥିଲା ଜଣେ ସାଧାରଣ ମଣିଷ । ସୋ-ସି-ଆ-ଲ ମି-ଡି-ଆ-ରେ ଏହି ଭି-ଡି-ଓ-ଟି ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ।

ଲୋକମାନେ ଏହି ଭି-ଡି-ଓ ଦେଖି ଦୁଃଖ ପ୍ରକାଶ କରୁଛନ୍ତି ଓ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବନ୍ଧୁଗଣ ଆଖି ସାମ୍ନାରେ ଗୋଟେ ଲୋକ ଜୁହୀରେ ଜଳି ଗଲା ହେଲେ ତାକୁ ବଞ୍ଚା ଗଲା ନାହିଁ । ଅନ୍ୟାୟ କରିବାର ଏକ ସୀମା ଥାଏ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *