“ମାନିକେ ମାଗେ ହିଥେ” ଗୀତ ଗାଈ ରାତାରାତି ଫେମସ ହୋଇଥିବା ସିଙ୍ଗର Yohani ଙ୍କ ସଫଳତାର କାହାଣୀ, ଏହି ଗୀତ ଗାଇବା ପଛରେ କଣ ଥିଲା କାହାଣୀ ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ପ୍ରତିଦିନ କିଛି ନା କିଛି ଗୀତ ଏବଂ ନୃତ୍ୟ ର ଭି-ଡି-ଓ ସବୁ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଏହି ସୋ-ସି-ଆ-ଲ ମି-ଡ଼ି-ଆ ର ଯୁଗ ରେ କିଏ ଭି ହଠାତ ଫେମସ୍ ମଧ୍ୟ ହୋଇ ଯାଉଛି ଏବଂ ରାତାରାତି ତାକୁ ପ୍ରସିଦ୍ଧି ମଧ୍ୟ ମିଳୁଛି । ତେବେ ସେହି ଭଳି ବର୍ତ୍ତମାନ ଏକ ଗୀତ ତିନି ମାସ ହେବ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଏହି ଗୀତ ଟି ହେଉଛି ମାନିକେ ମାଗେ ହିଥେ.. ତେବେ ଏହା ହେଉଛି ଏକ ଶ୍ରୀଲଂକୀୟ ଗୀତ ।

ତେବେ ଏହି ଗୀତ ଟି ବର୍ତ୍ତମାନ ବହୁତ କ୍ଷୀବ୍ର ଭାବରେ ଭା-ଇ-ରା-ଲ ହେଉଛି । କାହାର କଲର ଟିୟୁନ ରହୁଛି ତ କିଏ ଏହି ଗୀତରେ ରିଲସ ଭି-ଡି-ଓ ବନାଉଛି ଏବଂ ଆଉ କିଏ ଏହାକୁ ଗୁଣ ଗୁଣ ହେଉଛି । ତେବେ ଆସନ୍ତୁ ଏହି ଗୀତ ଟି କିଏ ଗାଇଛି ଏବଂ ଭା-ଇ-ରା-ଲ ହେବା ପରେ ତାଙ୍କର କଣ କହିବାର ଅଛି ଆସନ୍ତୁ ଜାଣିନେବା । ତେବେ ଏହି ଗୀତ ଟି କୁ ଗାଇଛନ୍ତି ଶ୍ରୀଲଂକୀୟ ସୁନ୍ଦରୀ ୟୋହାନି ।

ତେବେ ସେ କହିଛନ୍ତି କି ଏହି ଗୀତ ଟି କୁ ସେ ଏତେ ସିରିୟସ ଏବଂ ପ୍ରସ୍ତୁତ ହୋଇ ଗାଇ ନଥିଲେ କେବଳ ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଗାଇ ଥିଲେ କିନ୍ତୁ ଏହି ଗୀତ ଲୋକ ମାନଂକୁ ଏତେ ପସନ୍ଦ ଆସିବ ଏବଂ ଏତେ ଅଧିକ ଭା-ଇ-ରା-ଲ ହେବ ତାହା ଜଣା ନଥିଲା । ତିନି ମାସ ରେ ୧୦୦ ମିଲିୟନ ଭିୟୁ ଛୁଇଁ ଗଲାଣି । ତେବେ ଏହି ଗୀତ ରେ ଅନେକ ସେଲିବ୍ରେଟି ମାନେ ମଧ୍ୟ ନିଜର ଭି-ଡି-ଓ ବନଉଛନ୍ତି ଏବଂ ୟୋହାନି ଙ୍କ ପ୍ରଶଂସା କରୁଛନ୍ତି ।

ତେବେ ଅମିତାଭ ଵଚନ ୟୋହାନି ଙ୍କ ପ୍ରଶଂସା କରିବା ଏବଂ ପରିଣୀତି ଚୋପ୍ରା ଙ୍କ ନୃତ୍ୟ କରିବା କଥା ଶୁଣି ୟୋହାନି ଖୁବ ଖୁସି ହୋଇ ଯାଇଛନ୍ତି । ତେବେ ୟୋହାନି ଙ୍କ ବାପା ଜଣେ ଆର୍ମି ଅଫିସର ଏବଂ ମାତା ଜଣେ ଏୟାର ଫୋର୍ସ ତେବେ ସଙ୍ଗୀତ ବ୍ୟାଗରାଉଣ୍ଡ ରୁ ଆସି ନଥିଲେ ମଧ୍ୟ ସେ ଛୋଟ ବେଳୁ ସଙ୍ଗୀତ ପ୍ରତି ବହୁତ ରୁଚି ରଖୁଥିଲେ ଏବଂ ପିଆନୋ ଏବଂ ଗୀତାର ମଧ୍ୟ ବଜାଉଥିଲେ ଏବଂ ସେ ଜଣେ ସଫଳ ଗାୟିକା ମଧ୍ୟ । ତେବେ ୟୋହାନି ଏତେ ଭଲ ପାଇବା ଦେଖି ଆଗାମୀ ଦିନରେ ଭାରତ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *