ଆପଣଙ୍କ ଦିମାଗ ଠାରୁ 100 ଗୁଣା ଅଧିକ ସ୍ପୀଡ ଅଟେ ଏହି 2 ବର୍ଷର ପିଲାର ଦିମାଗ, ଦେଉଛି ଏମିତି ଜବାବ ଦେଖିଲେ ଆପଣ ବି କାବା ହେଇଯିବେ, ଦେଖନ୍ତୁ Video

ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦୁନିଆର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆରେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇଯାନ୍ତି ।

ତେବେ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରୁ ଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ କୁନି ପୁଅଟି ବହୁତ ଚର୍ଚ୍ଚାରେ ଅଛି । ଏହି ଛୁଆ ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଛୁଆ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଛୋଟ ଛୁଆ ବିଷୟରେ । ବନ୍ଧୁଗଣ ଏକ ୨ ବର୍ଷର ଶିଶୁ ଅଛି ଯାହାର ନାମ ହେଉଛି ଗୁରୁ । ଗୁରୁର ସ୍ମରଣ ଶକ୍ତି ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ସାଧାରଣ ଛୁଆ ମାନେ ନିଜ ବୟସରେ ଖେଳ କୁଦ କରନ୍ତି ହେଲେ ଗୁରୁ ବୁଦ୍ଧି ମାମଲାରେ ସମସ୍ତଙ୍କୁ ହରେଇ ଦେବେ ।

ଗୁରୁଙ୍କ ବାପାଙ୍କ ନାମ ହେଉଛି ଅରବିନ୍ଦ ଉପାଧାୟ ଓ ମାଙ୍କ ନାମ ହେଉଛି ପ୍ରିୟା ଉପାଧାୟ । ଗୁରୁ ମାତ୍ର ୨ ବର୍ଷ ବୟସରେ ନିଜ ମା ବାପାଙ୍କୁ ଅନେକ ପ୍ରଶ୍ନ ପଚାରନ୍ତି । ଗୁରୁଙ୍କୁ ଆପଣ ଯେକୌଣସି ଜିନିଷ ବିଷୟରେ କହିଲେ ସେ ତାହା ମନେ ରଖିଦିଅନ୍ତୁ । ଗୁରୁଙ୍କ ସ୍ମରଣ ଶକ୍ତି କମ୍ପୁଟର ଠାରୁ ବି ଅଧିକ ସ୍ପିଡ ସେ ସବୁ ଜିନିଷ ମନେ ରଖନ୍ତି । ବିଶ୍ବରେ ଥିବା ସମସ୍ତ କଣ୍ଟିନେଣ୍ଟକୁ ଚିହ୍ନଟ କରିଦିଅନ୍ତୁ ଗୁରୁ, ଏହା ସହ ଭାରତରେ ଥିବା ସମସ୍ତ ରାଜ୍ୟ ଗୁଡିକ ବିଷୟରେ ମଧ୍ୟ ଗୁରୁ ଜାଣି ଛନ୍ତି ।

ବିଶ୍ଵରେ ଥିବା ସମସ୍ତ ମହାସାଗର ଗୁଡିକ ବିଷୟରେ ମଧ୍ୟ ଗୁରୁ ଜାଣି ଛନ୍ତି । ତେବେ ଗୁରୁଙ୍କ ମେମୋରି ପାୱାର ବହୁତ ଅଧିକ ରହିଛି ଓ ଏହା ପଛରେ ତାଙ୍କ ବାପା ମାଙ୍କ ପରିଶ୍ରମ ଏବଂ ପ୍ରୟାସ ରହିଛି । ଗୁରୁ ଓ ତାଙ୍କ ବାପା ମାଙ୍କର ଏକ ଇଣ୍ଟର୍ବ୍ୟୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଏହି ଇଣ୍ଟର୍ବ୍ୟୁକୁ ଦେଖନ୍ତୁ ଓ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *